Odisha Link
Bridging the Missing Links in Odisha
Daily Archives

December 14, 2022

ଦିଲ୍ଲୀ ଏସିଡ୍‌ ଆକ୍ରମଣ: ୩ ଜଣଙ୍କୁ ଗିରଫ…

ଓଏଲ୍‌ ବ୍ୟୁରୋ: ଆଜି ସକାଳେ ରାଜଧାନୀ ଦିଲ୍ଲୀର ଦ୍ବାରକା ଅଞ୍ଚଳରେ ଜଣେ ୧୭ ବର୍ଷର ଯୁବତୀଙ୍କ ଉପରେ ଏସିଡ୍‌ ଆକ୍ରମଣ ହୋଇଥିଲା। ଏସିଡ୍‌ ଆକ୍ରମଣ ଅଭିଯୋଗରେ ଦିଲ୍ଲୀ ପୁଲିସ ତିନି ଜଣଙ୍କୁ ଗିରଫ କରିଛି । ପୀଡ଼ିତାଙ୍କ ବୟାନକୁ ଆଧାର କରି ପ୍ରଥମେ ପୁଲିସ ଜଣଙ୍କୁ ଅଟକ ରଖିଥିଲା। ପରେ ସନ୍ଧ୍ୟାରେ ତିନି…

ପଦ୍ମପୁର ସରିଲା, ଆରମ୍ଭ ହେଲା ୨୦୨୪…

ଓଏଲ୍‌ ବ୍ୟୁରୋ: ପଦ୍ମପୁର ଉପନିର୍ବାଚନ ଶେଷ ହେବା ପରେ ରାଜ୍ୟର ତିନି ପ୍ରମୁଖ ଦଳ କରିଛନ୍ତି ତର୍ଜମା। ବିଜେଡି ବିଜୟୀ ହୋଇ ଆଗକୁ ଦଳ କିଭଳି ଭଲ ପ୍ରଦର୍ଶନ ରଖିବ ସେ ନେଇ ଆରମ୍ଭ କରିଛି ମାନସମନ୍ଥନ । ଅନ୍ୟପଟେ ବିଜେପି ଓ କଂଗ୍ରେସ କେଉଁ କାରଣରୁ ହାରିଲେ ଆଉ କାହିଁକି ୨୦୧୯ ନିର୍ବାଚନ ଅପେକ୍ଷା ଭୋଟ କମିଲା…

କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ…

ଓଏଲ୍‌ ବ୍ୟୁରୋ: ବର୍ତ୍ତମାନ ସଂସଦର ଶୀତକାଳୀନ ଅଧିବେଶନ ଚାଲୁ ରହିଛି। ଏହି ସମୟରେ ଦେଶର ବିିଭିନ୍ନ ପ୍ରସଙ୍ଗରେ ଆଲୋଚନା କରୁଛନ୍ତି ନେତା। ଏସୁବ ମଧ୍ୟରେ ବିଜେଡିର ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝି କେନ୍ଦ୍ର ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରୀଙ୍କୁ ତାଙ୍କ କାର୍ଯ୍ୟାଳୟରେ ଭେଟିଛନ୍ତି ।…

ଦୀପିକାଙ୍କ ଗେରୁଆ ବିକିନିକୁ ନେଇ…

ଓଏଲ୍‌ ବ୍ୟୁରୋ: ରିଲିଜ ପୂର୍ବରୁ ବହୁ ପ୍ରତିକ୍ଷିତ ଫିଲ୍ମ ପଠାନକୁ ନେଇ ଆରମ୍ଭ ହେଲା ବିବାଦ। ଫିଲ୍ମର ପ୍ରଥମ ଗୀତ ବେଶରମ୍ ରଙ୍ଗ ରିଲିଜ ହେବା ପରେ ପରେ ସୃଷ୍ଟି ହୋଇଛି ହଙ୍ଗାମା। ଫିଲ୍ମକୁ ବ୍ୟାନ୍ କରିବା ପାଇଁ ହେଊଛି ଦାବି। ମଧ୍ୟପ୍ରଦେଶର ମନ୍ତ୍ରୀ ନରୋତ୍ତମ ମିଶ୍ରା ପଠାନକୁ ନେଇ ଦେଇଛନ୍ତି ବଡ଼…

ମୁଁ ଏବେ ବି ଫିଟ୍‌ : ଦାମ ରାଉତ

ଓଏଲ୍‌ ବ୍ୟୁରୋ: ୮୧ ବର୍ଷରେ ପଦାର୍ପଣ କରିଛନ୍ତି ବରିଷ୍ଠ ରାଜନେତା ଦାମଦୋର ରାଉତ। ଜନ୍ମଦିନ ଉପଲକ୍ଷେ ବିଜେଡିର ଏହି ପୂର୍ବତନ ନେତାଙ୍କ ନିକଟକୁ ଛୁଟିଛଇ ଶୁଭେଚ୍ଛାର ସୁଅ। ବହୁ ବରିଷ୍ଠ ନେତା, ସାମ୍ବାଦିକ, ମାନ୍ୟଗଣ୍ୟ ବ୍ୟକ୍ତି ଦାମ ରାଉତଙ୍କୁ ତାଙ୍କ ବାସଭବନକୁ ଯାଇ ଶୁଭେଚ୍ଛା ବାର୍ତ୍ତା ଜଣାଇଛନ୍ତି।…

