Odisha Link
Bridging the Missing Links in Odisha
Daily Archives

December 22, 2021

ସାମାଜିକ ଗଣମାଧ୍ୟମକୁ ଡରୁଛିକି…

ଭୁବନେଶ୍ବର: ୨୧ ବର୍ଷ ଧରି ନିରବଚ୍ଛିନ୍ନ ଭାବେ ଶାସନ କରି ଆସୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତାଙ୍କ ନେତୃତ୍ବରରେ ଓଡ଼ିଶାରେ ଏକ ଜନ କଲ୍ୟାଣକାରୀ ସରକାର ଗଠନ ହୋଇଛି। ନବୀନଙ୍କ ନିର୍ଦ୍ବନ୍ଦ ଶାସନ ପଛରେ ରହିଛି ମାଳ ମାଳ ହିତକର ଯୋଜନା। ଯେଉଁଥିପାଇଁ ଓଡ଼ିଶାରେ ୨୧ ବର୍ଷ ଧରି ଶାସନ କରୁଛନ୍ତି ନବୀନ…

IPLର ମେଗା ନିଲାମ ତାରିଖ ଘୋଷଣା, କେବେ…

ନୂଆଦିଲ୍ଲୀ: କ୍ରିକେଟ ପ୍ରେମୀଙ୍କ ପାଇଁ ବଡ଼ ଖବର। କାରଣ ଖୁବଶିଘ୍ର ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ ୨୦୨୨ର ମେଗା ନିଲାମର ଆୟୋଜନ ହେବାକୁ ଯାଉଛି। ଫେବୃଆରୀ ୭ ଓ ୮ ତାରିଖରେ ବେଙ୍ଗାଲୁରୁରେ ହେବ ମହା ନିଲାମ। ଏନେଇ ବୁଧବାର ଘୋଷଣା କରିଛି ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)। ବିସିସିଆଇର…

କାହିଁକି ପ୍ରତ୍ୟାହୃତ ହେବ ପଞ୍ଚାୟତ…

ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନ ସଂରକ୍ଷଣ ବିଜ୍ଞପ୍ତିକୁ ନେଇ ଆସିଲା ବଡ଼ ଅପଡେଟ୍। ବିଜ୍ଞପ୍ତିକୁ ପ୍ରତ୍ୟାହର କରିବେ ରାଜ୍ୟ ସରକାର। ଏନେଇ ଆଜି ହାଇକୋର୍ଟକୁ ଜଣାଇଛନ୍ତି ସରକାର। ବିଜ୍ଞପ୍ତି ପ୍ରତ୍ୟାହାର ସହ ଆସନ୍ତା ୨୭ରେ ସାନି ତାଲିକା ପ୍ରକାଶ କରାଯିବ ବୋଲି କୋର୍ଟଙ୍କୁ ଜଣାଇଲେ ରାଜ୍ୟ ସରକାର।…

ରାଜଧାନୀରେ ବୃଦ୍ଧି ପାଇଲା କଣ୍ଟେନମେଣ୍ଟ…

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ବୃଦ୍ଧି ପାଇଲା କଣ୍ଟେନମେଣ୍ଟ୍‌ ଜୋନ୍‌ ସଂଖ୍ୟା। ମଙ୍ଗଳବାର ବମିଖାଲ ଜୟଦୁର୍ଗା ନଗର ଓ ଭିଏଏସ୍‌ଏସ୍‌ ନଗରକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଥିବା ବେଳେ ଆଜି କସମପଲିସର ୪ଟି ଫ୍ଲାଟକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରିଛି ବିଏମସି। ଗତକାଲି ୨ଟି ସ୍ଥାନ କୁ ଘୋଷଣା…

ସତର୍କ ରୁହ, ପ୍ରତିଟି ଜୀବନ ମୁଲ୍ୟବାନ:…

ଭୁବନେଶ୍ବର: ଧିରେ ଧିରେ ଦେଶରେ କାୟା ବିସ୍ତାର କରିବାରେ ଲାଗିଛି କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ୍। ଏଥିସହିତ ସହିତ ଓଡ଼ିଶାରେ ମଧ୍ୟ ଓମିକ୍ରନର ଏଣ୍ଟ୍ରି ହୋଇ ସାରିଛି। ଏସବୁକୁ ନଜରରେ ରଖି ମୁଖ୍ୟମନ୍ତ୍ରୀ ନବନୀ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଦେଇଛନ୍ତି ପରାମର୍ଶ। ମୁଖ୍ୟମନ୍ତ୍ରୀ କହିଥଲେ ଯେ…

BSKY ହିତାଧିକାରୀଙ୍କୁ ୧ ହଜାର ଟଙ୍କାର…

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ହିତାଧିକାରୀ ମାନଙ୍କୁ ଜୀବିକା ପାଇଁ ଏକ ହଜାର ଟଙ୍କା ଲେଖାଏ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। କୋଭିଡ ସମୟରେ ଗରିବ ଲୋକଙ୍କ ଆର୍ଥିକ ଦୂରାବସ୍ଥାକୁ ଲାଘବ କରିବା ପାଇଁ ମୁଖ୍ୟମନ୍ତ୍ରୀ ଏହି ସହାୟତା ଦେଇଛନ୍ତି। ବିଜୁ…