ରେଳ ବଜେଟରେ ଓଡ଼ିଶାକୁ ମିଳିଲା ୧୦ ହଜାର…
ଓଏଲ୍ ବ୍ୟୁରୋ : ରେଳ ବଜେଟରେ ଓଡ଼ିଶାକୁ ଅନୁଦାନ ନେଇ ରେଳ ମନ୍ତ୍ରୀ ଗଣମାଧ୍ୟମ ସାମ୍ନାରେ ମତ ରଖିଛନ୍ତି।ଚଳିତବର୍ଷ ଠାରୁ ରେଳପଥ ନିର୍ମାଣ କାମ ବୃଦ୍ଧି କରାଯିବ। ଚଳିତବର୍ଷ ୨୮୦ କିମି ରେଳପଥ ନିର୍ମାଣ କରାଯିବ। ୫୭ଟି ଷ୍ଟେସନର ଆଧୁନିକୀକରଣ ହେବ କହିଲେ ରେଳ ମନ୍ତ୍ରୀ। ରେଳ ବଜେଟରେ ଓଡିଶାକୁ ୧୦ ହଜାର…