Odisha Link
Bridging the Missing Links in Odisha
Daily Archives

November 15, 2022

ହାତ ଟେକିଦେଲା ସଂସ୍କୃତି ନିର୍ଦେଶାଳୟ,…

ଭୁବନେଶ୍ବର: ପୂର୍ବ ଦୁଇ ଥର ପରି ଆସନ୍ତା ମାସରେ ହେବାକୁ ଥିବା ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ 'ଅକ୍ଷର' ଆୟୋଜିତ ହେବା ନେଇ କିଛିଦିନ ଧରି ଅନିଶ୍ଚିତତା ଲାଗି ରହିଥିବାବେଳେ ସେଥିରେ ଆଜି ପୂର୍ଣଚ୍ଛେଦ ପଡ଼ିଛି। ସଂସ୍କୃତି ନିର୍ଦେଶାଳୟ ପୁସ୍ତକମେଳା ପାଇଁ ପଡ଼ିଆ ଯୋଗାଡ଼ରେ ବିଫଳ ହୋଇଥିବାବେଳେ ଭୁବନେଶ୍ବର…

ଭାରତ-ଇଣ୍ଡୋନେସିଆ ନୌବାଣିଜ୍ୟ କଥା ମନେ…

ଓଏଲ୍‌ ବ୍ୟୁରୋ: ସାରା ବିଶ୍ବକୁ ଐତିହାସିକ "ବାଲିଯାତ୍ରା" ସମ୍ପର୍କରେ ବୁଝାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋାଦି। ବାଲିଯାତ୍ରା କ'ଣ, ବାଲିଯାତ୍ରା ମହତ୍ତ୍ବ କ'ଣ ସେ ବିଷୟରେ ବି ପିଏମ୍‌ ମୋଦି କହିଥିଲେ। ଅତୀତରେ ଉତ୍କଳର ଗୌରବମୟ ସଂସ୍କୃତିର ବାର୍ତ୍ତା ବହନକରେ ବାଲିଯାତ୍ରା। ତଅପୋଇ କିମ୍ବଦନ୍ତି ଏହି…

ସଞ୍ଜୟଙ୍କ ବିଦ୍ରୋହ!

ଭୁବନେଶ୍ବର: ବିଜେଡିର ସାଧାରଣ ସଂପାଦକ ତଥା ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମା ଆଜି ଏକ ଦଳୀୟ ସଭାରେ ଅସନ୍ତୋଷ ଝାଡ଼ିଛନ୍ତି। ଇତିହାସରେ ଶିଖି ଆଉ ମନାଇ ଓଡ଼ିଶାକୁ କଳାପାହାଡ଼କୁ ବାଟକଢ଼େଇ ଆଣିଥିବାବେଳେ ଏବେ ବି ଓଡ଼ିଶାକୁ ଲୁଣ୍ଠନ କରିବାକୁ କିଛି ଜାତିଦ୍ରୋହୀ ବିଦେଶୀ ଶକ୍ତିଙ୍କୁ ଡାକି ଆଣୁଛନ୍ତି ବୋଲି…

ଆଗାମୀ ଦିନରେ ‘ଏସଏଚଜି’ରୁ ‘ଏସଏମଇ’

ସୁନ୍ଦରଗଡ଼ : ମିଶନ ଶକ୍ତି ଅଧୀନରେ ପରିଚାଳିତ ଓଡ଼ିଶାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ଆର୍ଥିକ ବିକାଶର ଏକ ନୂଆ ଉଚ୍ଚତାକୁ ନେବା ଲାଗି ବିଶେଷ ପଦକ୍ଷେପ ନେଉଛନ୍ତି ରାଜ୍ୟ ସରକାର। ଆଗାମୀ ଦିନରେ ‘ଏସଏଚଜି’ରୁ ‘ଏସଏମଇ’ ବା କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ସୃଷ୍ଟି କରିବା ପାଇଁ ମିଶନ ଶକ୍ତିର ମା’ମାନଙ୍କୁ…

ସୋଆ ଏବଂ କମଭିଭା ମଧ୍ୟରେ ବୁଝାମଣା…

ଭୁବନେଶ୍ୱର: ପାରସ୍ପରିକ ସହଭାଗିତା ନିମନ୍ତେ ସୋମବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଓ କମଭିଭା ଟେକ୍ନିନୋଲୋଜିସ୍‌ ମଧ୍ୟରେ ଏଠାରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଯାଇଛି । ଡିଜିଟାଲ ପେମେଂଟ, ରିଅଲ୍‌ ଟାଇମ୍‌ ମାର୍କେଟିଂ ଏବଂ ଆନାଲିଟିକ୍ସ ଓ ଡିଜିଟାଲ୍‌ ସଲ୍ୟୁସନ୍‌ କ୍ଷେତ୍ରରେ ବ୍ୟବହାରକାରୀ…

ବିଶ୍ବରେ ଚାଲିଛି ଛଟେଇ ଋତୁ

ଓଏଲ୍‌ ବ୍ୟୁରୋ: ବର୍ତ୍ତମାନ ବିଶ୍ବରେ ଚାଲିଛି ଛଟେଇ ଋତୁ। ଗୋଟିଏ ପରେ ଗୋଟିଏ ବଡ଼ କମ୍ପାନୀ କରୁଛନ୍ତି ଛଟେଇ। ଟ୍ବିଟର୍‌ ଓ ମେଟା ପରେ ଏବେ ଅନ୍‌ଲାଇନ୍‌ ମାର୍କେଟିଂ କମ୍ପାନୀ ଆମାଜନ କରିବାକୁ ଯାଉଛି ବଡ଼ ଧରଣର ଛଟେଇ। ନିଜର ହଜାର ହଜାର କର୍ମଚାରୀଙ୍କୁ ଚାକିରିରୁ ଛଟେଇ କରିବା ପାଇଁ ଯୋଜନା କରିଛି ଏହି…

ଅର୍ଚନା ନାଗ ମାମଲା: ୩ ବିଧାୟକଙ୍କୁ…

ଓଏଲ୍‌ ବ୍ୟୁରୋ: ଅର୍ଚ୍ଚନା ନାଗ ମାମଲାରେ ଇଡିକୁ ମିଳିଛି ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ। ଅର୍ଚ୍ଚନାଙ୍କ ସହଯୋଗୀ ଖଗେଶ୍ବରଙ୍କୁ ରିମାଣ୍ଡରେ ଆଣି ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ହାସଲ କରିଛି ଇଡି। ସୋମବାର ଦିନ ଜେରାବେଳେ ଅନେକଙ୍କ ଗୁମର ଖୋଲିଛନ୍ତି ଖଗେଶ୍ବର। ଅର୍ଚ୍ଚନା ନାଗଙ୍କ କଳା ସାମ୍ରାଜ୍ୟରେ ୩ ଜଣ…