ଚଳନ୍ତା ଗାଡିରୁ ଛାତ୍ରୀଙ୍କ ଉପରେ ଏସିଡ…
ଓଏଲ୍ ବ୍ୟୁରୋ : ଏସିଡ ମାଡ଼ରେ ଦେଶରେ ଅନେକ ପୀଡିତା ରହୁଥିବାବେଳେ ଆଉ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଦୁଇ ଜଣ ଯୁବକ ଗୋଟିଏ ବାଇକରେ ଆସି ଜଣେ ୧୭ ବର୍ଷୀୟ ଝିଅ ଉପରକୁ ଏସିଡ୍ ମାଡ଼ କରିଥିବା ଭିଡିଓ ସାମ୍ନାକୁ ଆସିଛି। ଘଟଣାଟି ଆଜି ସକାଳୁ ଦେଶର ରାଜଧାନୀ ଦିଲ୍ଲୀରେ ଘଟିଛି। ପରେ ଖବର ପାଇ…