Odisha Link
Bridging the Missing Links in Odisha
Monthly Archives

August 2022

ବଦଳିଲେ ବିଜେଡି ପର୍ଯ୍ୟବେକ୍ଷକ:…

ଭୁବନେଶ୍ୱର: ବିଜୁ ଜନତା ଦଳର ଜିଲ୍ଲା ପର୍ଯ୍ୟବେକ୍ଷକ ଓ ଅନ୍ୟାନ୍ୟ ସାଙ୍ଗଠନିକ ପଦବୀରେ ପରିବର୍ତନ ଆଣିଛନ୍ତି ଦଳ ସଭାପତି ନବୀନ ପଟ୍ଟନାୟକ। ଏ ନେଇ ଶୁକ୍ରବାର ଦିନ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ଦଳର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ। ବରିଷ୍ଠ ନେତା ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ…

ନ୍ୟୁୟର୍କ ଖବରକାଗଜ ପ୍ରଥମ ପୃଷ୍ଠାରେ…

ଓଏଲ୍‌ ବ୍ୟୁରୋ: ସିବିଆଇ ପଞ୍ଝାରେ ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଡାହାଣହାତ କୁହାଯାଉଥିବା ମନିଷ ସିସୋଦିଆଙ୍କ ଘରେ ସିବିଆଇର ଛାନବିିନ। ଅବକାରୀ ପଲିସିକୁ ନେଇ ସିବିଆଇ ରେଡ କରିଥିବା ସୂଚନା ମିଳିଛି। ସେହିପରି ଏହି ପଲିସି ଲିଙ୍କରେ ଦିଲ୍ଲୀର ୨୦ଟି…

ବନ୍ୟାଞ୍ଚଳ ପରିଦର୍ଶନ କଲେ…

ଓଏଲ୍‌ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଆକାଶ ମାର୍ଗରୁ କେନ୍ଦ୍ରାପଡା ଜିଲ୍ଲାର ଲୁଣା, ଚିତ୍ରୋତ୍ପଳା ନଦୀର ଦ୍ୱୀପାଞ୍ଚଳ, ମହାନଦୀର ଶାଖା ପାଇକା ନଦୀର ଦ୍ୱୀପାଞ୍ଚଳ, ଜଗତସିଂହପୁର ଜିଲ୍ଲାର କୁଜଙ୍ଗ, ନାଉଗାଁ ଓ ପୁରୀ ଜିଲ୍ଲାର ଗୋପ, ନିମାପଡା, ଅସ୍ତରଙ୍ଗ, ଡେଲାଙ୍ଗ, ପିପିଲି, କଣାସର ତଳିଆ…

ଓଡ଼ିଶାରେ ବନ୍ୟା: ବାଙ୍କୀକୁ ଯୋଗାଯୋଗ…

ଓଏଲ୍‌ ବ୍ୟୁରୋ: ଉଛୁଳୁଛି ମହାନଦୀ। ଯାହାଫଳରେ ରାଜ୍ୟରେ ବନ୍ୟା ସ୍ଥିତି। ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ଯୋଗୁଁ ବାଙ୍କୀ ଅଞ୍ଚଳ ସମ୍ପୂର୍ଣ୍ଣ ଜଳବନ୍ଦୀ। ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି। ବାଙ୍କୀ ଅଞ୍ଚଳର ଦୁଇଟି ବ୍ଲକ୍‌ରେ ମୋଟ୍ ୩୮ଟି ପଞ୍ଚାୟତ। ଏଥିମଧ୍ୟରୁ ୩୦ଟି ପଞ୍ଚାୟତ, ବାଙ୍କୀ ଏନଏସିର ୧୦ଟି…

ଓଡ଼ିଶାରେ ବନ୍ୟା, ପାଣି ଘେରରେ ୧୪୦୦ ଗାଁ

ଓଏଲ୍‌ ବ୍ୟୁରୋ: ହୀରାକୁଦ ଡ୍ୟାମର ୪୦ ଗେଟ୍‌ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ। ଫଳରେ ଉଛୁଳୁଛି ମହାନଦୀ। ଅନ୍ୟପଟେ ରାଜ୍ୟରେ ବନ୍ୟା ପରିସ୍ଥିତି ଗମ୍ଭୀର ହୋଇଛି। କଟକ ମୁଣ୍ଡଳୀଠାରେ ମହାନଦୀରେ ୧୨ ଲକ୍ଷ କ୍ୟୁସେକରୁ ଅଧିକ ପାଣି ପାସ୍ କରୁଥିବାରୁ ଆଜି ଓ ଆସନ୍ତାକାଲି ପାଇଁ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି…

