Odisha Link
Bridging the Missing Links in Odisha
Daily Archives

December 21, 2022

ଚୀନରେ ଆତଙ୍କ ଖେଳାଇଥିବା ଓମିକ୍ରନ୍‌…

ଓଏଲ୍‌ ବ୍ୟୁରୋ: ଚୀନ ସମେତ ବିଶ୍ବର ୫ଟି ଦେଶରେ ଆତଙ୍କ ସୃଷ୍ଟି କରିଛି ମହାମାରୀ କରୋନା । ଚୀନ୍‌,ଜାପାନ୍‌, ଆମେରିକାରେ ଆତଙ୍କ ସୃଷ୍ଟି କରିଥିବା କରୋନା ଏବେ ଓଡ଼ିଶା ତଥା ଭାରତରେ କାୟା ବିସ୍ତାର କଲାଣି। ଓଡ଼ିଶାରେ ଚୀନ୍ ଭାଇରସ୍‌ ଚିହ୍ନଟ ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ଓଡିଶା ସମେତ…

୧୯ଟି ସହରରେ ଡ୍ରିଙ୍କ ଫ୍ରମ୍ ଟ୍ୟାପ୍…

ଓଏଲ୍‌ ବ୍ୟୁରୋ: ସମସ୍ତଙ୍କ ମୁହଁରେ ହସ, ପିଇବା ପାଣି ପାଇଁ ଅପେକ୍ଷାରୁ ମୁକ୍ତି। ଆଉ ରହିବ ନାହିଁ ପାନୀୟ ଜଳ ସମସ୍ୟା। ସଭିଙ୍କ ପାଖରେ ପହଞ୍ଚିବ ବିଶୁଦ୍ଧ ପାଣି। କାରଣ ୫ଟି ଉପକ୍ରମରେ ରାଜ୍ୟର ୧୯ଟି ସହରରେ ୨୪ ଘଣ୍ଟିଆ ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ପ୍ରକଳ୍ପ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପିତ…

ଉଦ୍ଧାର ହେଲେ ମୁକ୍ତିକାନ୍ତ

ଓଏଲ୍‌ ବ୍ୟୁରୋ: ସଫଳ ହେଲା ଅପରେସନ୍‌ ମୁକ୍ତିକାନ୍ତ। ଦୀର୍ଘ ୪ ଘଣ୍ଟା ପରେ ସମାଜସେବୀ ମୁକ୍ତିକାନ୍ତ ବିଶ୍ବାଳଙ୍କୁ ହୋଡିଂ ଉପରୁ ଉଦ୍ଧାର କଲା ଅଗ୍ନିଶମ ବାହିନୀ। ଲାଡର ସାହାଯ୍ୟରେ ପହଞ୍ଚି ମୁକ୍ତିକାନ୍ତଙ୍କୁ କାବୁ କଲା ଉଦ୍ଧାରକାରୀ ଟିମ୍‌। ପ୍ରଥମେ ମୁକ୍ତିକାନ୍ତଙ୍କ ଉପରକୁ ପାଣି ମାଡ କରିଥିଲେ। ଫଳରେ…

ସକ୍ରିୟ ରାଜନୀତିରେ ରହିବିନି: ସୁର…

ଓଏଲ୍‌ ବ୍ୟୁରୋ: ରାଜ୍ୟ କଂଗ୍ରେସର ଦୁଇ ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ବିଧାୟକ ମହମ୍ମଦ ମୋକିମ ଓ ସୁରେଶ ରାଉତରାୟଙ୍କୁ ନୋଟିସ ଜାରି କରାଯାଇଛି। ପିସିସି ଶୃଙ୍ଖଳା କମିଟି ଅଧ୍ୟକ୍ଷ କିଶୋର ପଟେଲ ଏହି ନୋଟିସ ଜାରି କଲେ। ଦଳୀୟ ଶୃଙ୍ଖଳା ଓ ଅନୁଶାସନ ଭଙ୍ଗ ଅଭିଯୋଗରେ ନୋଟିସ ଜାରି…

ଆଜି ବର୍ଷର ସବୁଠୁ ଛୋଟ ଦିନ

ଓଏଲ୍‌ ବ୍ୟୁରୋ: ଆଜି ହେଉଛି ବିର୍ଷର ସବୁଠୁ ଛୋଟ ଦିନ। ଗତବର୍ଷ ଡିସେମ୍ବର ୨୨ ତାରିଖ ସବୁଠାରୁ ଛୋଟ ଦିନ ରହିଥିବା ବେଳେ ଚଳିତ ବର୍ଷ ଡିସେମ୍ବର ୨୧ରେ ସବୁଠୁ ଛୋଟ ଦିନ ଦେଖିବାକୁ ପାଇବେ ବିଶ୍ୱବାସୀ। ଗୋଟିଏ ବର୍ଷର ସବୁଠୁ ଛୋଟ ଦିନକୁ ୱିଣ୍ଟର ସଲଷ୍ଟାଇସ କହନ୍ତି। ୱିଣ୍ଟର ସୋଲଷ୍ଟିକ କଣ ? ଏହା ଏକ…

