Odisha Link
Bridging the Missing Links in Odisha
Daily Archives

December 23, 2021

ଫେରିଲା ରାତ୍ରିକାଳୀନ କର୍ଫ୍ୟୁ

ଭୋପାଳ: ଦେଶରେ ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍‌ । ଏବେ ଦେଶରେ ପାଖାପାଖି ୩୦୦ରେ ପହଁଞ୍ଚିଲାଣି ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା। ଏହାକୁ ଗୁରୁତର ସହ ନେଇ ସତର୍କତା ଅବଲମ୍ବନ ପାଳନ କରିବା ପାଇଁ ସରକାର ଦେଲେଣି ବାର୍ତ୍ତା। ଏସବୁ ମଧ୍ୟରେ ଫେରିଲା ନାଇଟ୍‌…

ଭାଙ୍ଗିଗଲା ବ୍ରହ୍ମାଣ୍ଡ ସୁନ୍ଦରୀଙ୍କ…

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ସୁସ୍ମିତା ସେନ୍‌ଙ୍କ ବ୍ରେକ୍‌ଅପ୍‌କୁ ନେଇ କିଛିଦିନ ହେବ ଲାଗି ରହିଥିଲା ଚର୍ଚ୍ଚା। ଏବେ ଏହି ଚର୍ଚ୍ଚା ଖବରକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବ୍ରହ୍ମାଣ୍ଡ ସୁନ୍ଦରୀ ସୁସ୍ମିତା ସେନ୍‌। ସୁସ୍ମିତା ସୋସିଆଲ ମିଡିଆରେ କହିଛନ୍ତି ଯେ, ‘ସେ ଏବଂ ରୋହମନ୍‌ ଶୋଲଙ୍କ ମଧ୍ୟରେ ଥିବା…

ଉତ୍କଳ ବିଶ୍ୱବିଦ୍ୟାଳୟ: ଶେଷ ହେଲା…

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ଆଇନ ବିଭାଗ ତରଫରୁ ଅନୁଷ୍ଠାନର ସଭାଗୃହରେ ଆଜିକୁ ୯ ଦିନ ବ୍ୟାପି A Value Added Certificate Course on Practical Lawyering and Professional Skill Enhancement.ବିଷୟକୁ ନେଇ ଏକ ଟ୍ରେନିଂ କୋର୍ସ ଆଜି ସମାପ୍ତ ହୋଇଯାଇଛି। ଏହା ଡିସେମ୍ବର…

ଓମିକ୍ରନ୍‌ ଆତଙ୍କ: ଗାଁରେ ଲକ୍‌ଡାଉନ୍‌…

ନୂଆଦିଲ୍ଳୀ: ଦେଶରେ ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍‌ । ଏବେ ଦେଶରେ ପାଖାପାଖି ୩୦୦ରେ ପହଁଞ୍ଚିଲାଣି ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା। ଏହାକୁ ଗୁରୁତର ସହ ନେଇ ସତର୍କତା ଅବଲମ୍ବନ ପାଳନ କରିବା ପାଇଁ ସରକାର ଦେଲେଣି ବାର୍ତ୍ତା। ତେଲେଙ୍ଗାନାରେ…

ଯୁବପିଢ଼ିଙ୍କ ସାମର୍ଥ୍ୟର ସମ୍ପୂର୍ଣ୍ଣ…

ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ବାହାରିନର ଯୁବ ଓ କ୍ରୀଡ଼ା ବ୍ୟାପାର ମନ୍ତ୍ରୀ ଏମେନ୍‌ ଟୋଫିକ୍‌ ଆଲମଏଡଙ୍କ ସହ ଭିଡ଼ିଓ କନଫରେନ୍ସିଂ ଜରିଆରେ କଥା ହୋଇଛନ୍ତି। ଆଲୋଚନାରୁ ଜଣାପଡିଛି ଯେ ଦୁଇ ଦେଶର ବୃହତ ଯୁବ ଜନସଂଖ୍ୟାର ସାମର୍ଥ୍ୟକୁ…

ସର୍ବସାଧାରଣରେ କିିସ୍‌ କଲେ ରଣବୀର ଓ…

ନୂଆଦିଲ୍ଲୀ: ଆଜକୁ ପ୍ରାୟ ୩୮ ବର୍ଷ ପୂର୍ବେ ଇତିହାସ ରଚିଥିଲା ଟିମ୍‌ ଇଣ୍ଡିଆ। ଅର୍ଥାତ୍‌ ୧୯୮୩ ମସିହା କ୍ରିକେଟ ବିଶ୍ବକପ୍‌ରେ ପ୍ରଥମ ଥର ପାଇଁ ଚମ୍ପିଆନ୍‌ ହୋଇ ବିଶ୍ବ କ୍ରିକେଟରେ ନୂଆ ଶକ୍ତି ଭାବେ ଉଭା ହୋଇଥିଲା ଟିମ୍‌ ଇଣ୍ଡିଆ। କପିଳ ଦେବଙ୍କ ଅଧିନାୟକତ୍ବରେ ଟିମ୍‌ ବିଶ୍ବ ବିଜୟୀ ହୋଇଥିଲା ଆଉ…

