ବାତ୍ୟା ଜଓ୍ବାଦ: ବର୍ତ୍ତିଗଲା ଓଡ଼ିଶା,…
ଭୁବନେଶ୍ବର: ଜଓ୍ବାଦ ବାତ୍ୟାର ରୂପ ନେଇ ଓଡ଼ିଶା ଉପକୂଳରେ ତାଣ୍ଡବ ରଚିବ ବୋଲି ଯେଉଁ ପୂର୍ବାନୁମାନ କରାଯାଇଥିଲା ତାହା ଏବେ ଟଳିଯାଇଛି। ଗଭୀର ଅବପାତର ରୂପ ନେଇ ଜଓ୍ବାଦ ଓଡ଼ିଶା ଓ ଆନ୍ଧ୍ର ଉପକୂଳ ଛାଡ଼ ଉତ୍ତରମୁହାଁ ହୋଇଛି। ଅବପାତ ପ୍ରଭାବରେ ଉପକୂଳବର୍ତ୍ତୀ ଜିଲ୍ଲାରେ ବର୍ଷା ଲାଗି ରହିଥିବା ବେଳେ କୌଣସି…