୯ ବର୍ଷର ନାବାଳକକୁ ହତ୍ୟା ଘଟଣା:…
ଓଏଲ୍ ବ୍ୟୁରୋ: ୨୦୨୧ରେ ଜମିଜମା ବିବାଦରୁ ନାବାଳକକୁ ବିଲ ମଝିରେ ହତ୍ୟା କରିଥିବା ଖବର ସାମ୍ନାକୁ ଆସିଥିଲା। ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ବ୍ୟକ୍ତିଙ୍କ ନାମରେ ଥାନାରେ ଅଭିଯୋଗ ହୋଇଥିଲା। ପରେ ପୁଲିସ ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରିଥିଲା। ଗିରଫ ପରେ କୋର୍ଟ ଚାଲାଣ ହୋଇଥିଲା ଅଭିଯୁକ୍ତ। ବର୍ତମାନ ଏହି…