Odisha Link
Bridging the Missing Links in Odisha
Daily Archives

November 16, 2022

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଯୋଜନାର…

ଓଏଲ୍‌ ବ୍ୟୁରୋ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି 5T ରୂପାନ୍ତରିତ ସ୍କୁଲ ତଥା ଅନ୍ୟ ସ୍କୁଲ ମାନଙ୍କ୍ ପାଇଁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଶିକ୍ଷାର ଉତ୍କର୍ଷ ଲାଭ କରୁଥିବା ସ୍କୁଲ ଛାତ୍ରଛାତ୍ରୀ, ଶିକ୍ଷାନୁଷ୍ଠାନ ଓ ପ୍ରଧାନ ଶିକ୍ଷକ,…

ସୋଆ ଛାତ୍ରୀ ଓଜେଏସ୍‌ ଟପ୍ପର,…

ଭୁବନେଶ୍ୱର : ଚଳିତ ବର୍ଷ ଓଡିଶା ନ୍ୟାୟିକ ସେବା( ଓଡିଶା ଜୁଡିସିଆଲ୍‌ ସର୍ଭିସ୍‌) ରେ ଟପ୍ପର ହୋଇଥିବା ସୋଆର ଛାତ୍ରୀ ଆଦ୍ୟାଶା ମିଶ୍ରଙ୍କୁ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ସଭାପତି ପ୍ରଫେସର(ଡକ୍ଟର) ମନୋଜରଂଜନ ନାୟକ ବୁଧବାର ସମ୍ବର୍ଦ୍ଧିତ କରିଛନ୍ତି । ଚଳିତ ବର୍ଷ ଓଜେଏସ୍‌ରେ ଟପ୍ପର ହୋଇଥିବା…

ସୋଆ ଏସ୍‌ଏଚ୍‌ଏମ୍‌ରେ ମହିଳାଙ୍କ ନିମନ୍ତେ…

ଭୁବନେଶ୍ୱର : ମହିଳାମାନେ ନିଜେ ସ୍ୱାବଲମ୍ବୀ ହୁଅନ୍ତୁ ଯାହା ଦ୍ୱାରା ଯେକୌଣସି ପ୍ରତିକୁଳ ପରିସ୍ଥିତି ରେ ମଧ୍ୟ ସେମାନେ ଅସହାୟ ହୋଇପଡିବେ ନାହିଁ। ପ୍ରତ୍ୟେକ ମହିଳା ଙ୍କ ନିକଟରେ ରନ୍ଧନ ର କଳା ରହିଛି। ଶ୍ରଦ୍ଧା , ଭକ୍ତି ଓ ନିଷ୍ଠା ର ସହ କାର୍ଯ୍ୟ କଲେ ସେମାନେ ସଫଳ ହୋଇପାରିବେ ବୋଲି କହିଛନ୍ତି ଫୁଡ୍‌…

ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ମାରିବା…

ଓଏଲ୍ ବ୍ୟୁରୋ: ଷଡଯନ୍ତ୍ର ହେଉଛି ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ମାରିବାକୁ । ଏହି କଥା ନିଜେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗଣମାଧ୍ୟମ ଆଗରେ କହିଛନ୍ତି । ସେ ମଧ୍ୟ କହିଛନ୍ତି ଯେଉଁ ରାଜ୍ୟରେ ଆଇନ ନାହିଁ, ସେ ରାଜ୍ୟରେ କାହାକୁ ଭରସା କରି କରିହେବନି । ବିଧାୟକଙ୍କୁ ସିଧାସଳଖ ଧମକ…

କିଡ୍‌ନୀ ଚୋରି: ଡାକ୍ତରଙ୍କ କିଡ୍‌ନୀ…

ଓଏଲ୍ ବ୍ୟୁରୋ: ନର୍ସିଂହୋମରୁ କିଡ୍‌ନୀ ଠକେଇ ଅଭିଯୋଗ। ଏଭଳି ଅଭିଯୋଗ ଆଣିଲେ ମୁଜାଫରପୁରର ସୁନୀତା ଦେବୀ। ଏହି ମହିଳାଙ୍କ ଉଭୟ କିଡ୍‌ନୀକୁ ଚଳିତ ବର୍ଷ ସେପ୍ଟେମ୍ବରରେ ସ୍ଥାନୀୟ ଏକ ଘରୋଇ ନର୍ସିଂହୋମରେ ଚୋରି କରାଯାଇଥିବା ଅଭିଯୋଗ ହୋଇଛି। ମହିଳା ଜଣକ ଅଭିଯୋଗରେ କହିଛନ୍ତି ଡାକ୍ତରଙ୍କ କିଡ୍‌ନୀ ତାଙ୍କ…

