Odisha Link
Bridging the Missing Links in Odisha
Daily Archives

February 13, 2023

ଚାଉଳ କଳି: ବିଜେଡିର ୩ ଦିନିଆ ଆନ୍ଦୋଳନ,…

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ଥମୁନି ଚାଉଳ କଳି। ଦିନକୁ ଦିନ ରାଜ୍ୟରେ ବଢ଼ିବାରେ ଲାଗିଛି ଚାଉଳ ରାଜନୀତି। ଖାଦ୍ୟ ସୁରକ୍ଷା ଯୋଜନାରେ ମାଗଣା ଚାଉଳ ଦେବା ପାଇଁ କେନ୍ଦ୍ର ସରକାରଙ୍କ ଘୋଷଣା କରିବା ପରେ କୋଭିଡ ସହାୟତା ପାଇଁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ଅତିରିକ୍ତ ୫ କେଜି ଚାଉଳ କାଟି ଦିଆଯାଇଛି।…

ତୃତୀୟଲିଙ୍ଗୀ ସନ୍ତାନ୍ତଙ୍କୁ ମିଳିବ…

ଓଏଲ୍‌ ବ୍ୟୁରୋ: ୨୦୨୩-୨୪ ରାଜ୍ୟ ବଜେଟ୍‌ ପୂର୍ବରୁ ଶେଷ ହେଲା ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ। ଏହି ଅବସରରେ ୧୫ଟି ପ୍ରସ୍ତାବକୁ ମିଳିଛି କ୍ୟାବିନେଟ ମୋହର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଚିଠା ପ୍ରସ୍ତାବକୁ ମୋହର ମିଳିଛି। ଭୁବନେଶ୍ୱରରେ ଜଳଯୋଗାଣ ପାଇଁ…

କାଲିଠୁ ବିଜେପିର ରାଜ୍ୟବ୍ୟାପୀ ଆନ୍ଦୋଳନ

ଓଏଲ୍‌ ବ୍ୟୁରୋ : କାଲିଠୁ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ ବିଜେପି। ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ନେଇ ରାଜରାସ୍ତାକୁ ଓହ୍ଲାଇବ ବିଜେପି। କାଲିଠୁ ୧୬ ପର୍ଯ୍ୟନ୍ତ ସାରା ରାଜ୍ୟରେ ଆନ୍ଦୋଳନ କରିବ। କାଲି ଭୁବନେଶ୍ୱରର ବିଭିନ୍ନ ଜାଗାରେ ବିକ୍ଷୋଭ ପ୍ରଦର୍ଶନ କରିବ। ୧୫ରେ ସବୁ ଜିଲ୍ଲାପାଳ ଅଫିସ, ୧୬ରେ…

ବିଜେଡି ନେତା ରବି ନନ୍ଦ ଅସୁସ୍ଥ

ଓଏଲ୍‌ ବ୍ୟୁରୋ : ବରିଷ୍ଠ ବିଜେଡି ନେତା ରବି ନନ୍ଦ ଅସୁସ୍ଥ ଥିବା ଜଣା ପଡ଼ିଛି। ତାଙ୍କ ସ୍ୱାସ୍ଥ୍ୟବସ୍ଥା ହଠାତ୍ ଖରାପ ଅନୁଭବ ହେବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିଆଯାଇଥିଲା। ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିଆଯାଇଥିବାବେଳେ ପରେ ତାଙ୍କୁ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଛି।

ମହାନଦୀ ଜଳ ବିବାଦ : ମାର୍ଚ୍ଚ ୨୫ରେ…

ଓଏଲ୍‌ ବ୍ୟୁରୋ : ଦୀର୍ଘଦିନ ହେବ ଲାଗିରହିଛି ମହାନଦୀ ଜଳ ବିବାଦ ମାମଲା। ତେବେ ଏହି ମାମଲାରେ ଶୁଣାଣି ହେବାକୁ ଥିବାବେଳେ ମାର୍ଚ୍ଚ ୧୫ରେ ସପ୍ତାହେ କ୍ଷେତ୍ର ପରିଦର୍ଶନରେ ଯିବେ ଟ୍ରିବ୍ୟୁନାଲ। ଟେକ୍ନିକାଲ ଟିମ୍‌ ଏବଂ ଆସେସର ସ୍ଥାନ ନିରୂପଣ କରିବେ। କ୍ଷେତ୍ର ପରିଦର୍ଶନ ପରେ ବିଚାର ପ୍ରକ୍ରିୟା, ସାକ୍ଷ୍ୟ…

