Odisha Link
Bridging the Missing Links in Odisha
Monthly Archives

March 2022

ବଢ଼ିଲା ବସ୍‌ ଭଡ଼ା

ଓଏଲ୍‌ ବ୍ୟୁରୋ: ବିଗତ ୧୦ ଦିନ ମଧ୍ୟରେ ଦେଶରେ ୯ ଥର ବୃଦ୍ଧି ପାଇଲାଣି ତୈଳ ଦର। ବାରମ୍ବାର ତୈଳ ଦର ବୃଦ୍ଧି ହେଉଥିବାରୁ ରାଜ୍ୟରେ ବସ୍‌ ଭଡ଼ା ବୃଦ୍ଧି ପାଇଛି। ଏନେଇ ଘରୋଇ ବସ୍‌ ମାଲିକ ସଂଘର ସାଧାରଣ ସମ୍ପାଦକ ସୂଚନା ଦେଇଛନ୍ତି। ଚନା ଅନୁଯାୟୀ, ଅର୍ଡିନାରୀ ବସ୍‌ ଭଡ଼ା କିମି ପିଛା ୯୦ ପଇସାକୁ ବୃଦ୍ଧି…

ଉତ୍କଳ ଦିବସରେ ଗାଁଠୁ ସହର ସବୁଠି…

ଓଏଲ୍‌ ବ୍ୟୁରୋ: ରାତି ପାହିଲେ ରାଜ୍ୟ ପାଳନ କରିବ ଉତ୍କଳ ଦିବସ ଅର୍ଥାତ୍‌ ପ୍ରତିଷ୍ଠା ଦିବସ। ଏପ୍ରିଲ ୧ ଉତ୍କଳ ଦିବସ ଅବସରରେ ସାରା ରାଜ୍ୟରେ ସାମୂହିକ 'ବନ୍ଦେ ଉତ୍କଳ ଜନନୀ' ଗାନ ପାଇଁ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଓଡ଼ିଶାର ୮୭ତମ ପ୍ରତିଷ୍ଠା ଦିବସ ଅବସରରେ ଏହି ‘ବନ୍ଦେ…

ତୈଳ ଦରରେ ଲାଗୁନି ଅଙ୍କୁଶ, ହାଇଡ୍ରୋଜେନ…

ଓଏଲ୍‌ ବ୍ୟୁରୋ: ବିଗତ କିଛି ଦିନ ହେବ ଦେଶରେ କ୍ରମାଗତ ଭାବେ ବଢ଼ିବାରେ ଲାଗିଛି ତୈଳ ଦର। ଯାହାକୁ ନେଇ ସାରା ଦେଶରେ ଅସନ୍ତୋଷ ପ୍ରକାଶ କରି ଚାଲିଛନ୍ତି ଜନତା। ଏସବୁ ମଧ୍ୟରେ ଆଜି ସଂସଦରେ ଗ୍ରୀନ୍‌ ହାଇଡ୍ରୋଜନ ପାଓ୍ବାର କାର୍‌ ଧରି ପହଁଞ୍ଚିଥିଲେ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ୍‌ ଗଡ଼କରୀ।…

ଓଡ଼ିଶା ବଜେଟ୍‌: କେଉଁ ବିଭାଗ ପାଇଁ କେତେ…

ଓଏଲ୍‌ ବ୍ୟୁରୋ: ବୁଧବାର ବିଧନାସଭାରେ କାମଚଳା ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ୪ ମାସ ପାଇଁ କାମଚଳା ବଜେଟର ପରିଣାମ ରହିଛି ୧ ଲକ୍ଷ ୬ହଜାର ୪୯୭ କୋଟି ଟଙ୍କା। ବଜେଟ୍‌ ଉପସ୍ଥାପନା ସମୟରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି ଯେ, ଓଡ଼ିଶା ଆର୍ଥିକ ଓ ସାମାଜିକ ବିକାଶ…

ଏପ୍ରିଲ ୨ରୁ ସକାଳୁଆ ସ୍କୁଲ

ଓଏଲ୍‌ ବ୍ୟୁରୋ: ରାଜ୍ୟରରେ ଦିନକୁ ଦିନ ତାତି ବଢ଼ିବାରେ ଲାଗିଛି। ଏପରିକି ରାଜ୍ୟର କିଛି ସ୍ଥାନରେ ୪୦ ଡିଗ୍ରୀ ସେଲସିୟସ୍‌ ଉପରେ ରହୁଛି ତାପମାତ୍ରା। ରାଜ୍ୟରେ ବଢ଼ୁଥିବା ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ବଡ଼ ଘୋଷଣା କଲେ ରାଜ୍ୟ ସରକାର। ଏପ୍ରିଲ ୨ ତାରିଖରୁ ସକାଳୁଆ ସ୍କୁଲ। ଗ୍ରୀଷ୍ମ ପ୍ରବାହ ଦୃଷ୍ଟିରୁ…

