ଡିଜେ ଆଜେକ୍ସ ମୃତ୍ୟୁ ଘଟଣା: ସମ୍ପୃକ୍ତ…
ଓଏଲ୍ ବ୍ୟୁରୋ: ଲୋକପ୍ରିୟ ଓଡ଼ିଆ ଡିଜେ ଆଜେକ୍ସ ମୃତ୍ୟୁ ମାମଲାକୁ ନେଇ ତଦନ୍ତ ଆରମ୍ଭ ହୋଇଛି। ଆଜେକ୍ସଙ୍କ ମୃତ୍ୟୁ ମାମଲାକୁ ନେଇ ଖାରବେଳନଗର ଥାନାରେ ତାଙ୍କ ବାନ୍ଧବୀଙ୍କ ବୟାନ ରେକର୍ଡ କରାଯାଇଛି। ଖାରବେଳନଗର ଥାନାର ସ୍ୱତନ୍ତ୍ର ଟିମ୍ ଦ୍ୱାରା ପଚରାଉଚରା କରାଯାଇଛି। ୧୬୧ ଧାରାରେ ବାନ୍ଧବୀଙ୍କର ବୟାନ…