Odisha Link
Bridging the Missing Links in Odisha
Daily Archives

September 28, 2021

‘ଆକାଶ ପ୍ରାଇମ’ର ସଫଳ ପରୀକ୍ଷଣ

ଚାନ୍ଦିପୁର: ଚାନ୍ଦିପୁରରୁ ଆକାଶ କ୍ଷେପଣାସ୍ତ୍ରର ଏକ ନୂଆ ଭର୍ସନ ଆକାଶ ପ୍ରାଇମର ସଫଳ ପରୀକ୍ଷଣ। ଏହା ଆକାଶରେ ଥିବା ଏକ ମାନବ ବିହୀନ ଏରିଏଲ ଭେହିକ୍ ଲକୁ ଟାର୍ଗେଟ କରିବାରେ ସଫଳ ହୋଇଥିଲା। ସୋମବାର ଅପରାହ୍ନ ସାଢ଼େ ୪ଟା ବେଳେ ଏହାର ପରୀକ୍ଷଣ କରାଯାଇଥିଲା। ଏନେଇ ଡି.ଆର.ଡି.ଓ ପକ୍ଷରୁ ସୂଚନା ଦିଆଯାଇଛି।…

ଥାନାରେ ବିସ୍ଫୋରଣ: ଭୁଶୁଡ଼ିଲା ଛାତ,…

ପିପିଲି: ପିପିଲି ବଳଙ୍ଗା ଥାନାରେ ବିସ୍ଫୋରଣ। ବିସ୍ଫୋରଣରେ ଭୁଶୁଡ଼ିଲା ଥାନାର ଛାତ, ଫାଟିଗଲା କାନ୍ଥ। ବିଳମ୍ବିତ ରାତିରେ ଅଚାନକ ପୁରୀ ଜିଲ୍ଲା ବଳଙ୍ଗା ଥାନାରେ ବିସ୍ଫୋରଣ ହୋଇଥିବା ବେଳେ କାରଣ ଅସ୍ପଷ୍ଟ ରହିଛି। କୌଣସି ଜବତ ବିସ୍ଫୋରକ ସାମଗ୍ରୀ ବିସ୍ଫୋରଣ ହୋଇଥିବା ଅନୁମାନ କରାଯାଉଛି। ଥାନା…

ଆଉ ଏକ ଲଘୁଚାପ, ୫ ଜିଲ୍ଲାକୁ ୟେଲୋ…

ଭୁବନେଶ୍ୱର: ବାତ୍ୟା ଗୁଲାବ ପରେ ଆଉ ଏକ ଲଘୁଚାପ। ଉତ୍ତର-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଲଘୁଚାପର ରୂପ ନେବାର ସମ୍ଭାବନା ରହିଛି। ଏହା ପଶ୍ଚିମବଙ୍ଗ ଉପକୂଳରେ ଘନୀଭୁତ ହେବା ପରେ ଉତ୍ତର ଦିଗକୁ ଗତି କରିବ ବୋଲି ପୂ୍ର୍ବାନୁମାନ କରିଛି ଆଞ୍ଚଳିକ…