Odisha Link
Bridging the Missing Links in Odisha
Daily Archives

January 25, 2023

୧୦୬ ଜଣଙ୍କୁ ପଦ୍ମ ପୁରସ୍କାର, ଓଡ଼ିଶାର ୪…

ଓଏଲ୍‌ ବ୍ୟୁରୋ: ୭୪ ତମ ସାଧାରଣତନ୍ତ୍ର ଦିବସ ପୂର୍ବରୁ ମର୍ଯ୍ୟାଦାଜନକ ପଦ୍ମ ପୁରସ୍କାର ଘୋଷଣା କରିଛନ୍ତି ଭାରତ ସରକାର। ଚଳିତଥର ମୋଟ ୧୦୬ ଜଣଙ୍କୁ ପଦ୍ମ ପୁରସ୍କାର ପାଇଁ ମନୋନୀତି କରାଯାଇଛି। ୬ ଜଣ ପଦ୍ମ ବିଭୂଷଣ, ୯ ଜଣ ପଦ୍ମଭୂଷଣ ଏବଂ ୯୧ ଜଣ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହେବେ। ୧୦୬ ଜଣଙ୍କ…

ଶ୍ରୀଜଗନ୍ନାଥ ଯାତ୍ରା ପର୍ଯ୍ୟଟନ ରେଳର…

ଓଏଲ୍ ବ୍ୟୁରୋ : ଭାରତ ଗୌରବ କାର୍ଯ୍ୟକ୍ରମ ଅନ୍ତର୍ଗତ ଶ୍ରୀଜଗନ୍ନାଥ ଯାତ୍ରା ପର୍ଯ୍ୟଟକ ଟ୍ରେନର ଆଜି ଶୁଭାରମ୍ଭ ହୋଇଛି। ରାଜଧାନୀ ଦିଲ୍ଲୀ ସଫଦରଜଙ୍ଗ ଷ୍ଟେସନରୁ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଜି.କିଶନ ରେଡ୍ଡି ଯାତ୍ରାର ଶୁଭାରମ୍ଭ…

ଚିଟଫଣ୍ଡ ଠକେଇ ମାମଲାରେ ୩ ଜଣଙ୍କୁ ଜେଲ୍

ଓଏଲ୍‌ ବ୍ୟୁରୋ : ବାଲେଶ୍ଵର ଚିଟଫଣ୍ଡ ଠକେଇ ମାମଲାରେ ତିନି ଜଣଙ୍କୁ ଜେଲଦଣ୍ଡ ମିଳିଥିବା ଜଣା ପଡ଼ିଛି। ଚିଟଫଣ୍ଡ ଠକେଇ ମାମଲାରେ ଜିଏଏଚ୍ ମଲ୍ଟି ଟ୍ରେଡ୍ କମ୍ପାନୀର ତିନି ଜଣ ନିର୍ଦ୍ଦେଶକଙ୍କୁ ୩ ବର୍ଷ ଲେଖାଏଁ କାରାଦଣ୍ଡ ହୋଇଥିବା ସୂଚନା। ଜିଏଏଚ୍ ମଲ୍ଟି ଟ୍ରେଡ୍ କମ୍ପାନୀର ୩ ନିର୍ଦ୍ଦେଶକ ହେଲେ…

ଜଙ୍ଗଲରୁ ଉଦ୍ଧାର ହେଲା ଅଧାପୋଡା ମୃତଦେହ

ଓଏଲ୍‌ ବ୍ୟୁରୋ : ଅପହୃତ ହୋଇଥିବା ଯୁବକଙ୍କ ମୃତଦେହ ଠାବ କଲା ପୁଲିସ। ଅପହୃତ ହୋଇଥିବା ମୃତ ବ୍ୟକ୍ତି ଜଣକ ହେଲେ ମାଲକାନଗିରି ମୋଟୁ ଥାନା ତିଙ୍ଗରପଲିର ଗଙ୍ଗା ପଡ଼ିଆମୀ। ସୂଚନା ଅନୁସାରେ, ଗତକାଲି ଗଙ୍ଗାଙ୍କ ଘରକୁ କିଛି ଦୁର୍ବୁତ୍ତ ପଶି ଆସି ତାଙ୍କୁ ଉଠାଇନେଇଥିଲେ। ଅପହରଣ ପରେ ଅଭିଯୋଗ କ୍ରମେ ପୁଲିସ…

ବୋହୂର ଦ୍ୱିତୀୟ ବିବାହ କରାଇଲେ ନବୀନ…

ଓଏଲ୍‌ ବ୍ୟୁରୋ : ପ୍ରତିବର୍ଷ ଜାନୁଆରୀ ୨୪ ତାରିଖରେ ପାଳନ ହେଉଛି ଜାତୀୟ କନ୍ୟା ଦିବସ। ଏହି ଦିବସରେ ଏକ ଉଦାହରଣ ସୃଷ୍ଟି କରିଛନ୍ତି ଗଁଦିଆର ପୂର୍ବତନ ବିଧାୟକ ନବୀନ ନନ୍ଦ। ପୁଅଙ୍କ ମୃତ୍ୟୁ ପରେ ନିଜ ବୋହୂର କରାଇଛନ୍ତି ଦ୍ୱିତୀୟ ବିବାହ। ସୂଚନା ଅନୁସାରେ, ପୂର୍ବତନ ବିଧାୟକ ନବୀନ ନନ୍ଦଙ୍କ ପୁଅ ସମ୍ବିତ…

