ନକଲି ଡାକ୍ତର ଚିହ୍ନଟ କରିବାକୁ ଓଡ଼ିଶା…
ଓଏଲ୍ ବ୍ୟୁରୋ : ନକଲି ଡାକ୍ତରଙ୍କ ପାଇଁ ହାଇକୋର୍ଟଙ୍କ କଡ଼ା ନିର୍ଦ୍ଦେଶ। ରାଜ୍ୟରେ ନକଲି ଡାକ୍ତର ଚିହ୍ନଟ କରାଯିବ। ଯଦି ନକଲି ଡାକ୍ତର ଚିହ୍ନଟ ହେବେ ତେବେ ସେମାନଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ଡାକ୍ତରୀ ପେସାରେ ଥିବା ସମସ୍ତଙ୍କ ସାର୍ଟିଫିକେଟ୍ ଯାଞ୍ଚ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି।…