ରାଜଧାନୀରେ ବନ୍ୟାଜଳ

ଓଏଲ୍‌ ବ୍ୟୁରୋ: ରାଜ୍ୟର ପ୍ରାୟ ୧୦ଟି ଜିଲ୍ଲାରେ ବନ୍ୟାସ୍ଥିତି। ଏସବୁ ମଧ୍ୟରେ ରାଜଧାନୀ ଭୁବନେଶ୍ବରରେ ମଧ୍ୟ ପଶିଲା ବନ୍ୟାଜଳ। ରାଜଧାନୀ ଉପକଣ୍ଠ ବାଲିପାଟଣା ଓ ସୁନ୍ଦରପଦା ଅଞ୍ଚଳରେ ବନ୍ୟାଜଳ ପଶିବା ଯୋଗୁ ଲୋକେ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି। ଭୁବନେଶ୍ୱର ଉପକଣ୍ଠ ସୁନ୍ଦରପଦା ଅଞ୍ଚଳରେ ଦୟାନଦୀର ପଛୁଆ…

ଉଦ୍ଧାର ହେଲେ ବାପପୁଅ, ୪ ଦିନ ହେବ…

ଓଏଲ୍‌ ବ୍ୟୁରୋ: ମହନଦୀରେ ବନ୍ୟା। ଉଛୁଳିଥିବା ମହାନଦୀର ବନ୍ୟା ପାଣିରେ ପାଖାପାଖି ୪ ଦିନ ଧରି ଫସି ରହିଥିଲେ ବାପପୁଅ। ଆଠଗଡ଼ କନ୍ଦରପୁରର ଅମଙ୍ଗେଇ କୁଦରେ ପ୍ରାୟ ୫ଦିନ ଧରି ଫସି ରହିଥିବା ଉଭୟ ବାପପୁଅଙ୍କୁ ଉଦ୍ଧାର କରିଛି ଓଡ୍ରାଫ୍‌ ଟିମ୍। ଆଜି ଓଡ୍ରାଫ ଟିମ୍‌ ଉଭୟ ବାପପୁଅଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର…

ମୁଖ୍ୟମନ୍ତ୍ରୀଙ୍କ ବନ୍ୟା ସ୍ଥିତି…

ଓଏଲ୍‌ ବ୍ୟୁରୋ: ସବୁ ପ୍ରକାର ବିପର୍ଯ୍ୟୟରେ ଆମର ନୀତି ହେଉଛି ‘ସବୁ ଜୀବନ ମୂଲ୍ୟବାନ’। ତେଣୁ ଯେପରି କୌଣସି ଗୋଟିଏ ବି ଜୀବନ ହାନୀ ନ ହୁଏ, ଏବଂ ସାଧାରଣ ଜୀବନଯାତ୍ରାରେ କୌଣସି ବ୍ୟାପକ ଅସୁବିଧା ସୃଷ୍ଟି ନ ହୁଏ, ତାକୁ ସୁନିଶ୍ଚିତ କର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ବନ୍ୟା ପରିସ୍ଥିତି…

୯ମ ଥର ପାଇଁ ଲାଲକିଲ୍ଲାରେ ତ୍ରିରଙ୍ଗା…

ନୂଆଦିଲ୍ଲୀ: ସାରା ଦେଶ ପାଳନ କରୁଛି ୭୬ ତମ ସ୍ବାଧୀନତା ଦିବସ। ଲାଲକିଲ୍ଲାରେ ୯ମ ଥର ପାଇଁ ପତାକା ଉତ୍ତୋଳନ କରିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦେଶ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଉତ୍ସବକୁ ଆଜାଦି କା ଅମୃତ ମହୋତ୍ସବ ଭାବେ ପାଳନ କରୁଛି ସାରା ଦେଶ। ଏଥିସହ ସାରା ଦେଶରେ ଜାରି ରହିଛି ହର ଘର…

ଆଗ ପଛ ହୋଇ ଭାରତ-ପାକିସ୍ତାନ କାହିଁକି…

ଓଏଲ୍‌ ବ୍ୟୁରୋ: ସାରା ଭାରତ ପାଳନ କରୁଛି ୭୬ ତମ ସ୍ବାଧୀନତା ଦିବସ। ଭାରତରେ ଅଗଷ୍ଟ ୧୫ରେ ସ୍ୱାଧୀନତା ଦିବସ ପାଳନ କରାଯାଏ। ୧୯୪୭ ଅଗଷ୍ଟ ୧୫ ତାରିଖରୁ ପ୍ରତିବର୍ଷ ସ୍ବାଧୀନତା ଦିବସ ପାଳନ କରି ଆସୁଛି ଭାରତ। ଅଗଷ୍ଟ ୧୪ରେ ପାକିସ୍ତାନ ତାର ସ୍ବାଧୀନତା ଦିବସ ପାଳନ କରୁଛି। ହେଲେ ଦୁଇ ଦେଶ ଗୋଟିଏ ଦିନ…