ଆଜିଠୁ ଗଡ଼ିବ ଶ୍ରୀଜଗନ୍ନାଥ ଯାତ୍ରା…

ଓଏଲ୍‌ ବ୍ୟୁରୋ : ଭାରତ ଗୌରବ କାର୍ଯ୍ୟକ୍ରମ ଅନ୍ତର୍ଗତ ଶ୍ରୀଜଗନ୍ନାଥ ଯାତ୍ରା ପର୍ଯ୍ୟଟକ ଟ୍ରେନ୍ ଆଜି ଯାତ୍ରା ଆରମ୍ଭ କରିବାକୁ ଯାଉଛି। ରାଜଧାନୀ ଦିଲ୍ଲୀରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ଯାତ୍ରାର ଶୁଭାରମ୍ଭ କରିବେ। ୮ ଦିନର ଯାତ୍ରାରେ ୪ ରାଜ୍ୟର ପ୍ରସିଦ୍ଧ ତୀର୍ଥ ସ୍ଥାନ ଦେଇ ଯିବ…

ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ୪ ବର୍ଷ ଶିଶୁର…

ଓଏଲ୍‌ ବ୍ୟୁରୋ : ଚାରି ବର୍ଷର ଶିଶୁକୁ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ସାମ୍ନାକୁ ଆସିଛି। ଏହି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ମୁଣ୍ଡମରାଇ ଗ୍ରାମରୁ। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ୪ ବର୍ଷ ବାଳକର ମୃତଦେହ ଉଦ୍ଧାର କରାଯାଇଛି। ନିଖୋଜ ମୃତ ନାବାଳକ ଗୋବିନ୍ଦ…

ଆସନ୍ତାକାଲି ଗଣତନ୍ତ୍ର ଦିବସରେ ଓଡ଼ିଶାରୁ…

ଓଏଲ୍ ଵ୍ୟୁରୋ : ଆସନ୍ତାକାଲି ସାରା ଦେଶରେ ପାଳନ ହେବ ଗଣତନ୍ତ୍ର ଦିବସ। ଏହି ଦିବସ ଅବସରରେ ବିଭିନ୍ନ ସ୍ଥାନରେ ଜାତୀୟ ପତାକାକୁ ସମ୍ମାନ ଜଣାଇ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ତେବେ ଆସନ୍ତାକାଲି ଗଣତନ୍ତ୍ର ଦିବସ ପାଳନ ଅବସରରେ ୯୦୧ ଜଣ ପାଇବେ ପୁଲିସ୍ ମେଡାଲ। ଗଣତନ୍ତ୍ର ଦିବସରେ ଓଡ଼ିଶାରୁ ୨ ଜଣ…

ବିଜେପି ଛାଡ଼ିଲେ ଗମାଙ୍ଗ ବାପା-ପୁଅ

ଓଏଲ୍‌ ବ୍ୟୁରୋ: ବିଜେପି ଛାଡ଼ିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ। ତାଙ୍କ ସହିତ ପୁଅ ଶିଶିର ଗମାଙ୍ଗ ମଧ୍ୟ ବିଜେପି ଛାଡ଼ିଛନ୍ତି। ଏନେଇ ଆଜି ପ୍ରେସ୍‌ ମିଟ୍‌ କରି ସୂଚନା ଦେଇଛନ୍ତି ଗିରିଧାରି ଗମାଙ୍ଗ । ଆଗାମୀ ଦିନରେ ସେ ଏକ ଜାତୀୟ ଦଳରେ ଯୋଗଦେବେ ବୋଲି କହିଛନ୍ତି। ନାଁ ନକହିଥିଲେ ବି ସେ…

ବିବାଦ ଭିତରେ ଆଜି ରିଲିଜ୍ ହେଲା କିଙ୍ଗ…

ଓଏଲ୍ ଵ୍ୟୁରୋ : ଅନେକ ବିବାଦ ଭିତରେ ଆଜି ରିଲିଜ୍ ହୋଇଛି ବଲିଉଡ ଚଳଚ୍ଚିତ୍ର ପଠାନ୍। କିଙ୍ଗ ଖାନଙ୍କ ଅଭିନୀତ ଚଳଚ୍ଚିତ୍ର ପଠାନ୍ ରିଲିଜର ପ୍ରଥମ ସୋରେ ବକ୍ସ ଅଫିସ ସାମ୍ନାରେ ଦର୍ଶକଙ୍କ ଭିଡ଼ ଦେଖିବାକୁ ମିଳିଥିବାବେଳେ ଏହି ଚଳଚିତ୍ରର ଆଡଭାନ୍ସ ବୁକିଂରେ କେଜିଏଫ-ଟୁର ରେକର୍ଡ ଭାଙ୍ଗିଥିବା କୁହାଯାଉଛି।…