Odisha Link
Bridging the Missing Links in Odisha
Daily Archives

February 24, 2023

ଆନନ୍ଦ ଟପ୍ପୋ ମୃତ୍ୟୁ ମାମଲା :…

ଓଏଲ୍‌ ବ୍ୟୁରୋ : ଦୀର୍ଘ ଦିନର ଆନନ୍ଦ ଟପ୍ପୋ ମୃତ୍ୟୁ ମାମଲାରେ ନୂଆ ମୋଡ଼। ଆନନ୍ଦ ଟପ୍ପୋଙ୍କ ମୃତ୍ୟୁକୁ ନେଇ କୋର୍ଟରେ ରିପୋର୍ଟ ଦାଖଲ କରିଛି କମିଶନରେଟ ପୁଲିସ୍। ଆନନ୍ଦ ଟପ୍ପୋଙ୍କ ମୃତ୍ୟୁ ଆତ୍ମହତ୍ୟା ଜନିତ ବୋଲି କମିଶନରେଟ ପୁଲିସ୍ ଦର୍ଶାଇଥିବା ଜଣା ପଡିଛି। ପୂର୍ବରୁ ଆନନ୍ଦଙ୍କ ହତ୍ୟା ମାମଲାରେ…

ପୁଅର ହତ୍ୟାକାରୀ ସାଜିଲା ବାପା

ଓଏଲ୍‌ ବ୍ୟୁରୋ : ଦିନକୁ ଦିନକୁ ମଦ୍ୟପଙ୍କ କାଣ୍ଡ ଓ ହିଂସା ବୃଦ୍ଧି ପାଇବାରେ ଲାଗିଛି। ବ୍ରହ୍ମପୁର ଜରଡ଼ା ଥାନା ଝାଡ଼ିଆମ୍ବ ଗାଁରେ ଘଟିଥିବା ଚାଂଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ବାପା ସାଜିଲା ପୁଅର ହତ୍ୟାକାରୀ। ଜଘନ୍ୟ କାଣ୍ଡ ଘଟାଇଥିବା ବାପା ଗାଁ ଦାଣ୍ଡରେ ନିଜ ପୁଅକୁ ଛୁରି ଭୁସି ମାରିଦେଇଥିବା ଜଣା…

ଯୁବକଙ୍କୁ ଗୁଳି କରି ହତ୍ୟା କଲେ ନକ୍ସଲ

ଓଏଲ୍‌ ବ୍ୟୁରୋ : ଉମରକୋଟରେ ଘଟିଥିବା ଏକ ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି। ନକ୍ସଲଙ୍କ ଗୁଳିରେ ଚାଲିଗଲା ଯୁବକଙ୍କ ଜୀବନ। ପୁଲିସ ଇନ୍‌ଫର୍ମର ସନ୍ଦେହରେ ରାଇଘର ଥାନା ହାତୀଗାଁର ଜଣେ ଯୁବକଙ୍କୁ ଗୁଳି କରି ହତ୍ୟା କରିଛନ୍ତି ନକ୍ସଲ। ଯୁବକଙ୍କୁ ନକ୍ସଲ ଗୁଳି କରି ମାରିଥିବାବେଳେ ଏକ ପୋଷ୍ଟର…

ଜାତୀୟ କନିଷ୍ଠ ମହିଳା ଖୋଖୋ ଖେଳାଳିଙ୍କ…

ଓଏଲ୍‌ ବ୍ୟୁରୋ : ବାରିଆ ଥାନା ନୟାଧନୁର୍ଜୟପୁର ଗ୍ରାମରେ ଘଟିଥିବା ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ବିଭିନ୍ନ ରାଜ୍ୟରେ ନିଜର ଖେଳ ପ୍ରତିଭା ଦେଖାଇବା ସହିତ ଦଳଗତ ଓ ବ୍ୟକ୍ତିଗତ ଭାବେ ବହୁ ପୁରସ୍କାରର ଅଧିକାରିଣୀ ହୋଇଥିବା ଜଣେ ଖୋଖୋ ଖେଳାଳି ଆତ୍ମହତ୍ୟା କରିଥିବା ଜଣା ପଡିଛି। ଆତ୍ମହତ୍ୟା କରିଥିବା…

