୧୨ ଘଣ୍ଟା ଭିତରେ ଅବପାତର ରୂପ ନେବ…
ଭୁବନେଶ୍ବର: ୧୨ ଘଣ୍ଟା ଭିତରେ ଲଘୁଚାପ ଅଧିକ ଘନୀଭୂତ ହୋଇ ଅବପାତର ରୂପ ନେବ। ୨୬ତାରିଖରେ ବାତ୍ୟା ସ୍ଥଳଭାଗ ଛୁଇଁବା ଆଶଙ୍କା ରହିଛି। ଲଘୁଚାପ ୱେଲମାର୍କରେ ପରିଣତ ହୋଇଥିବା ବେଳେ ବାତ୍ୟା ନେଇ ଆଶଙ୍କା କରାଯାଉଛି।
ପୁରୀ ଓ ଗୋପାଳପୁର ମଧ୍ୟରେ ବାତ୍ୟା ଅତିକ୍ରମ କରିପାରେ। ଏହାର ପ୍ରଭାବରେ ଦକ୍ଷିଣ…