୧୬ କି.ମି ବେଗରେ ଆସୁଛି…
ଓଏଲ୍ ବ୍ୟୁରୋ: ବଙ୍ଗୋପସାଗରରେ ସୃଷ୍ଟି ଗଭୀର ଅବପାତ ସକ୍ରିୟ ହୋଇ ଆଜି ସକାଳରେ ନେଇଛି ବାତ୍ୟାର ରୂପ। ଘଣ୍ଟାପ୍ରତି ୧୬ କିମି ବେଗରେ ମାଡ଼ି ଆସୁଛି ବାତ୍ୟା। ଏହି ବାତ୍ୟାର ନାଁ 'ଅସାନି' ରଖାଯାଇଛି। ଯାହାର ନାମ ଶ୍ରୀଲଙ୍କା ତରଫରୁ ନାମକରଣ କରାଯାଇଛି। ଯାହାର ଅର୍ଥ 'କ୍ରୋଧ'। ଏନେଇ ଭୁବନେଶ୍ବର ଆଞ୍ଚଳିକ…