ରାଜ୍ୟରେ ହେବ ୫୫ଟି ନୂଆ ବସ୍‌ଷ୍ଟାଣ୍ଡ,…

ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନ ପୂର୍ବରୁ ଗୋଟିଏ ପରେ ଗୋଟିଏ ବଡ଼ ଘୋଷଣା କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥର ବସ୍‌ଯାତ୍ରୀଙ୍କ ପାଇଁ ଆସିଛି ଭଲ ଖବର। କାରଣ ରାଜ୍ୟରେ ତିଆରି ହେବ ୫୫ଟି ନୂଆ ବସ୍‌ଷ୍ଟାଣ୍ଡ। ଯାତ୍ରୀଙ୍କ ଗମନାଗମନକୁ ଆହୁରି ସହଜ କରିବା ପାଇଁ ରାଜ୍ୟର ୨୨ ଟି ଜିଲ୍ଲାରେ ନୂଆ…

ଶିକ୍ଷକ ନିଯୁକ୍ତିରେ ରେକର୍ଡ: ଆଉ ୧୧,୪୦୩…

ଭୁବନେଶ୍ବର: ରାଜ୍ୟରେ ସରକାରୀ ଉଚ୍ଚ ବିଦ୍ୟାଳୟ ଗୁଡିକର ୫-ଟି ରୂପାନ୍ତର କାର୍ଯ୍ୟକ୍ରମରେ ରୂପାନ୍ତରଣ ସହିତ ଶିକ୍ଷକ ନିଯୁକ୍ତି ପାଇଁ ମଧ୍ୟ ପଦକ୍ଷେପ ନିଆଯାଇଛି। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ୧୧୪୦୩ ଶିକ୍ଷକ ପଦବୀ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ସୂଚନାଯୋଗ୍ୟ ଯେ…

୪ର୍ଥ କୋରାପୁଟ ସାହିତ୍ୟ ଉତ୍ସବ:…

ଭୁବନେଶ୍ବର: ଓଡ଼ିଆ ମିଡିଆ ଆୟୋଜିତ ୪ର୍ଥ କୋରାପୁଟ ସାହିତ୍ୟ ଉତ୍ସବ ଡିସେମ୍ବର ୨୬-୨୭ ଦୁଇଦିନ ଧରି ଅନୁଷ୍ଠିତ ହେବ। କୋରାପୁଟ ବଦଳରେ ଏଥର ଏ ଉତ୍ସବ ଭୁବନେଶ୍ବରରେ ଅନୁଷ୍ଠିତ ହେଉଛି। ଏ ଅବସରରେ ଚଳିତ ବର୍ଷ ପାଇଁ ପ୍ରସିଦ୍ଧ କଥାକାର ଶ୍ରୀ ଦାଶ ବେନହୁର ଓ ପ୍ରସିଦ୍ଧ କବି ଶ୍ରୀ ହୃଷିକେଶ ମଲ୍ଲିକଙ୍କୁ…

ଅଚିହ୍ନାଙ୍କୁ ଫଟୋ ଦେଇ ବାଣ୍ଟୁଛନ୍ତି…

ଭୁବନେଶ୍ବର: ସମସ୍ତଙ୍କ ପରି ସେ ବି ଜଣେ ସାଧାରଣ ବ୍ୟକ୍ତିତ୍ବ। ହେଲେ ସମାଜର ଭିଡ଼ ଭିତରୁ ସେ ଟିକେ ଅଲଗା। ଶିକ୍ଷକତା ତାଙ୍କର ପେଶା ଆଉ ଫଟୋ ଉଠାଇବା ଏକ ନିଶା। ଆଉ ଉଭୟକୁ ପାଥେୟ କରି ସମସ୍ତଙ୍କ ମୁହଁରେ ହସ ଫୁଟାଇବା ହେଉଛି ତାଙ୍କର ଏକମାତ୍ର ଲକ୍ଷ୍ୟ। ଆଉ ଏଥିପାଇଁ ସେ କୁହନ୍ତି ଟିକିଏ ଖୁସି। ଆମେ…