Odisha Link
Bridging the Missing Links in Odisha
Daily Archives

November 25, 2022

‘ଭୁବନେଶ୍ୱରକୁ ହାଇକୋର୍ଟ ଆଣ,…

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରକୁ କଟକରେ ଥିବା ଓଡ଼ିଶା ଉଚ୍ଚନ୍ୟାୟାଳୟକୁ ସ୍ଥାନାନ୍ତର କରାଯାଉ। ଏଥିସହିତ ଭୁବନେଶ୍ବରକୁ ଏକ ସ୍ବତନ୍ତ୍ର ଜିଲ୍ଲା ଘୋଷଣା କରାଯାଉ ବୋଲି ଦାବି କରି ଆଇନଜୀବୀଙ୍କ ଧାରଣା। ଆଜି ଭୁବନେଶ୍ବର କୋର୍ଟରେ ତାଲା ପକାଇ ଧାରଣା ଦେଇଛନ୍ତି ଶହ ଶହ ଆଇନଜୀବୀ। ଭୁବନେଶ୍ବର ଓକିଲ ସଂଘ…

ପୁଲିସ ଇନଫର୍ମର ସନ୍ଦେହରେ ଘରୁ ଉଠାଇ ନେଇ…

କଳାହାଣ୍ଡି : କିଛି ଦିନର ନିରବତା ପରେ ପୁଣି ରକ୍ତମୁଖା ଲାଲବାହିନୀ । ପୁଲିସ ଇନଫର୍ମର ସନ୍ଦେହରେ ଜଣଙ୍କୁ ହତ୍ୟା କଲେ ମାଓବାଦୀ । କଳାହାଣ୍ଡି ଜିଲ୍ଲା ସଦର ଥାନା ଅନ୍ତର୍ଗତ ଯୁଗସାଇପାଟଣା ପଞ୍ଚାୟତର ପଞ୍ଚକୁଲ ଗ୍ରାମର ଲାଲବତି ମାଝୀ ନାମକ ବ୍ୟକ୍ତିଙ୍କୁ ହତ୍ୟା କରିଛନ୍ତି ମାଓବାଦୀ । ଏଥିସହିତ…

ଦିନିକିଆ ସିରିଜ: ନ୍ୟୁଜିଲ୍ୟାଣ୍ଡକୁ ୩୦୭…

ଓଏଲ୍‌ ବ୍ୟୁରୋ : ଅକ୍‌ଲ୍ୟାଣ୍ଡରେ ଖେଳାଯାଉଛି ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଦିନିକିଆ। ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ଦଳକୁ ୩୦୭ ରନର ବିଜୟ ଲକ୍ଷ୍ୟ ଦେଇଛି । ଶିଖର ଧାଓ୍ବନ, ଶୁବମନ ଗିଲ୍‌ ଓ ଆୟରଙ୍କ ଅର୍ଦ୍ଧଶତକୀୟ ଇନିଂସ୍‌ ବଳରେ ନିର୍ଦ୍ଧାରିତ ଓଭରରେ ୭ ଓ୍ବିକେଟ ହରାଇ ୩୦୬ ରନ୍‌…

ବିଧାନସଭା: ସାଢ଼େ ୧୧ଟା ଯାଏଁ ଗୃହ ମୁଲତବୀ

ଓଏଲ୍‌ ବ୍ୟୁରୋ: ଶୀତ ଅଧିବେଶନର ୨ୟ ଦିନରୁ ହିଁ ଗୃହରେ ବିରୋଧୀଙ୍କ ହଙ୍ଗାମା । ଫସଲ ବୀମା, ଇନପୁଟ୍ ସବସିଡି, ମଣ୍ଡି ପ୍ରସଙ୍ଗକୁ ନେଇ ବିରୋଧୀ ଜୋରଦାର ହୋହଲ୍ଲା କରିଛନ୍ତି । ତେବେ କଂଗ୍ରେସ ଓ ବିଜେପି ହଟ୍ଟଗୋଳ କରୁଥିବାବେଳେ ବିଜେଡି ବିଧାନସଭା ବାହାରେ ଏମଏସପି ପ୍ରସଙ୍ଗ ନେଇ ବିକ୍ଷୋଭ ପ୍ରଦର୍ଶନ କରିଛି…

ଭିଜିଲାନ୍ସ ଜାଲରେ ୧୩୦ ଯନ୍ତ୍ରୀ

ଓଏଲ୍‌ ବ୍ୟୁରୋ : ବିଗତ ୧୦ ବର୍ଷ ମଧ୍ୟରେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଜଳସମ୍ପଦ ବିଭାଗର ୧୩୦ ଜଣ ଯନ୍ତ୍ରୀ। ହାରାହାରି ବର୍ଷକୁ ପ୍ରାୟ ୧୩ ଜଣ ଯନ୍ତ୍ରୀ ଭିଜିଲାନ୍ସ ଜାଲରେ ପଡ଼ୁଛନ୍ତି। ଏଥିରେ ଅଧିକାଂଶ ହେଉଛନ୍ତି ସହକାରୀ ଯନ୍ତ୍ରୀ ଓ କିଛି କନିଷ୍ଠ ଯନ୍ତ୍ରୀ । ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ…