Odisha Link
Bridging the Missing Links in Odisha
Daily Archives

November 18, 2022

ରାଜନୀତିକୁ ଫେରିବେ ତଥାଗତ!

ଓଏଲ୍‌ ବ୍ୟୁରୋ: ପଦ୍ମପୁର ଉପନିର୍ବାଚନକୁ ନେଇ ରାଜ୍ୟ ରାଜନୀତି ସରଗରମ। ଅନ୍ୟପଟେ ବରିଷ୍ଠ ନେତାଙ୍କ ମନ୍ତବ୍ୟକୁ ନେଇ ହେଉଛି ନା ନା ଚର୍ଚ୍ଚା। ୨୦୧୯ ମସିହାରୁ ରାଜନୀତିରୁ ଦୂରେଇ ରହିଥିବା ବିଜେଡିର ପୂର୍ବତନ ସାଂସଦ ତଥାଗତ ଶତପଥୀ ଦେଇଥିବା ଏକ ବୟାନକୁ ନେଇ ଚର୍ଚ୍ଚା। ରାଜନୀତିରୁ ସନ୍ନ୍ୟାସ ନେବେ ନା…

‘ଦମନ’ ଚଳଚ୍ଚିତ୍ରକୁ କରମୁକ୍ତ ଘୋଷଣା କଲେ…

ଓଏଲ୍‌ ବ୍ୟୁରୋ: ଓଡ଼ିଶା ସରକାରଙ୍କ ମ୍ୟାଲେରିଆ ନିରାକରଣ କାର୍ଯ୍ୟକ୍ରମ ଉପରେ ନିର୍ମିତ ଚଳଚ୍ଚିତ୍ର ଦମନର ପ୍ରଦର୍ଶନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ପୂର୍ଣ୍ଣ ଟିକସ ମୁକ୍ତ ଘୋଷଣା କରିଛନ୍ତି। ବାସ୍ତବ ଜୀବନରେ ମାଲକାନଗିରିର ଦୁର୍ଗମ ଅଞ୍ଚଳରେ ସ୍ୱାସ୍ଥ୍ୟ ସେବା ଯୋଗାଇ ବାରେ ଜଣେ ଯୁବ ଡାକ୍ତର…

ବକ୍ସ ଅଫିସରେ ଭିଡ,ରିଲିଜ ହେଲା ଦୃଶ୍ୟମ-୨

ଓଏଲ୍ ବ୍ୟୁରୋ : ବହୁ ଚର୍ଚ୍ଚିତ ବଲିଉଡ ଅଭିନେତା ଅଜୟ ଦେବଗନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ଦୃଶ୍ୟମ-୨ ଶୁକ୍ରବାର ରିଲିଜ ହୋଇଛି। ସକାଳୁ ଏହି ଚଳଚ୍ଚିତ୍ର ଦେଖିବା ପାଇଁ ଦର୍ଶକଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା। ଦୃଶ୍ୟମ-୧ ଦେଖିବା ପରେ ଏହାର ପାର୍ଟ-୨ ଦେଖିବାପାଇଁ ଅନେକ ଫ୍ୟାନ ଅପେକ୍ଷାରେ ଥିବାବେଳେ…

ଚିଠିରେ ରାହୁଲ ଗାନ୍ଧିଙ୍କୁ ହତ୍ୟା ଧମକ,…

ଓଏଲ୍‌ ବ୍ୟୁରୋ: ଗୁଜୁରାଟ ନିର୍ବାଚନକୁ ନେଇ ଜାତୀୟ ରାଜନୀତି ସରଗରମ। ଅନ୍ୟପଟେ ଭାରତୀୟ ଜନତା ପାର୍ଟିକୁ କାଉଣ୍ଟର କରିବା ପାଇଁ କଂଗ୍ରେସ କରୁଛି ଭାରତ ଯୋଡ଼ୋ ଯାତ୍ରା। କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଭାରତ ଯୋଡ଼ୋ ଯାତ୍ରା କାର୍ଯ୍ୟକ୍ରମର ମଙ୍ଗ ଧରିଛନ୍ତି। ବର୍ତ୍ତମାନ ଭାରତ ଯୋଡ଼ୋ ଯାତ୍ରା କାର୍ଯ୍ୟକ୍ରମ…

ବୃଦ୍ଧି ହୋଇପାରେ ବିଧାୟକଙ୍କ ଦରମା

ଓଏଲ୍ ବ୍ୟୁରୋ : ବଢିପାରେ ବିଧାୟକଙ୍କ ଦରମା। ବିଧାନସଭାର ବୈଠକରେ ବିଧାୟକଙ୍କ ଦରମା ବୃଦ୍ଧି ପାଇଁ ଆଲୋଚନା ଶେଷ ହୋଇଛି। ବିଧାୟକଙ୍କ ଦରମା ବୃଦ୍ଧି ନେଇ ଖୁବଶୀଘ୍ର ବାଚସ୍ପତିଙ୍କୁ ଉପଦେଷ୍ଟା କମିଟିର ରିପୋର୍ଟ ଦିଆଯିବ। ରାଜ୍ୟସରକାର ଏହାପରେ ଚୂଡାନ୍ତ ନିଷ୍ପତ୍ତି ନେବେ। ପୂର୍ବରୁ ବିଧାନସଭା ଅଧିବେଶନରେ…

