ବଙ୍ଗୋପସାଗରରେ ବାତ୍ୟାର ଆଶଙ୍କା,…
ଓଏଲ୍ ବ୍ୟୁରୋ : ବାତ୍ୟାର ଛନକା। ବଙ୍ଗୋପସାଗରରେ ଘନୀଭୂତ ହେଉଛି ଅବପାତ ଏବଂ ନେଇପାରେ ବାତ୍ୟାର ରୂପ। ପାଣିପାଗ ବିଭାଗର ସୂଚନା ଦକ୍ଷିଣ ପୂର୍ବ ପାଶ୍ୱବର୍ତ୍ତୀ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଅଂଚଳରେ ଆଜି ସନ୍ଧ୍ୟା ସୁଦ୍ଧା ଅବପାତ ବାତ୍ୟାର ରୂପ ନେଇପାରେ। ଓଡ଼ିଶାରେ ଏହାର ସିଧାସଳଖ ପ୍ରଭାବ ନ ଥିଲେ ମଧ୍ୟ…