Odisha Link
Bridging the Missing Links in Odisha
Daily Archives

November 2, 2022

ରାଜଭବନରୁ ୭ ଚନ୍ଦନ ଗଛ ଚୋରି

ଭୁବନେଶ୍ବର: ଭୁବନେଶ୍ବର କେନ୍ଦ୍ର ସ୍ଥଳରେ ଅବସ୍ଥିତ ରାଜ୍ୟର ସର୍ବୋଚ୍ଚ କ୍ଷମତା କେନ୍ଦ୍ର ରାଜ୍ୟପାଳଙ୍କ ବାସଭବନ ପରିସରରୁ ୭ଟି ବହୁମୂଲ୍ୟ ଚନ୍ଦନ ଗଛ ଚୋରି ହୋଇଥିବା ସୂଚନା ମିଳିଛି। ବିଶେଷଜ୍ଞଙ୍କଠାରୁ ମିଳିଥିବା ସୂଚନା ଅନୁସାରେ ଯଦି ପାକଳ ଗଛ ହୋଇଥାଏ ତେବେ ୭ଟି ଚନ୍ଦନ ଗଛର ବଜାର ମୂଲ୍ୟ ପ୍ରାୟ ୧.୫…

ବର୍ଷା ଭିଜା ମ୍ୟାଚରେ ଭାରତର ରୋମାଞ୍ଚକର…

ଓଏଲ୍‌ ବ୍ୟୁରୋ: ଟିମ୍‌ ଇଣ୍ଡିଆର ରୋମାଞ୍ଚକର ବିଜୟ। ବର୍ଷା ଭିଜା ମ୍ୟାଚରେ ପଡ଼ୋଶୀ ବାଂଲାଦେଶ ଟିମ୍‌କୁ ୫ ରନ୍‌ରେ ମାତ ଦେଲା ଭାରତୀୟ କ୍ରିକେଟ ଦଳ। ଟସ୍‌ ଜିତି ପ୍ରଥମେ ଫିଲ୍ଡିଂ କରିବାର ନିଷ୍ପତ୍ତି ନେଇଥିଲା ବାଂଲାଦେଶ ଦଳ। ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୬ ଓ୍ବିକେଟ…

ଜଳସାଥୀଙ୍କୁ ମିଳିବ ସାଇକେଲ

ଓଏଲ୍‌ ବ୍ୟୁରୋ: ଜଳସାଥୀଙ୍କୁ ମିଳିବ ସାଇକେଲ। ସେମାନଙ୍କ ଯାତାୟତ ସୁବିଧା ପାଇଁ ଆଜି ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପ‌ଟ୍ଟନାୟକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଲୋକସେବା ଭବନସ୍ଥିତ କନ୍‌ଭେନ ସେଣ୍ଟରରେ ଜଳସାଥୀ ମାନଙ୍କ ପାଇଁ ଆୟୋଜିତ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମରେ ଯୋଗଦେଇ…

ଭାରତ-ବାଂଲାଦେଶ ମ୍ୟାଚ୍, ପ୍ରଥମେ…

ଓଏଲ୍‌ ବ୍ୟୁରୋ: ୨୦୨୨ ଟି-୨୦ ବିଶ୍ବକପ୍‌ର ୩୫ ତମ ମ୍ୟାଚ ଭାରତ-ବାଂଲାଦେଶ ମଧ୍ୟରେ ଖେଳାଯାଉଛି। ବାଂଲାଦେଶ ଦଳ ପ୍ରଥମେ ଟସ୍‌ ଜିତି ବୋଲିଂ କରିବାର ନିଷ୍ପତ୍ତି ନେଇଛି। ଯାହାଫଳରେ ଭାରତୀୟ ଦଳ ଦଳ ପ୍ରଥ‌ମେ ବ୍ୟାଟିଂ କରିବ। ବିଶ୍ବକପ୍‌ ସେମିଫାଇନାଲ ସ୍ଥାନ ପାଇଁ ଉଭୟ ଦଳ ପାଇଁ ଏହି ମ୍ୟାଚ୍‌ କର ବା ମର…

ଧାମନଗର ଉପନିର୍ବାଚନ: ସରିଲା ପ୍ରଚାର,…

ଓଏଲ୍‌ ବ୍ୟୁରୋ: ନଭେମ୍ବର ୩ ତାରିଖରେ ଧାମନଗର ଉପନିର୍ବାଚନ ପାଇଁ ହେବ ମତଦାନ। ଏଥିପାଇଁ ମଙ୍ଗଳବାର ବା ନଭେମ୍ବର ୧ ତାରିଖରେ ସରିଛି ହାଇଭୋଲଟେଜ ପ୍ରଚାର। ଗୁରୁବାର ଦିନ ୭ଟାରୁ ଧାମନଗର ଉପନିର୍ବାଚନ ପାଇଁ ମତଦାନ ପ୍ରକ୍ରିୟା ଆରମ୍ଭ ହେବ। ଏଥିପାଇଁ ସମସ୍ତ ପ୍ରସ୍ତୃତି ଚୂଡ଼ାନ୍ତ ପର୍ଯ୍ୟାୟରେ। ଗତ ଦୁଇ…

ଟି-୨୦ ବିଶ୍ବକପ୍‌: ଆଜି ବାଂଲାଦେଶ-ଟିମ୍‌…

ଓଏଲ୍‌ ବ୍ୟୁରୋ: ୨୦୨୨ ଫଟାଫଟ୍‌ କ୍ରିକେଟ ମହାକୁମ୍ଭର ୩୫ ତମ ମ୍ୟାଚ୍‌ ଭାରତ ଓ ବାଂଲାଦେଶ ମଧ୍ୟରେ ଆଜି ଖେଳାଯିବ। ବିଶ୍ବକପ୍‌ ସେମିଫାଇନାଲ ସ୍ଥାନ ପାଇଁ ଉଭୟ ଦଳ ପାଇଁ ଏହି ମ୍ୟାଚ୍‌ କର ବା ମର ସଦୃଶ। ଏହି ହାଇଭୋଲଟେଜ ମ୍ୟାଚ ଜିତି ଭାରତ ନିଜ ସେମିଫାଇନାଲ ଆଶାକୁ ଆହୁରି ମଜବୁତ କରିବ। ସେପଟେ ବାଲାଂଦେଶ…