ଭୟାବହ ଅଗ୍ନିକାଣ୍ଡ; ୧୦ରୁ ଅଧିକ ଘରେ…

ଓଏଲ୍‌ ବ୍ୟୁରୋ : ଜଳେଶ୍ବର ବସ୍ତା ଥାନା ଗାନ୍ଧି ଛକରେ ଭୟାବହ ଅଗ୍ନିକାଣ୍ଡ ଘଟିଥିବା ଜଣା ପଡ଼ିଛି। ନିଆଁ ଲାଗିବା ଦ୍ୱାରା ଦୋକାନ ସହ ୧୦ରୁ ଅଧିକ ଘର ଜଳିଯାଇଥିବା କୁହାଯାଉଛି। ନିଆଁ ଲାଗିବାର କାରଣ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରିନାହିଁ। ଖବର ପାଇବା ପରେ ନିଆଁକୁ ଆୟତ୍ତ କରିବାକୁ ଘଟଣା ସ୍ଥଳରେ…

ନାମ ଫଳକକୁ ନେଇ ସିଏମସି କାଉନସିଲ୍…

ଓଏଲ୍‌ ବ୍ୟୁରୋ : ନାମ ଫଳକକୁ ନେଇ ତେଜିଲା ହୋହଲ୍ଲା। କଟକ ମହାନଗର ନିଗମ କାଉନସିଲ୍ ବୈଠକରେ କଂଗ୍ରେସ କର୍ପୋରେଟରଙ୍କ ହୋହଲ୍ଲା। ନାମ ଫଳକରେ କଂଗ୍ରେସ ବିଧାୟକଙ୍କ ନାଁ ନଥିବାରୁ ମେୟରଙ୍କୁ ଘେରିଲେ କଂଗ୍ରେସ କର୍ପୋରେଟର୍। ଦୀର୍ଘ ସମୟ ଧରି ପାଟିତୁଣ୍ଡ ଯୁକ୍ତିତର୍କ ଚାଲିଥିଲା। ତୁରନ୍ତ ଫଳକ ବଦଳାଇବା ସହ…

‘ଓଡ଼ିଶାରେ ଓଡ଼ିଆମାନେ ନିର୍ଯାତିତ…

ଓଏଲ୍‌ ବ୍ୟୁରୋ : କଂଗ୍ରେସରେ ଯୋଗ ଦେଇଛନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ। ସେ ନୂଆଦିଲ୍ଲୀର ଏଆଇସିସି କାର୍ଯ୍ୟାଳୟରେ ପ୍ରଭାରୀ ଚେଲ୍ଲା କୁମାର ଓ ଓଡ଼ିଶା କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ଉପସ୍ଥିତିରେ କଂଗ୍ରେସରେ ସାମିଲ ହୋଇଥିଲେ। ଦଳରେ ଯୋଗ ଦେବା ସେ ଆଜି ଓଡ଼ିଶା ଫେରିଛନ୍ତି।…

ଆସନ୍ତାକାଲିଠାରୁ ବିଜେଡିର ଆନ୍ଦୋଳନ

ଓଏଲ୍‌ ବ୍ୟୁରୋ : କେନ୍ଦ୍ରୀୟ ବଜେଟକୁ ନେଇ ପ୍ରେସମିଟ ମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ। କେନ୍ଦ୍ରର ଧାନ କିଣା ନୀତି ପାଇଁ ଓଡ଼ିଶା ତଥା ପଶ୍ଚିମ ଓଡ଼ିଶାର ଚାଷୀ ବହୁତ କ୍ଷତିଗ୍ରସ୍ତ ହେବେ ବୋଲି ସେ କହିଛନ୍ତି। ଯେଉଁଭଳି ବଜେଟ କରାଯାଇଛି, ତାହା ଫଳରେ ଓଡ଼ିଶା କ୍ଷତିଗ୍ରସ୍ତ…

ଉଦଘାଟିତ ହେଲା ଧରଣୀଧର ସରକାରୀ ମେଡିକାଲ୍…

ଓଏଲ୍‌ ବ୍ୟୁରୋ : ଆଜି କେନ୍ଦୁଝରରେ ସମୃଦ୍ଧ ସ୍ବାସ୍ଥ୍ୟସେବା ପାଇଁ ଲୋକାର୍ପଣ ହୋଇଛି ମେଡିକାଲ୍ କଲେଜ ଓ ହସ୍ପିଟାଲ। ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ ହେଲା ଧରଣୀଧର ସରକାରୀ ମେଡିକାଲ୍ କଲେଜ ଓ ହସ୍ପିଟାଲ। ୩୮୧ କୋଟି ଟଙ୍କାରେ ନିର୍ମିତ ହୋଇଛି ମେଡିକାଲ କଲେଜ। ୨୫୯ଟି ପ୍ରକଳ୍ପର ଶିଳାନ୍ୟାସ ଓ…