ସରକାରୀ କର୍ମଚାରୀଙ୍କୁ ମୋଦି ସରକାରଙ୍କ…

ଓଏଲ୍‌ ବ୍ୟୁରୋ: ସରକାରୀ ଚାକିରିଆଙ୍କ ପାଇଁ ବଡ଼ ଖବର। ନୂଆ ଆର୍ଥିକ ବର୍ଷ ଆସିବା ପୂର୍ବରୁ କେନ୍ଦ୍ରୀୟ କର୍ମଚାରୀଙ୍କୁ ବଡ଼ ଉପହାର ଦେଲେ ମୋଦି ସରକାର। ମହଙ୍ଗା ଭତ୍ତା ବା ଡିଏ ୩ ପ୍ରତିଶତ ବୃଦ୍ଧି କରିଛନ୍ତି ମୋଦି ସରକାର। ଆଜି କେନ୍ଦ୍ରୀୟ କର୍ମଚାରୀଙ୍କ ୩ ପ୍ରତିଶତ ଡିଏ ବୃଦ୍ଧିକୁ ମିଳିଛି କ୍ୟାବିନେଟ୍‌…

ଓଡ଼ିଶା ୧ ନମ୍ବର, ରାଜ୍ୟରେ ୭୯ଟି ଶୀତଳ…

ଓଏଲ୍‌ ବ୍ୟୁରୋ: କରୋନା କାଳରେ ରାଜ୍ୟରେ ବଢ଼ିଛି କୃଷୀ ଉତ୍ପାଦନ। ଏନେଇ ଆଜି ବିଧାନସଭାରେ ଉତ୍ତର ରଖିଛନ୍ତି କୃଷି ମନ୍ତ୍ରୀ ଅରୁଣ ସାହୁ। ଏଥିସହିତ ସମଗ୍ର ଦେଶରେ ଛତୁ ଓ ଲେମ୍ବୁ ଉତ୍ପାଦନରେ ଓଡ଼ିଶା ୧ ନମ୍ବର ରାଜ୍ୟ ହୋଇଛି। ସେହିପରି ବାଇଗଣ ଉତ୍ପାଦନରେ ଓଡ଼ିଶାରେ ଦୁଇ ନମ୍ବରରେ ରହିଛି। ସେହିପରି ଚାଉଳ…

ରିମାଣ୍ଡରେ ମ୍ୟାଡାମ୍‌ ଶର୍ମିଷ୍ଠା ଓ…

ଓଏଲ୍‌ ବ୍ୟୁରୋ: ୫ ଦିନିଆ ରିମାଣ୍ଡରେ ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ୍‌ ମାନସ ସ୍ବାଇଁ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ। ଶର୍ମିଷ୍ଠାଙ୍କ ସହ ତାଙ୍କ ସହଯୋଗୀ ସହଯୋଗୀ ଝୁନା ଭୋଇ, ସୂଚନା ଓ ଲୋକସଂପର୍କ ବିଭାଗର ପୂର୍ବତନ ବୈଷୟିକ ନିର୍ଦ୍ଦେଶକ ନିରଂଜନ ସେଠୀ ଏବଂ ରାଜ୍ କମ୍ୟୁନିକେସନ୍‌ର…

ଲେହରେ ଭୂମିକମ୍ପ

ଓଏଲ୍‌ ବ୍ୟୁରୋ: ଭୂମିକମ୍ପ ଝଟକ।। ଜମ୍ମୁ କଶ୍ମୀରର ଲେହରେ ଭୂମିକମ୍ପ ଝଟକା ଅନୁଭୂତ। ଯାହାର ରିକ୍ଟର ସ୍କେଲର ତୀବ୍ରତା ୪.୩ ଥିବା ଜଣା ପଡ଼ିଛି। ଭୂମିକମ୍ପର କେନ୍ଦ୍ର ଅଲଚୀରୁ ୧୮୬ କିମି ଅର୍ଥାତ୍‌ ଉତ୍ତର ଚୀନ୍‌ ବୋଲି ଜଣାପଡ଼ିଛି। ଆଜି ସକାଳ ୭ଟା ୨୯ରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜାତୀୟ ଗଣମାଧ୍ୟମରେ…

ବନ୍ଧା ହେଲେ ମ୍ୟାଡାମ୍‌ ଶର୍ମିଷ୍ଠା

ଓଏଲ୍‌ ବ୍ୟୁରୋ: ସରିଲା ଦୀର୍ଘ ଦିନର ଲୁଚକାଳି ଖେଳ। ଶେଷରେ ବନ୍ଧା ହେଲେ ମ୍ୟାଡାମ୍‌ ଶର୍ମିଷ୍ଠା ରାଉତ୍। ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ୱେବ ପୋର୍ଟାଲ ମୁଖ୍ୟ ଶର୍ମିଷ୍ଠା ରାଉତଙ୍କୁ ଭଦ୍ରକ ଜିଲ୍ଲା ନଳାଙ୍ଗରୁ ଆଜି ସକାଳୁ କ୍ରାଇମବ୍ରାଞ୍ଚ ଟିମ୍‌ ଓ…