Odisha Link
Bridging the Missing Links in Odisha
Daily Archives

February 4, 2023

ନୟାଗଡ଼: ପାଇପଲାଇନ୍‌ ବିସ୍ଫୋରଣରେ…

ନୟାଗଡ଼: ଗ୍ୟାସ୍‌ ପାଇପଲାଇନ୍‌ ନିର୍ମାଣ ବେଳେ ବଡ଼ ଧରଣଣ ବିସ୍ଫୋରଣ। କମ୍ପ୍ରେସର ଚାପାରେ ଛିଟିକିପଡ଼ି ୨ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି। ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ସୁନାଲଟି ନିକଟରେ ଏଭଳି ଅଘଟଣ ଘଟିଛି। ସମସ୍ତ ଗୁରୁତର ଆହତଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ…

“ବିବାହିତ ମହିଳାଙ୍କ ସହିତ ରାତି…

ଓଏଲ୍‌ ବ୍ୟୁରୋ: ବିଜେଡି ବିଧାୟକ ବିଜୟ ଶଙ୍କର ଦାସଙ୍କ ଅଡ଼ୁଆ ଦିନକୁ ଦିନ ବଢ଼ିବାରେ ଲାଗିିଛି। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ତିର୍ତ୍ତୋଲ ଥାନାରେ ବିଧାୟକ ବିଜୟ ଶଙ୍କର ଦାସଙ୍କ ନାଁରେ ମାମଲା ରୁଜୁ କରିଛି ପୁଲିସ। ଏଥିସହିତ ତାଙ୍କ ବାନ୍ଧବୀ ସୋମାଲିକାଙ୍କ ବୟାନ ରେକର୍ଡ କରିଛି ପୁଲିସ। ସବୁଠୁ ବଡ଼କଥା…

ଦୁର୍ଘଟଣାରେ ଚାଲିଗଲା ବିଧାୟକଙ୍କ ଜୀବନ

ଓଏଲ୍‌ ବ୍ୟୁରୋ : ସଦର ଥାନା ବରୁହାଁ ନିକଟ ଖରସ୍ରୋତା ବ୍ରିଜ ଉପରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବା ଖବର ସାମ୍ନାକୁ ଆସିଛି। ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି କଂଗ୍ରେସର ପୂର୍ବତନ ବିଧାୟକ। ଯାଜପୁର ଜିଲ୍ଲା କଂଗ୍ରେସର ପୂର୍ବତନ ବିଧାୟକ ଅର୍ଜୁନ ଚରଣ ଦାସ ବାଇକ୍‌ରେ ଯାଉଥିବା ବେଳେ ଦ୍ରୁତ ଗତିରେ…

‘ପୁଲିସ ଉପରେ ଆମକୁ ଭରସା କରିବାକୁ…

ଓଏଲ୍‌ ବ୍ୟୁରୋ : ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ଘଟଣାକୁ ନେଇ ତଦନ୍ତ ଚାଲିଥିବାବେଳେ ଏହାକୁ ନେଇ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ନିଜର ମତ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ପୁଲିସ ଗୁଳିକରି ମାରିବା ମୋତେ ଆଶ୍ଚର୍ଯ୍ୟ ଲାଗୁଛି, ବିଶ୍ୱାସ ହେଉନି। ଜଣେ ପାୱାରଫୁଲ…

ଆଜି ବିଶ୍ୱ କର୍କଟ ଦିବସ

ଓଏଲ୍‌ ବ୍ୟୁରୋ : କର୍କଟ ରୋଗ ସମ୍ପର୍କରେ ବିଶ୍ୱବ୍ୟାପୀ ସଚେତନତା, ନିରାକରଣ ଏହା ସାଙ୍ଗକୁ କ୍ୟାନ୍ସର ରୋଗୀଙ୍କ ସଂଖ୍ୟା ହ୍ରାସ କରିବା ପାଇଁ ପ୍ରତିବର୍ଷ ଫେବୃଆରୀ ୪ ତାରିଖରେ ଏହି ଦିନଟିକୁ ପାଳନ କରାଯାଏ। ସଚେତନତା ସୃଷ୍ଟି କରିବା ଏବଂ ଏହାର ପ୍ରତିରୋଧ, ଚିହ୍ନଟ ଏବଂ ଚିକିତ୍ସା ପାଇଁ ଉତ୍ସାହିତ କରିବା…

ରାଜ୍ୟରେ ଶୀତର ଲେଉଟାଣି ; ସର୍ବନିମ୍ନ…

ଓଏଲ୍‌ ବ୍ୟୁରୋ : କିଛି ଦିନ ହେବ ରାଜ୍ୟରେ ଶୀତର ପ୍ରକୋପ କମିଯାଇଥିଲା। ଥଣ୍ଡା କମିଯିବାରୁ ଧନଜୀବନ ବାଧାପ୍ରାପ୍ତ ହେଉନଥିଲା। ତେବେ କିଛି ଦିନର ବ୍ୟବଧାନ ପରେ ରାଜ୍ୟରେ ପୁଣି ଶୀତ ଫେରିଛି। ପ୍ରବଳ ଶୀତରେ ଥରୁଛି କନ୍ଧମାଳ। ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ଶୀତ ବଢ଼ିଛି। ରାତି ୯ଟା ପରେ ପରଦିନ ସକାଳ ୯ଟା…

ଉପଜିଲ୍ଲାପାଳଙ୍କୁ ଆକ୍ରମଣ ଘଟଣା : ଗିରଫ…

ଓଏଲ୍‌ ବ୍ୟୁରୋ : ଜିଲ୍ଲା ପ୍ରଶାସନ ପକ୍ଷରୁ କାଲି ଫିଲାଡି କଣ୍ଟାବଣିଆ ନିକଟ ବୁଢାବଳଙ୍ଗ ନଦୀରେ ଏକ ବେଆଇନ ବାଲିଘାଟରେ ଚଢ଼ଉ କରିବାକୁ ଯାଇ ବାଲେଶ୍ଵର ଉପଜିଲ୍ଲାପାଳ କୁନାଲ ମୋତିରାମ ଚୌହାନ ଏବଂ ତାଙ୍କ ଡ୍ରାଇଭର ପ୍ରାଣାନ୍ତକ ଆକ୍ରମଣର ଶିକାର ହୋଇଥିଲେ। ଏହାପରେ ମାଫିଆମାନେ ଛତ୍ରଭଙ୍ଗ ଦେଇ ଫେରାର…