Odisha Link
Bridging the Missing Links in Odisha
Daily Archives

March 17, 2023

ଏଇଟା କଣ ମୋ ସରକାର, ଏଇଟା କଣ ୫-ଟି:…

ଓଏଲ୍‌ ବ୍ୟୁରୋ: ବିଧାନସଭାରେ ଜାରି ରହିଛି ଅଧିବେଶନ। ଗୃହରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଶାସକ-ବିରୋଧୀ ମୁହାଁମୁହିଁ। ଏହା ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ନିଯୁକ୍ତି ପାଇଥିବା ଅବସରପ୍ରାପ୍ତ ଅଫିସରଙ୍କୁ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି। ଗୃହରେ ପ୍ରବଳ ହଟ୍ଟଗୋଳ ସହ ନାରବାଜି ଦେଖିବାକୁ ମିଳିଛି।…

ଡ୍ରାଇଭର ଆନ୍ଦୋଳନର ପ୍ରଭାବ: ୨୮…

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ଜାରି ରହିଥିବା ଡ୍ରାଇଭର ଆନ୍ଦୋଳନକୁ ନେଇ ଅନେକ ଖବର ସାମ୍ନାକୁ ଆସିଛି। ଏଥିମଧ୍ୟରେ ଆଶ୍ଚର୍ଯ୍ୟ କରିଛି ଏକ ବାହାଘର ଘଟଣା। ଡ୍ରାଇଭର ଆନ୍ଦୋଳନ ଯୋଗୁଁ ଗାଡ଼ି ମିଳିଲାନି ଯାହା ଦ୍ୱାରା ଚାଲି ଚାଲି ଗଲା ବର। ରାୟଗଡା କଲ୍ୟାଣସିଂହପୁରରୁ ଏକ ଖବର ସାମ୍ନାକୁ ଆସିଛି। ବିବାହ ପାଇଁ ୪ଟି…

ଆନ୍ଦୋଳନ ଜାରି ରହିଛି, ଆଗକୁ ବି ଜାରି…

ଓଏଲ୍‌ ବ୍ୟୁରୋ: ବିଭିନ୍ନ ଦାବି ନେଇ ରାଜ୍ୟରେ ଡ୍ରାଇଭର ସଙ୍ଘ ପକ୍ଷରୁ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଜାରି ରହିଥିଲା। ସରକାର ୩ ମାସ ସୁଦ୍ଧା ସେମାନଙ୍କ ଦାବି ପୂରଣ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଏହା ଜାଣିବା ପରେ ଆଜି ବସ୍‌ ଚଳାଚଳ ସ୍ୱାଭାବିକ ହୋଇଛି। ହେଲେ ଆନ୍ଦୋଳନ ଜାରି ରହିବା ନେଇ ପୁଣି ଏକ…

ସପ୍ତାହେ ପାଇଁ ସିଲ୍ ହେଲା ରାଜଧାନୀର ଏକ…

ଓଏଲ୍‌ ବ୍ୟୁରୋ: ପରିଷ୍କାର ଓ ପରିଚ୍ଛନ୍ନତା ଏକ ସୁସ୍ଥ ସମାଜ ଗଠନ କରିବାରେ ସାହାଯ୍ୟ କରିଥାଏ। ଯାହା ଆମେ ସମସ୍ତେ ଅବଗତ ହେବା ନିହାତି ଆବଶ୍ୟକ। ଖାଲି ଅବଗତ ହେଲେ ହେବ ନାହିଁ ବରଂ ତାହାକୁ ପାଳନ କରିବା ସହ ପରିବେଶ ସୁରକ୍ଷା କରିବା ସମସ୍ତଙ୍କ କର୍ତବ୍ୟ। ପରିବେଶକୁ ସୁରକ୍ଷା ରଖିବା ପାଇଁ ସରକାର ବିଭିନ୍ନ…

ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌…

ଓଏଲ୍‌ ବ୍ୟୁରୋ: ବିଭିନ୍ନ ଦାବି ନେଇ ରାଜ୍ୟରେ ଡ୍ରାଇଭର ସଙ୍ଘ ପକ୍ଷରୁ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଜାରି ରହିଥିଲା। ଘରୋଇ ବସ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଦୁଇଦିନ ପରେ ଆଜି ରାଜ୍ୟରେ ବସ୍ ଚଳାଚଳ ସ୍ୱାଭାବିକ ହୋଇଛି। ଘରୋଇ ବସ୍‌ ମାଲିକ ସଂଘ ଆନ୍ଦୋଳନରୁ ଓହରିବା ପରେ ବିଭିନ୍ନ ସ୍ଥାନକୁ ବସ୍ ଚଳାଚଳ…

ଜଗତସିଂହପୁରରେ ଅଜଣା ଜନ୍ତୁ ଆତଙ୍କ,…

ଓଏଲ୍‌ ବ୍ୟୁରୋ: ଜଗତସିଂହପୁର ବିରିଡ଼ି ଥାନା ଶଙ୍ଖାରୀ ଅଞ୍ଚଳରେ ଅଜଣା ଜନ୍ତୁକୁ ନେଇ ଆତଙ୍କିତ ସ୍ଥାନୀୟ ଲୋକେ। ୬ ମେଣ୍ଢାକୁ ମାରିଦେଇଛି ଅଜଣା ଜନ୍ତୁ। ମେଣ୍ଢା ମୃତ୍ୟୁ ଖବର ପାଇ ଗାଁରେ ପହଞ୍ଚିଛନ୍ତି ଭେଟେନାରୀ ଟିମ୍। ତେବେ ମୃତ୍ୟୁର କାରଣ ସ୍ପଷ୍ଟ ନଥିବା କୁହାଯାଉଛି। ଯେହେତୁ ନିଆଳିରେ ଅଜଣା ଜନ୍ତୁ…

ସିଆଇଏସଏଫରେ ଅଗ୍ନିବୀରଙ୍କ ପାଇଁ ନୂତନ…

ଓଏଲ୍‌ ବ୍ୟୁରୋ: ଅଗ୍ନିବୀରଙ୍କ ପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ନୂତନ ସୁଯୋଗ ଘୋଷଣା କରାଯାଇଛି। କେନ୍ଦ୍ର ଗୃହମନ୍ତ୍ରଣାଳୟ, କେନ୍ଦ୍ର ଔଦ୍ୟୋଗିକ ସୁରକ୍ଷା ବଳ (ସିଆଇଏସଏଫ୍)ରେ ଅଗ୍ନିବୀରଙ୍କ ପାଇଁ ୧୦ପ୍ରତିଶତ ସଂରକ୍ଷଣ ଘୋଷଣା କରିଛନ୍ତି। ଅଗ୍ନିବୀରଙ୍କୁ ସଂରକ୍ଷଣ ସହ ସିଆଇଏସଏଫରେ ନିଯୁକ୍ତି ସମୟରେ ବୟସ…

ସଂସ୍କୃତି ମନ୍ତ୍ରୀଙ୍କୁ ଚିଠି ଲେଖିଲେ…

ଓଏଲ୍‌ ବ୍ୟୁରୋ: ଐତିହ୍ୟ ଓ କୀର୍ତ୍ତିରାଜିର ସୁରକ୍ଷାକୁ ନେଇ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ପତ୍ର ଦେଇଛନ୍ତି। ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସଆଇ)ର ସଂରକ୍ଷିତ ସ୍ଥାନ ଖୋର୍ଦ୍ଧା ଜିଲ୍ଲାର ଶିଶୁପାଳଗଡ଼ରେ ବ୍ୟାପକ ଖନନ ଓ ନିର୍ମାଣ କାର୍ଯ୍ୟକୁ ବନ୍ଦ କରିବା ସହ…