ଜି-୨୦ ଅଧ୍ୟକ୍ଷ ହେଲା ଭାରତ

ଓଏଲ୍‌ ବ୍ୟୁରୋ: ଇଣ୍ଡୋନେସିଆର ବାଲି ସହରରେ ହେଉଥିବା ଜି-୨୦ ସମ୍ମିଳନୀର ଦୁଇ ଦିନିଆ କର୍ମଶାଳା ବୁଧବାର ଶେଷ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଶ୍ବର ପ୍ରମୁଖ ନେତା ମାନେ ଅଂଶଗ୍ରହଣ କରି ବିକାଶ ଓ ଶାନ୍ତିର ବାର୍ତ୍ତା ଉପରେ ଅନେକ ଆଲୋଚନା କରିଥିଲେ। ବହୁ ବିଷୟ ଉପରେ ବିଭିନ୍ନ ଦେଶର ନେତା ମାନେ ଆଲୋଚନ…

ଜିଲ୍ଲା ମାନ୍ୟତା ପାଇବ ପଦ୍ମପୁର, ବିଜେଡି…

ଓଏଲ୍‌ ବ୍ୟୁରୋ: ଏଣିକି ଓଡ଼ିଶାର ଜିଲ୍ଲା ସଂଖ୍ୟା ଆଉ ୩୦ ହୋଇ ରହିବ ନାହିଁ। କାରଣ ଖୁବଶୀଘ୍ର ୩୧ ନମ୍ବର ଜିଲ୍ଲା ଭାବେ ସାମିଲ ହେବାକୁ ଯାଉଛି ପଦ୍ମପୁର। ୨୦୨୩ ଡିସେମ୍ବର ୩୧ ସୁଦ୍ଧା ପଦ୍ମପୁରକୁ ମିଳିବ ଜିଲ୍ଲା ମାନ୍ୟତା। ଏଭଳି କିଛି ପ୍ରତିଶ୍ରୁତି ପଦ୍ମପୁର କ୍ରିୟାନୁଷ୍ଠାନ କମିଟି ସଦସ୍ୟଙ୍କୁ ଦେଇଛନ୍ତି…

ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରାଉ…

ଓଏଲ୍ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵାରା ଚୁକ୍ତି ଭିତ୍ତିକ ଶିକ୍ଷକମାନଙ୍କୁ ରେଗୁଲାର କରାଯାଇଛି। ୨୦୧୬ରୁ ୨୦୨୨ ପର୍ଯ୍ୟନ୍ତ ଥିବା ଠିକା ଶିକ୍ଷକମାନଙ୍କୁ ନିୟମିତ କରିଥିବାବେଳେ ସେଥିରୁ ବାଦ୍ ପଡିଛନ୍ତି ୧୮,୦୦୦ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ। ବାଦ୍ ପଡ଼ିଥିବା ୧୮,୦୦୦ ଶିକ୍ଷକ ଓ…

କ୍ୟାପିଟାଲ ହସ୍ପିଟାଲର ସମୀକ୍ଷା କଲେ 5T…

ଓଏଲ୍ ବ୍ୟୁରୋ : ଚିକିତ୍ସାଳୟ ଭିତ୍ତିଭୂମି ସୁଦୃଢ ପାଇଁ ନୂତନ ପଦକ୍ଷେପ। ସକାଳ ପ୍ରାୟ ୫.୩୦ ସମୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ 5T ସଚିବ ଶ୍ରୀଯୁକ୍ତ ଭି.କେ.ପାଣ୍ଡିଆନ କ୍ୟାପିଟାଲ ହସ୍ପିଟାଲର ପରିଦର୍ଶନରେ ଯାଇଥିଲେ । ସେ ଟ୍ରମା କେୟାର ଓ ମେଡିକାଲ କଲେଜର ଭିତ୍ତିଭୂମି ସମୀକ୍ଷା…