Odisha Link
Bridging the Missing Links in Odisha
Daily Archives

March 20, 2023

ମହାବଳ ଆକ୍ରମଣରେ ବୃଦ୍ଧା ମୃତ୍ୟୁ…

ଓଏଲ୍‌ ବ୍ୟୁରୋ: ମହାବଳ ବାଘକୁ ନେଇ ଆତଙ୍କିତ ଲୋକେ। ସୁନାବେଡ଼ା ଅଭୟାରଣ୍ୟ ଜଳମଡ଼େଇ ଗାଁରେ ମହାବଳକୁ ନେଇ ଆତଙ୍କ ସୃଷ୍ଟି ହୋଇଛି। ଜଣେ ବୃଦ୍ଧାଙ୍କୁ ମହାବଳ ବାଘ ମାରି ଦେଇଥିବା ଗ୍ରାମବାସୀମାନେ ଅଭିଯୋଗ କରିଥିବା ଜଣା ପଡିଛି।ଗ୍ରାମବାସୀଙ୍କ କହିବା ଅନୁସାରେ, ଗତକାଲି ସଂଧ୍ୟାରେ ଜଣେ ବୃଦ୍ଧାଙ୍କ ଘର…

ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ: ୪ଟା…

ଓଏଲ୍‌ ବ୍ୟୁରୋ: ବିଧାନସଭାରେ ଜାରି ରହିଛି ଅଧିବେଶନ। ବିଭିନ୍ନ ପ୍ରସଙ୍ଗକୁ ନେଇ ଶାସକ ଦଳ-ବିରୋଧୀ ମୁହାଁମୁହିଁ ହୋଇଥିବା ଜଣା ପଡୁଛି। ଆଜି ବିଧାନସଭା ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀଙ୍କ ହୋହଲ୍ଲା। ମାଟ୍ରିକ ପରକ୍ଷା ପ୍ରଶ୍ନପତ୍ର ଲିକ୍ ଅଭିଯୋଗରେ ହଟ୍ଟଗୋଳ ହୋଇଥିବା ସୂଚନା ମିଳିଛି। ଗୃହର ମଧ୍ୟ ଭାଗକୁ…

ରାଜ୍ୟରେ ଆଉ ୨ଦିନ ବର୍ଷାର ସମ୍ଭାବନା

ଓଏଲ୍‌ ବ୍ୟୁରୋ: ବର୍ଷାରେ ଭିଜିଛି ରାଜ୍ୟର ଅନେକ ଜିଲ୍ଲା। ପାଗ କୋହଲା ଥିବାବେଳେ ଅନେକ ସ୍ଥାନରେ ମୃଦୁ ପବନ ଅନୁଭୂତ ହେଉଛି। ଆଜି ସକାଳୁ ପଶ୍ଚିମାଝଡ଼ର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ପବନ ହୋଇଥିଲା। ତେବେ ଏହି ପଶ୍ଚିମାଝଡ଼ର ପ୍ରଭାବ ରାଜ୍ୟରେ ଆଉ ୨ଦିନ ଘଡ଼ଘଡ଼ି ସହ ବର୍ଷା ଲାଗି…

ସଲମାନ ଖାନଙ୍କୁ ଇ-ମେଲ ଯୋଗେ ହତ୍ୟା ଧମକ

ଓଏଲ୍‌ ବ୍ୟୁରୋ: ବଲିଉଡ ଜଗତର ଲୋକପ୍ରିୟ ଅଭିନେତା ସଲମାନ ଖାନଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଅଭିନେତା ସଲମାନ ଖାନଙ୍କୁ ହତ୍ୟା ଧମକ ଆସିଥିବା ଜଣା ପଡିଛି। ସଲମାନ ଖାନଙ୍କ ଇ-ମେଲ ଯୋଗେ ହତ୍ୟା ଧମକ ଆସିଛି। ଏହି ହତ୍ୟା ଧମକ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍ ତରଫରୁ ଇ-ମେଲ ଆସିଛି। ତେବେ ଏନେଇ…