Odisha Link
Bridging the Missing Links in Odisha

କାଲି କଟକରେ ଦିନ ୨ଟା ପରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ

ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ, କଲେଜ ଆଦି ବନ୍ଦ ରହିବ ବୋଲି କଟକ ଜିଲ୍ଲାପାଳ ଘୋଷଣା କରିଛନ୍ତି

ଓଏଲ୍‌ ବ୍ୟୁରୋ : ଆସନ୍ତା ଜାନୁଆରୀ ୧୩ରେ ଆରମ୍ଭ ହେବାକୁ ଯାଉଛି ହକି ମହାକୁମ୍ଭ। ଯାହାକୁ ନେଇ ଆସନ୍ତା କାଲି ହକି ବିଶ୍ୱକପ ଉଦ୍ଘାଟନୀ ଉତ୍ସବ। କଟକ ବାରବାଟୀରେ ହେବାକୁ ଥିବା ଉଦ୍ଘାଟନୀ ଉତ୍ସବର ଭିଡକୁ ନଜରରେ ରଖି କାଲି କଟକରେ ଦିନ ୨ଟା ପରେ ସବୁ ଶିକ୍ଷାନୁଷ୍ଠାନ ବନ୍ଦ ରହିବ ନେଇ ସୂଚନା ମିଳିଛି। ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ, କଲେଜ ଆଦି ବନ୍ଦ ରହିବ ବୋଲି କଟକ ଜିଲ୍ଲାପାଳ ଘୋଷଣା କରିଛନ୍ତି।

Leave A Reply

Your email address will not be published.