Odisha Link
Bridging the Missing Links in Odisha
Daily Archives

February 22, 2023

ପନିକିରେ ହାଣି ପତ୍ନୀର ଜୀବନ ନେଲା…

ଓଏଲ୍‌ ବ୍ୟୁରୋ : ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ହେମତପୁର ଗ୍ରାମରେ ଘଟିଥିବା ଏକ ହୃଦୟ ବିଦାରକ ଦୃଶ୍ୟ ସାମ୍ନାକୁ ଆସିଛି। କଳହରୁ ବର୍ବର କାଣ୍ଡ ଘଟାଇଲା ପିଶାଚ ସ୍ୱାମୀ। ପତ୍ନୀକୁ ପନିକିରେ ହାଣିଦେଲା ସ୍ୱାମୀ। ଛଟପଟ ହୋଇ ଜୀବନ ଯିବା ପରେ ମୃତଦେହକୁ ଅଖାରେ ଭର୍ତ୍ତି କରି ନଦୀ କୂଳରେ ଫିଙ୍ଗି ଦେଇଛି…

ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ;…

ଓଏଲ୍‌ ବ୍ୟୁରୋ : କାଲିଠାରୁ ଆରମ୍ଭ ହୋଇଯାଇଛି ରାଜ୍ୟ ବିଧାନସଭା ବଜେଟ ଅଧିବେଶନ। ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହୋଇଥିଲା ବିଧାନସଭା। ତେବେ ଆଜି ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ଦିନ। ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳରେ କମ୍ପିଲା ବିଧାନସଭା। ଦିନ ୧୧ଟା ୩୦ ଯାଏଁ ଗୃହ କାର୍ଯ୍ୟ ମୁଲତବି…

ରୋହିତ ପୂଜାରୀଙ୍କୁ କଳାପତାକା ପ୍ରଦର୍ଶନ…

ଓଏଲ୍‌ ବ୍ୟୁରୋ : ଆଜି ମାଲକାନଗିରି କଲେଜର ବାର୍ଷିକ ଉତ୍ସବ। କଲେଜର ବାର୍ଷିକ ଉତ୍ସବରେ ଯୋଗଦେବା ପାଇଁ ଉଚ୍ଚ ଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ଗସ୍ତ କରୁଥିଲେ। ମାଲକାନଗିରି କଲେଜର ବାର୍ଷିକ ଉତ୍ସବକୁ ଯିବାବେଳେ ରୋହିତ ପୂଜାରୀଙ୍କୁ କିଛି ଯୁବକ ବିରୋଧ କରିଥିବା ଜଣା ପଡିଛି। ଉଚ୍ଚ ଶିକ୍ଷା ମନ୍ତ୍ରୀ…

ଭୟ ବଢ଼ାଇଲାଣି ମସ୍ତିଷ୍କ ଜ୍ୱର ;…

ଓଏଲ୍‌ ବ୍ୟୁରୋ : ଚିନ୍ତା ବଢ଼ାଇଲାଣି ମସ୍ତିଷ୍କ ଜ୍ୱର। ବାଲେଶ୍ବର ଜିଲ୍ଲା ସୋର ପୁରୁବାଇ କନ୍ୟାଶ୍ରମରେ ବ୍ୟାପିଛି ମସ୍ତିଷ୍କ ଜ୍ୱର। ପୁଣି ୫ ଜଣ ଛାତ୍ରୀ ଅସୁସ୍ଥ ହୋଇଥିବା ଜଣାପଡିଛି। ଏହି ୫ଜଣ ଅସୁସ୍ଥ ଅନ୍ତେବସୀଙ୍କୁ ଚିକିତ୍ସା ପାଇଁ ବାଲେଶ୍ୱର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଗତକାଲି ୪ ଜଣଙ୍କୁ…

ଆଜି ବିଧାନସଭା ଅଧିବେଶନର ଦ୍ୱିତୀୟ ଦିନ;…

ଓଏଲ୍‌ ବ୍ୟୁରୋ : କାଲିଠାରୁ ଆରମ୍ଭ ହୋଇଯାଇଛି ରାଜ୍ୟ ବିଧାନସଭା ବଜେଟ ଅଧିବେଶନ। ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହୋଇଥିଲା ବିଧାନସଭା। ତେବେ ଆଜି ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ଦିନ। ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳରେ କମ୍ପିଲା ବିଧାନସଭା। ଦିନ ୧୧ଟା ୩୦ ଯାଏଁ ଗୃହ କାର୍ଯ୍ୟ ମୁଲତବି…

ଅସହ୍ୟ ହେଲା ଆଇଆଇସିଙ୍କ ନିର୍ଯାତନା;…

ଓଏଲ୍‌ ବ୍ୟୁରୋ : ଦିନକୁ ଦିନ ଅତ୍ୟାଚାର ଏବଂ ନିର୍ଯାତନା ବଢିଥିବା ଅନେକ ଅଭିଯୋଗ ସାମ୍ନାକୁ ଆସିଛି। ସାଧାରଣ ଜନତା ସବୁବେଳେ ନିର୍ଯାତନାର ଶିକାର ହେଉଥିବା ଜାଣିବାକୁ ମିଳିଥିଲା। ବର୍ତମାନ ଜଣେ ସରକାରୀ ବାବୁ ନିର୍ଯାତନାର ଶିକାର ହୋଇଥିବା ଅଭିଯୋଗ କରିଥିବା ଚର୍ଚା ଜୋର ଧରିଛି। ଥାନା ଆଇଆଇସିଙ୍କ ମାନସିକ…

ଅର୍ଦ୍ଧଦଗ୍ଧ ଅବସ୍ଥାରେ ଉଦ୍ଧାର ହେଲା…

ଓଏଲ୍‌ ବ୍ୟୁରୋ : ମାଲକାନଗିରି ସଦର ମହକୁମାରେ ଘଟିଥିବା ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଅର୍ଦ୍ଧଦଗ୍ଧ ଅବସ୍ଥାରେ ଜଣେ ମହିଳାଙ୍କ ମୃତଶରୀରକୁ ଉଦ୍ଧାର କରାଯାଇଛି। ହତ୍ୟା ପରେ ପ୍ରମାଣ ନଷ୍ଟ ପାଇଁ କେହି ପୋଡ଼ି ଦେଇଥିବା ସନ୍ଦେହ କରାଯାଉଛି। ସୂଚନା ଅନୁସାରେ, ମାଲକାନଗିରି ସଦର ମହକୁମା ମଲିକେଶ୍ୱରୀ…

ସମ୍ବଲପୁର ବାମରା ଷ୍ଟେସନରେ ରେଳରୋକ୍

ଓଏଲ୍‌ ବ୍ୟୁରୋ : ସକାଳ ୬ଟାରୁ ସମ୍ବଲପୁର ବାମରା ଷ୍ଟେସନରେ ରେଳରୋକ୍ କରାଯାଇଛି। ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ରେଳରୋକ ଆନ୍ଦୋଳନକୁ ଓହ୍ଲାଇଛି ବାମରା ରେଳ କ୍ରିୟାନୁଷ୍ଠାନ କମିଟି। ରେଳ ଧାରଣା ଉପରେ ଶତାଧିକ ପୁରୁଷ ଓ ମହିଳା ଧାରଣା ଦେଇଥିବା ଦେଖିବାକୁ ମିଳିଛି। ଆନ୍ଦୋଳନକାରୀମାନେ ବାମରା ଷ୍ଟେସନରେ…