ତୁର୍କୀରେ ଭୂକମ୍ପର ତାଣ୍ଡବ, ଧ୍ୱଂସାବଶେଷ…
ଓଏଲ୍ ବ୍ୟୁରୋ : ପ୍ରକୃତିର ବିଚିତ୍ର ଲୀଳାରେ ଫସିଯାଇଛି ହଜାର ହଜାର ଜୀବନ। ତୁର୍କୀ ଓ ସିରିଆ ଭୂକମ୍ପର ବୀଭତ୍ସ ଚିତ୍ର ବିଶ୍ୱବାସୀଙ୍କ ମନ ଆନ୍ଦୋଳିତ କରୁଛି। ବର୍ତ୍ତମାନ ସୁଦ୍ଧା ଭୂକମ୍ପ ଜନିତ ମୃତ୍ୟୁସଂଖ୍ୟା ୯ହଜାରରୁ ଅଧିକ ହୋଇଥିବାବେଳେ ମୃତକଙ୍କ ସଂଖ୍ୟା ବଢ଼ିବାରେ ଆଶଙ୍କା କରାଯାଉଛ।
ସୂଚନା…