Odisha Link
Bridging the Missing Links in Odisha
Daily Archives

February 23, 2023

ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

ଓଏଲ୍‌ ବ୍ୟୁରୋ: କୋରାପୁଟ ଜିଲ୍ଲା ସଦର ଥାନା ଅଧୀନ ଡୁମୁରିପୁଟ ଷ୍ଟେସନରେ ଘଟିଥିବା ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଶୌଚାଳୟରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି ଯୁବକଙ୍କ ମୃତଦେହ। ଯୁବକଙ୍କ ପରିଚୟ ମିଳିଥିଲେ ବି ମୃତ୍ୟୁ ପଛର କାରଣ ଅସ୍ପଷ୍ଟ ରହିଛି। ତେବେ ତାହା ହତ୍ୟା ନା ଆତ୍ମହତ୍ୟା…

‘ମୋ ପୁଅ କଂଗ୍ରେସରୁ ଲଢ଼ିବ’

ଓଏଲ୍‌ ବ୍ୟୁରୋ: ପାଖେଇ ଆସୁଛି ସାଧାରଣ ନିର୍ବାଚନ। ଯାହାକୁ ନେଇ ରାଜନୈତିକ ଚର୍ଚ୍ଚା ଜୋର ଧରିଲାଣି। ଆଗାମୀ ନିର୍ବାଚନ ପାଇଁ କେଉଁ ଦଳରୁ କିଏ ଲଢ଼ିବ, ଆଉ କିଏ ଦଳ ତ୍ୟାଗ କରିବ ଏନେଇ ଅନେକ ପ୍ରଶ୍ନ ସୃଷ୍ଟି ହେଉଥିବାବେଳେ କଂଗ୍ରେସର ଲୋକପ୍ରିୟ ନେତା ସୁରେଶ ରାଉତରାୟ ନିଜର ମତ ରଖିଛନ୍ତି। ସେ କହିଛନ୍ତି,…

ବାମରା ଷ୍ଟେସନରେ ଉତ୍ତେଜନା

ଓଏଲ୍‌ ବ୍ୟୁରୋ: ସମ୍ବଲପୁର ବାମରା ଷ୍ଟେସନରେ ଉତ୍ତେଜନା ଦେଖିବାକୁ ମିଳିଛି। କ୍ରିୟାନୁଷ୍ଠାନ କମିଟି ପକ୍ଷରୁ କାଉଣ୍ଟର ଓ ସିଗ୍ନାଲ ରୁମ୍‌ରେ ତାଲା ପକାଯାଇଛି। ପ୍ରତିଶ୍ରୁତି ସତ୍ତ୍ୱେ ବାମରା ଷ୍ଟେସନରେ ଆଜି କୌଣସି ଏକ୍ସପ୍ରେସ୍‌ ନ ରହିବାରୁ ଉତ୍ତେଜନା। ବାମରା ଷ୍ଟେସନରେ ପୂର୍ବରୁ ରହୁଥିବା ସବୁ…

ଭିଜିଲାନ୍ସ ପଞ୍ଝାରେ ସହକାରୀ ଯନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ବାବୁ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଭିଜିଲାନ୍ସ ପଞ୍ଝାରେ ପଡିଥିବା ସରକାରୀ ବାବୁ ହେଲେ ବାଲେଶ୍ୱର ପୂର୍ତ୍ତ ଡିଭିଜନ-୨ର ସହକାରୀ ଯନ୍ତ୍ରୀ ଅଜୟ ସେନାପତି। ସହକାରୀ ଯନ୍ତ୍ରୀ ଅଜୟ ସେନାପତିଙ୍କ ଘର…

ଆମ୍ବୁଲାନ୍ସରୁ ମିଳିଲା ଗଞ୍ଜେଇ

ଓଏଲ୍‌ ବ୍ୟୁରୋ: ସୋନପୁର ଜିଲ୍ଲାର କୁଞ୍ଜ ଛକରେ ଘଟିଥିବା ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଆମ୍ବୁଲାନ୍ସ ଭିତରୁ ମିଳିଲା ଗଞ୍ଜେଇ। ରାସ୍ତାରେ ଦ୍ରୁତ ଗତିରେ ମାଡ଼ି ଚାଲିଥିଲା ଆମ୍ବୁଲାନ୍ସ। ଆମ୍ବୁଲାନ୍ସ ଭିତରେ କେହି ଗୁରୁତର ରୋଗୀ ଥିବେ ଭାବି ରାସ୍ତାରେ ଯାଉଥିବା ଲୋକେ ବି ବାଟ ଛାଡ଼ି ଦେଉଥିଲେ।…

ଆଜି ସୁଆଣ୍ଡୋ ପ୍ରକଳ୍ପର ଲୋକାର୍ପଣ କରିବେ…

ଓଏଲ୍‌ ବ୍ୟୁରୋ: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମପୀଠ ପୁରୀ ଜିଲ୍ଲା ଅନ୍ତର୍ଗତ ସୁଆଣ୍ଡୋ ପ୍ରକଳ୍ପର ଉଦଘାଟନ କରିବେ। ଜନ୍ମମାଟିର ନବକଳେବର କରାଯାଇଥିବା ବେଳେ ଗ୍ରାମରେ ଗୋପବନ୍ଧୁଙ୍କ ସ୍ମୃତି ବହନ କରୁଥିବା ସବୁ ସ୍ଥାନର ବିକାଶ କରାଯାଇଛି। ଉଲ୍ଲେଖଯୋଗ୍ୟ,…

ଆମେରିକା: ରାଷ୍ଟ୍ରପତି ଦୌଡ଼ରେ ବିବେକ…

ଓଏଲ୍‌ ବ୍ୟୁରୋ: ଆମେରିକା ରାଷ୍ଟ୍ରପତି ନିର୍ବାଚନ ୨୦୨୪ ନଭେମ୍ବର ମାସରେ ଅନୁଷ୍ଠିତ ହେବ। ଏହି ହାଇଭୋଲଟେଜ ନିର୍ବାଚନକୁ ଦେଢ଼ ବର୍ଷରୁ ଅଧିକ ସମୟଥିବା ସତ୍ତ୍ବେ ଏବେଠୁ ଆରମ୍ଭ ହେଲାଣି ଅଙ୍କକଷା। ଭାରତୀୟ-ଆମେରିକୀୟ ଉଦ୍ୟୋଗପତି ବିବେକ ରାମସ୍ବାମୀ ଆମେରିକାର ୨୦୨୪ ରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀ…