ସିବିଆଇ ଜାଲରେ ରେଳ ଅଧିକାରୀ, ଠାବ ହେଲା…
ଓଏଲ୍ ବ୍ୟୁରୋ : ସିବିଆଇ ପଞ୍ଝାରେ ଅବସରପ୍ରାପ୍ତ ରେଳ କର୍ମଚାରୀ। ଅବସରପ୍ରାପ୍ତ ରେଳ ଅଧିକାରୀ ହେଲେ ପ୍ରମୋଦ ଜେନା। ଆୟବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ରେଳ ଅଧିକାରୀଙ୍କ ଘରେ ରେଡ଼ ମାରିଛି ସିବିଆଇ। ଭୁବନେଶ୍ୱର ସମେତ ୬ଟି ସ୍ଥାନରେ ଚଢ଼ାଉ କରିଛି ସିବିଆଇ। ଚଢ଼ାଉ ବେଳେ ପ୍ରମୋଦଙ୍କ ଘରୁ ନଗଦ ୧କୋଟି…