Odisha Link
Bridging the Missing Links in Odisha
Daily Archives

December 15, 2021

ଟିକା ନେଇ ନଥିଲେ ଚାକିରିରୁ ବିଦା !

ନୂଆଦିଲ୍ଲୀ: ଏଣିକି ଟିକା ନନେଲେ ହେବେ ଚାକିରିରୁ ବିଦା। ଏପରିକି କରୋନା ଟିକା ନେବାକୁ ବାଧ୍ୟତାମୂଳକ କରିଛି ଆଲ୍ଫାବେଟ୍‌ ଆଇଏନସି ଗୁଗୁଲ । ଯେଉଁ କର୍ମଚାରୀମାନେ କରୋନା ଟିକାର ଡୋଜ୍ ନେଇ ନଥିବେ, ସେମାନଙ୍କର ଦରମା କାଟ କରିବା ସହ ଗୁଗୁଲ ସେମାନଙ୍କୁ ଚାକିରିରୁ ବିଦା କରିବାକୁ ନିଷ୍ପତ୍ତି ନେଇଛି।…

କେନ୍ଦ୍ରାପଡ଼ା: ଆଜିଠୁ ବିଜୁ ସ୍ୱାସ୍ଥ୍ୟ…

କେନ୍ଦ୍ରାପଡ଼ା: ବିଜୁ ସ୍ବାସ୍ଥ୍ୟବୀମା କାର୍ଡ ଯୋଜନାରେ ଆଜି ସାମିଲ ହେବ କେନ୍ଦ୍ରାପଡ଼ା ଜିଲ୍ଲା। କେବଳ ସେତିକି ନୁହେଁ ୧୫୨୬ କୋଟିରୁ ଅଧକ ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ଭିଡିଓ କନଫରେନ୍ସ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ସ୍ମାର୍ଟ କାର୍ଡ…

ପଦ୍ମଶ୍ରୀ ମିତ୍ରଭାନୁ ଗୌନ୍ତିଆ ଅସୁସ୍ଥ

ସମ୍ବଲପୁର: ପଦ୍ମଶ୍ରୀ ମିତ୍ରଭାନୁ ଗୌନ୍ତିଆ ଅସୁସ୍ଥ। ସୁପ୍ରସିଦ୍ଧ ସଙ୍ଗୀତ 'ରଙ୍ଗବତୀ'ର ସ୍ରଷ୍ଟା ମିତ୍ରଭାନୁ ଗୌନ୍ତିଆଙ୍କ ଛାତିିରେ ଯନ୍ତ୍ରଣା ହେବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଗତକାଲି ପଦ୍ମଶ୍ରୀ ମିତ୍ରଭାନୁ ଗୌନ୍ତିଆଙ୍କୁ ପ୍ରଥମେ କୁଚିଣ୍ଡା ମେଡିକାଲରେ ନିଆଯାଇଥିଲା। ପରେ ଏକ ଘରୋଇ…

୨୪ ଘଣ୍ଟାରେ ୨୧୮ ପଜିଟିଭ ଚିହ୍ନଟ, ୨ ମୃତ

ଭୁବନେଶ୍ବର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୧୮ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ୨ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋାଇଛି। ରାଜ୍ୟରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୧୨୭ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୯୧ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିପରି ଚିହ୍ନଟ ହୋଇଥିବା…

ଶୀତରେ ଥରୁଛି କନ୍ଧମାଳ

କନ୍ଧମାଳ: ରାଜ୍ୟରେ ଲଘୁଚାପ ଜନିତ ବର୍ଷା ପରେ ବଦଳିଛି ପାଗ। ଆଉ ରାଜ୍ୟରେ ବିଭିନ୍ନ ଅଞ୍ଚଳକୁ ଫେରିଛି ଶୀତ। ବିଶେଷକରି ରାଜ୍ୟର କନ୍ଧମାଳ ଜିଲ୍ଲାରେ ବଢ଼ିଛି ଶୀତର ପ୍ରକୋପ। ଓଡ଼ିଶାର କଶ୍ମୀର ଭାବେ ପରିଚିତ ଦାରିଙ୍ଗବାଡ଼ି ସମେତ ବାଲିଗୁଡ଼ା, କ.ନୂଆଗାଁ , ବେଲଘର, ତୁମୁଡ଼ିବନ୍ଧ, କୋଡ଼ଗଡ଼ ଅଞ୍ଚଳରେ ବଢ଼ିଛି ଶୀତ।…

ଆଜି ଶ୍ରୀଜିଉଙ୍କ ବନକଲାଗି ନୀତି

ପୁରୀ: ଆଜି ଶ୍ରୀଜିଉଙ୍କ ବନକଲାଗି ନୀତି। ଶ୍ରୀମନ୍ଦିରରେ ଚତୁର୍ଦ୍ଧାବିଗ୍ରହଙ୍କ ଅନୁଷ୍ଠିତ ହେବ ବନକଲାଗି ନୀତି। ମଧ୍ୟାହ୍ନ ଧୂପ ପରେ ରତ୍ନବେଦୀରେ ମହାପ୍ରଭୁୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଦତ୍ତମହାପାତ୍ର ସେବକମାନେ ବନକଲାଗି ନୀତି କରିବେ। ଏହି ସ୍ବତନ୍ତ୍ର ନୀତି ପ୍ରାୟ ୪ ଘଣ୍ଟା ଧରି ଅନୁଷ୍ଠିତ…