‘ବିଜେଡିର ରଣନୀତିକୁ ଭେଦି…
ଓଏଲ୍ ବ୍ୟୁରୋ: ମାର୍ଚ୍ଚ ୨୪ରେ ପୌର ନିର୍ବାଚନ। ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳର ନଜର ଏବେ ପୌର ସିଂହାସନ ଉପରେ। ପଞ୍ଚାୟତ ନିର୍ବାଚନରେ ବିିପୁଳ ବିଜୟ ହାସଲ କରିଥିବା ବିଜେଡିର ନଜର ଏବେ ପୌର ଗାଦି ଉପରେ। ଅନ୍ୟପଟେ ପଞ୍ଚାୟତ ନିର୍ବାଚନରେ ଅମାନତ ହରାଇଥିବା ବିଜେପି ଓ କଂଗ୍ରେସ ପୌର ଗଡ଼ ଦଖଲ କରିବା…