ସୋଆରେ ସାମୁଦ୍ରିକ ଝଡ଼ ସଂପର୍କିତ ଜାତୀୟ…
ଭୁବନେଶ୍ୱର: ସାମୁଦ୍ରିକ ଝଡର ସାମାଜିକ ଓ ଅର୍ଥନୈତିକ ପ୍ରଭାବ ଏବଂ ଓଡ଼ିଶାର ଅଧିବାସୀ ଏହା ସହ କିଭଳି ଭାବେ ଖାପଖୁଆଇ ପାରୁଛନ୍ତି ଏବଂ ବିଶେଷ ଭାବେ ମହିଳାମାନଙ୍କ ଉପରେ ଏହାର ପ୍ରଭାବ ବିଷୟରେ ସ୍ୱତନ୍ତ୍ର ଧ୍ୟାନ ଦେଇ ସୋମବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ରେ ଏ ସଂପର୍କିତ ଏକ କର୍ମଶାଳା ଆୟୋଜିତ…