ଦ୍ରୁତ ଗତି ନେଲା ଜୀବନ, ସଡକ ଦୁର୍ଘଟଣାରେ…

ଓଏଲ୍ ବ୍ୟୁରୋ : ଜୀବନ ନେଲା ଦ୍ରୁତ ଗତିରେ ଗାଡି ଚାଳନା। ବସରେ ପିଟିହେଲା ବାଇକ, ଚାଲିଗଲା ୩ ବନ୍ଧୁଙ୍କ ଜୀବନ। ଦୁର୍ଘଟଣା ସ୍ଥଳରେ ବାଇକରେ ଯାଉଥିବା ଦୁଇ ବନ୍ଧୁଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ଜଣଙ୍କ ଜୀବନ ଚିକିତ୍ସାଳୟରେ ଚାଲିଯାଇଛି। ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଥାନା ଅଞ୍ଚଳରେ ଏହି ମର୍ମନ୍ତୁଦ ସଡ଼କ…

ଭାରତର ଚିନ୍ତା ବଢାଇଲା, ଚୀନର ଗୁପ୍ତଚର…

ଓଏଲ୍ ବ୍ୟୁରୋ : ଚୀନ ଓ ଭାରତ ମଧ୍ୟରେ ସଂଘର୍ଷ ଦେଖିବାକୁ ମିଳିଥିବାବେଳେ ଚୀନର ଜାହାଜ ଭାରତର ଚିନ୍ତା ବଢ଼ାଇଛି। ପୂର୍ବରୁ ଭାରତ ମହାସାଗରରେ ଚୀନର ଏକ ଗୁପ୍ତଚର ଜାହାଜ ଉଆନ ୱାଙ୍ଗ- ୬ ବିଦାୟ ନେବାପରେ ପୁଣି ଥରେ ଭାରତ ମହାସାଗରରେ ପ୍ରବେଶ କରିଛି ଚୀନର ଆଉ ଏକ ଜାହାଜ ଉଆନ ୱାଙ୍ଗ-୫। ଚୀନର ହାଇନାନ…

ରେଳଯାତ୍ରୀଙ୍କ ପାଇଁ ବଢିପାରେ ରେଳ ଭଡା

ଓଏଲ୍ ବ୍ୟୁରୋ : ରେଳରେ ଯାତ୍ରାକୁ ନେଇ ଆଜି ସଂସଦରେ ରେଳମନ୍ତ୍ରୀ ଅଶ୍ୱନୀ ବୈଷ୍ଣବଙ୍କ ମନ୍ତବ୍ୟ। କେନ୍ଦ୍ରସରକାର ରେଳ ଯାତ୍ରା ଭଡା ବଢାଇପାରନ୍ତି। ବୁଧବାର ଦିନ ସଂସଦରେ ଅଶ୍ୱନୀ ବୈଷ୍ଣବଙ୍କ ବୟାନ ପରେ ଆଗାମୀ ଦିନରେ ପୁଣି ରେଳଭଡା ବଢିବ ବୋଲି ଆଶା କରାଯାଉଛି । ସଂସଦରେ କୋଭିଡ-୧୯ ପୂର୍ବରୁ ବରିଷ୍ଠ…

ରଣଜୀ ଡେବ୍ୟୁରେ ଶତକୀୟ ଇନିଂସ ଖେଳିଲେ…

ଓଏଲ୍‌ ବ୍ୟୁରୋ: ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ରଣଜୀ ଡେବ୍ୟୁରେ ଖେଳିଲେ ଶାନଦାର ପାରି । ଗୋଆ ପକ୍ଷରୁ ଡେବ୍ୟୁ କରି ରାଜସ୍ଥାନ ବିପକ୍ଷରେ ଶତକୀୟ ଇନିଂସ ଖେଳିଛନ୍ତି ଅର୍ଜୁନ ତେନ୍ଦୁଲକର । ସଚିନ ତେନ୍ଦୁଲକର ୩୪ ବର୍ଷ ତଳେ ରଣଜୀ ଡେବ୍ୟୁ କରି ଶତକୀୟ ଇନିଂସ ଖେଳିଥିଲେ ।…

ସୁପ୍ରିମକୋର୍ଟ ଶୁଣାଣି : ଓଡିଶାରେ ହେବନି…

ଓଏଲ୍ ବ୍ୟୁରୋ : ଦୀର୍ଘଦିନ ହେବ ଲାଗିରହିଥିବା ଓକିଲ ଆନ୍ଦୋଳନ ମାମଲାର ଶୁଣାଣି ସମୟରେ ସୁପ୍ରିମକୋର୍ଟ କଡ଼ା ଆଭିମୁଖ୍ୟ ପ୍ରକାଶ କରିଛନ୍ତି। ମାମଲାର ଶୁଣାଣି ବେଳେ ହାଇକୋର୍ଟ ବେଞ୍ଚ୍‌ ସ୍ଥାପନ ହୋଇପାରିବନି ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଓକିଲ ଆନ୍ଦୋଳନ ନେଇ ସୁପ୍ରିମକୋର୍ଟ ଅସନ୍ତୋଷ ପ୍ରକାଶ…