ଗଞ୍ଜାମକୁ ଏକ ନମ୍ବର ଜିଲ୍ଲା କରିବା:…
ଓଏଲ୍ ବ୍ୟୁରୋ: ଗଞ୍ଜାମ ଗସ୍ତରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ସେ କବିସୂର୍ଯ୍ୟନଗର ସମାବେଶରେ ଯୋଗ ଦେଇ ଗଞ୍ଜାମକୁ ଦେଶର ଏକ ନମ୍ବର ଜିଲ୍ଲା କରିବାକୁ ଉଦ୍ୟମ କରାଯିବ ବୋଲି ଆହ୍ବାନ ଦେଇଛନ୍ତି ନବୀନ ପଟ୍ଟନାୟକ।
ଜୟ ମା' ତାରାତାରିଣୀ କହି ଉଦବୋଧନ ଆରମ୍ଭ କରିଥିଲେ ନବୀନ…