ଆପ୍‌କୁ ଝଟକା, ମେୟର ନିର୍ବାଚନ ପରେ…

ଓଏଲ୍‌ ବ୍ୟୁରୋ: ଦିଲ୍ଲୀ ମହାନଗର ନିଗମ ନିର୍ବାଚନ ଜିତିବା ପରେ ଦିଲ୍ଲୀ ମେୟର ଓ ଡେପୁଟି ମେୟର ପଦ ହାତେଇବା ପରେ ଆମ୍‌ ଆଦମୀ ପାର୍ଟିକୁ ଲାଗିଛି ଝଟକା। ଏମସିଡି ନିର୍ବାଚନ ଜିତିଥିବା କାଉନସିଲର ପବନ ସେରାୱତ ଆଜି ଦଳ ବଦଳ କରିଛନ୍ତି। ସେ ଆପ୍‌କୁ ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି। ଆପ୍‌ ଛାଡ଼ି…

ସ୍ୱାସ୍ଥ୍ୟସେବାକୁ ନେଇ ସିଡିଏମ୍‌ଓ ଓ…

ଓଏଲ୍‌ ବ୍ୟୁରୋ : ଢେଙ୍କାନାଳ ଜିଲ୍ଲା ସିଡିଏମ୍‌ଓ ଓ ଏଡିଏମ୍‌ଓଙ୍କୁ ଚେତାବନୀ। ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସିଡିଏମ୍‌ଓ ଓ ଏଡିଏମ୍‌ଓଙ୍କୁ ଏକ ଘଣ୍ଟା ଅଟକ ରଖିଥିବା ଜଣା ପଡିଛି। ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବାକୁ ନେଇ ସିଡିଏମ୍‌ଓ ଓ ଏଡିଏମ୍‌ଓଙ୍କୁ ଅଟକ ରଖିଥିଲେ…

କମେଣ୍ଟ ମରା ପ୍ରତିବାଦକୁ କେନ୍ଦ୍ର କରି…

ଓଏଲ୍‌ ବ୍ୟୁରୋ : ବାଲେଶ୍ବର ସୋର ବେଲଦା ଛକରେ ଘଟିଥିବା ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ତିନି ଯୁବକଙ୍କ ମରଣାନ୍ତକ ଆକ୍ରମଣର ଶିକାର ହୋଇଛନ୍ତି ସ୍ବାମୀ, ସ୍ତ୍ରୀ ଓ ଦୁଇ ବର୍ଷର ଶିଶୁ କନ୍ୟା। କମେଣ୍ଟ ମରାକୁ କେନ୍ଦ୍ର କରି ଏଭଳି ତୁମୁଳକାଣ୍ଡ ହୋଇଥିବା କୁହାଯାଉଛି। ସୂଚନା ଅନୁସାରେ, ବାଇନଣ୍ଡା…

ଅସହ୍ୟ ହେଲାଣି ଖରା ; ତାପମାତ୍ରା ୪୦…

ଓଏଲ୍‌ ବ୍ୟୁରୋ : ଫେବ୍ରୁଆରୀ ମାସ ଶେଷ ନହଉଣୁ ଅସହ୍ୟ ହେଲାଣି ତାତି। ଗରମରେ କଲବଲ ହେଲେଣି ଓଡ଼ିଶାର ବିଭିନ୍ନ ଅଞ୍ଚଳବାସୀ। ଏବେଠୁ କଲବଲ କଲାଣି ଖରା। ଉପକୂଳରେ ପ୍ରବଳ ତାତି ସହ ବହୁଛି ଝାଞ୍ଜି ପବନ। ରାଜ୍ୟରେ ଗତ ନଭେମ୍ବରରୁ ବର୍ଷା ହୋଇନଥିବାରୁ ମାଟି ଶୁଷ୍କ ରହିଛି। ବାୟୁ ଚଳାଚଳ ମଧ୍ୟ ସଠିକ ଭାବରେ…

ଆଜି ଅପରାହ୍ନରେ ଆଗତ ହେବ ରାଜ୍ୟ ବଜେଟ୍

ଓଏଲ୍‌ ବ୍ୟୁରୋ : ଆଜି ଅପରାହ୍ନରେ ବିଧାନସଭାରେ ଆଗତ ହେବ ଚଳିତ ବର୍ଷର ପ୍ରଥମ ବଜେଟ୍। ରାଜ୍ୟ ଅର୍ଥମନ୍ତ୍ରୀ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିବେ। ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଚଳିତ ସରକାରଙ୍କର ଏହା ହେବ ଶେଷ ପୂର୍ଣ୍ଣାଙ୍ଗ ବଜେଟ। ଗତ ବର୍ଷ ତୁଳନାରେ ଏବର୍ଷ ପ୍ରାୟ ୧୫ ପ୍ରତିଶତ…