ବିଜେପିର ସତ୍ୟାଗ୍ରହ

ଓଏଲ୍ ବ୍ୟୁରୋ : ପଦ୍ମପୁର ଚାଷୀଙ୍କୁ ରାଜ୍ୟ ସରକାରଙ୍କ ଅବହେଳା ପ୍ରସଙ୍ଗ। ଏନେଇ ବିଜେପିର ଲୋୟର ପିଏମଜିରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ସତ୍ୟାଗ୍ରହ। ଚାଷୀ ପ୍ରସଙ୍ଗକୁ ନେଇ ବିଜେପିର ଆନ୍ଦୋଳନ ଆରମ୍ଭ। ଲୋୟର ପିଏମଜିରେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାରେ ବସିଲା ବିଜେପି।ରାଜ୍ୟ ସରକାର ଚାଷୀ…

ପଦ୍ମପୁରରେ ନେତା, କଂଗ୍ରେସ ଭବନରୁ ଚୋରି

ଭୁବନେଶ୍ବର: ପଦ୍ମପୁର ଉପନିର୍ବାଚନକୁ ନେଇ ରାଜ୍ୟ ରାଜନୀତି ସରଗରମ। ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସର ମାଳ ମାଳ ନେତା ପଦ୍ମପୁରରେ ଡେରା ପକାଇଛନ୍ତି। ଏହାରି ମଧ୍ୟରେ ରାଜ୍ୟ କଂଗ୍ରେସ ଭବନରୁ ଚୋରି ଅଭିଯୋଗ ହୋଇଛି। ଭୁବନେଶ୍ବର ମାଷ୍ଟରକ୍ୟାଣ୍ଟିନ୍‌ ଛକରେ ଥିବା କଂଗ୍ରେସ ରାଜ୍ୟ ପାର୍ଟି…

ଲଞ୍ଚ୍ ହେଲା ଭାରତର ପ୍ରଥମ ପ୍ରାଇଭେଟ୍…

ଓଏଲ୍ ବ୍ୟୁରୋ : ଇତିହାସ ରଚିଲା ଭାରତ। ମହାକାଶ ଗବେଷଣା କ୍ଷେତ୍ରରେ ଦେଶର ଐତିହାସିକ ଦିନ। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରୁ ଲଞ୍ଚ କରାଯାଇଛି ଦେଶର ପ୍ରଥମ ପ୍ରାଇଭେଟ ରକେଟ୍ ‘ବିକ୍ରମ-ଏସ୍’। ଦିନ ସାଢ଼େ ୧୧ରେ ଷ୍ଟାର୍ଟଅପ୍ ସ୍କାଏରୁଟ ଏରୋସ୍ପେସ ପକ୍ଷରୁ ଏହି ଲଞ୍ଚିଂ କରାଯାଇଛି। ଅନ୍ତରୀକ୍ଷ କ୍ଷେତ୍ରରେ…

ଶନିବାର ବ୍ୟାଙ୍କ ଧର୍ମଘଟ

ଓଏଲ୍‌ ବ୍ୟୁରୋ: ଆସନ୍ତାକାଲି ଶନିବାର। ଆପଣ ଯଦି କାଲି ପାଇଁ କିଛି ବ୍ୟାଙ୍କ ସମ୍ବନ୍ଧୀୟ ଜରୁରୀ କାର୍ଯ୍ୟ କରିବାକୁ ମନସ୍ଥ କରିଛନ୍ତି ତେବେ ଆଜି ହିଁ କରି ନିଅନ୍ତୁ। କାରଣ ଶନିବାର ଦିନ ବ୍ୟାଙ୍କ ଧର୍ମଘଟ ଡାକରା ଦେଇଛି ସର୍ବଭାରତୀୟ ବ୍ୟାଙ୍କ କର୍ମଚାରୀ ସଂଘ। ଆଉଟସୋର୍ସିଂ ନିଯୁକ୍ତିକୁ ବିରୋଧ କରି ଏହି…

ଗହଣା ଚୋରି ମାମଲାରେ କେନ୍ଦ୍ରମନ୍ତ୍ରୀଙ୍କ…

ଓଏଲ୍‌ ବ୍ୟୁରୋ: କେନ୍ଦ୍ରମନ୍ତ୍ରୀଙ୍କ ନାମରେ ଗିରଫ ପରଓ୍ବାନା। ପଶ୍ଚିମବଙ୍ଗର ଅଲୀଦ୍ବାରପୁର କୋର୍ଟ କେନ୍ଦ୍ରମନ୍ତ୍ରୀ ନିଶିଥ ପ୍ରମାଣିକ ନାମରେ ଜାରି କରିଛନ୍ତି ଗିରଫ ପରଓ୍ବାନା। ଏକ ଚୋରି ମାମଲାର ଶୁଣାଣି କରି ଏଭଳି ପରଓ୍ବାନା ଦେଇଛନ୍ତି କୋର୍ଟ। ୨୦୦୯ ମସିହାରେ ଦୁଇଟି ସୁନା ଦୋକାନାରୁ ଚୋରି ମାମଲାର…