ମିଳିଲାନି ମୁଖ୍ୟମନ୍ତ୍ରୀଙ୍କ ସାକ୍ଷାତ,…

ଓଏଲ୍‌ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସାକ୍ଷାତ ନହେବାରୁ ଯୁବକଙ୍କ ଅଭିନବ ପ୍ରତିବାଦ। ରାଜଧାନୀର ଏକ ବିଜ୍ଞାପନ ହୋର୍ଡିଂ ଉପରେ ଚଢ଼ି ପ୍ରତିବାଦ ଜଣାଇଲେ ସୁରାଉରକେଲା ନିବାସୀ ମୁକ୍ତିକାନ୍ତ ବିଶ୍ୱାଳ। ଭୁବନେଶ୍ୱରର ଜନଗହଲି ପୂର୍ଣ୍ଣ ଶିଶୁଭବନ ଛକରେ ଥିବା ଏକ ବିଜ୍ଞାପନ ହୋର୍ଡିଂ ଉପରେ…

ରଂଜନ ଦାସ ଏକାଡେମୀ ପୁରସ୍କାର ପାଇବା ନେଇ…

ଭୁବନେଶ୍ବର: କବି ତଥା ଓଡ଼ିଶା ସଂସ୍କୃତି ବିଭାଗ ନିର୍ଦେଶକ ରଂଜନ କୁମାର ଦାସ ଚଳିତ ବର୍ଷ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଉଛନ୍ତି ବୋଲି ପ୍ରଚାର ହେଉଛି। ଦୁଇ ବର୍ଷ ଧରି ଶ୍ରୀ ଦାସଙ୍କ ପାଇଁ ଯୋରଦାର ଲବି ଚାଲିଥିଲା। ଏ ନେଇ ଶ୍ରୀ ଦାସଙ୍କ ନିକଟତମ ମହଲରେ ଆଗୁଆ ଉତ୍ସାହ ଦେଖିବାକୁ ମିଳିଥିବାବେଳେ…

ମନ୍ତ୍ରୀ ରୀତା ସାହୁଙ୍କ ପୁଅ ନାଁରେ ଏତଲା

ଓଏଲ୍‌ ବ୍ୟୁରୋ: ବିଜେପୁରରେ ଗୋଷ୍ଠୀ ସଂଘର୍ଷ। ଏପରିକି ବିଜେପୁର ଥାନାରେ ମନ୍ତ୍ରୀ ରୀତା ସାହୁଙ୍କ ପୁଅ ନାଁରେ ଏତଲା ଦେଇଛନ୍ତି ବିଜେପୁର ଏନଏସି ଅଧ୍ୟକ୍ଷା ସୀତା ବାରିକ। ଗତକାଲି ମେଡିକାଲ ସାମ୍ନାରେ ବିଜେଡିର ଦୁଇଗୋଷ୍ଠୀ ମଧ୍ୟରେ ହୋଇଥିଲା ସଂଘର୍ଷ। ଯାହାକୁ ନେଇ ଉଭୟ ଗୋଷ୍ଠୀ ପକ୍ଷରୁ ଥାନାରେ ଦିଆଯାଇଛି…

ଓଡ଼ିଶାରେ ନାହିଁ ଆବଶ୍ୟକ ମୋବାଇଲ…

ଓଏଲ୍‌ ବ୍ୟୁରୋ: ସଂସଦରେ ଓଡ଼ିଶାର ସମସ୍ୟା ପ୍ରସଙ୍ଗ ଉଠାଇଲେ ବିଜେଡି ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ। ରାଜ୍ୟରେ ମୋବାଇଲ ନେଟଓ୍ବାର୍କର କନେକ୍ଟିଭିଟି ବଢାଇବା ପାଇଁ ରାଜ୍ୟସଭାରେ ଦାବି କରିଛନ୍ତି ମାସନ ମଙ୍ଗରାଜ। ସଂସଦରେ ଶ୍ରୀ ମଙ୍ଗରାଜ କହିଛନ୍ତି, ବର୍ତ୍ତମାନ ସମୟରେ ମୋବାଇଲ୍‍ ଏବଂ ଇଣ୍ଟରନେଟ୍‍…