Odisha Link
Bridging the Missing Links in Odisha

ଚିହ୍ନଟ ହେବେ ଅଣ ସଂଗଠିତ କର୍ମଚାରୀ, ହାଇକୋର୍ଟଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି

ଉଚ୍ଚସ୍ତରୀୟ କମିଟି ଗଠନ ଦ୍ୱାରା ଅଣ ସଂଗଠିତ କର୍ମଚାରୀଙ୍କ ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ନିମନ୍ତେ ନିର୍ଦ୍ଦେଶ ଦେଇଛି କୋର୍ଟ।

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ଅଣ ସଂଗଠିତ କର୍ମଚାରୀଙ୍କୁ ଚିହ୍ନଟ ପାଇଁ ହାଇକୋର୍ଟଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି। ହାଇକୋର୍ଟଙ୍କ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶ ଅନୁସାରେ, ମୁଖ୍ୟ ସଚିବଙ୍କ ନେତୃତ୍ୱରେ ଉଚ୍ଚସ୍ତରୀୟ କମିଟି ଗଠନ କରାଯିବ। ଉଚ୍ଚସ୍ତରୀୟ କମିଟି ଗଠନ ଦ୍ୱାରା ଅଣ ସଂଗଠିତ କର୍ମଚାରୀଙ୍କ ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ନିମନ୍ତେ ନିର୍ଦ୍ଦେଶ ଦେଇଛି କୋର୍ଟ। ତେବେ ଏନେଇ ଆସନ୍ତା ଜୁଲାଇ ୬ରେ ପରବର୍ତ୍ତୀ ଶୁଣାଣି ହେବ।

Leave A Reply

Your email address will not be published.