Odisha Link
Bridging the Missing Links in Odisha
Daily Archives

April 7, 2023

ପୁଣି ବଦଳିଲା ଟ୍ୱିଟର ଲୋଗୋ, ଫେରିଲା ନୀଳ…

ଓଏଲ୍‌ ବ୍ୟୁରୋ: ଗତ ୩ ତାରିଖରେ ବିଳମ୍ବିତ ରାତିରେ ଟ୍ୱିଟରରେ ବଡ଼ ଧରଣର ପରିବର୍ତ୍ତନ ହୋଇଥିଲା। ଟ୍ୱିଟରର ଲୋଗୋ ବଦଳି ନୀଳ ପକ୍ଷୀ ବଦଳରେ ‘ଡଗି’ ହୋଇଥିଲା ନୂଆ ଲୋଗୋ। ଏଲନ ମସ୍କ ଟ୍ୱିଟର ଲୋଗୋ ବଦଳାଇଥିବା ସୂଚନା ମିଳିଥିଲା। ମାତ୍ର ୪ଦିନରେ ପୁଣି ଥରେ ପୂର୍ବରୁ ଥିବା ନୀଳ ପକ୍ଷୀକୁ ଲୋଗୋ କରାଯାଇଛି।…

ଝୁଲନ୍ତା ଅବସ୍ଥାରେ ଘର ପିଲରରୁ ଉଦ୍ଧାର…

ଓଏଲ୍‌ ବ୍ୟୁରୋ: ନବରଙ୍ଗପୁର ଦର୍ଗାଗୁଡ଼ାରେ ଘଟିଥିବା ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଜଣେ ନାବାଳିକାଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି। ନବରଙ୍ଗପୁର ଦର୍ଗାଗୁଡ଼ାରେ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ନିଜ ଘର ପିଲରରେ ଓଢ଼ଣୀରେ ନାବାଳିକାଙ୍କ ମୃତଦେହ ଝୁଲୁଥିବା…

ଆଜି ଜାପାନିଜ୍‌ ନିବେଶକକାରୀଙ୍କୁ ଭେଟିବେ…

ଓଏଲ୍‌ ବ୍ୟୁରୋ: ଜାପାନ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦୁଇଦିନ ତଳେ ଜାପାନର ଟୋକିଓରେ ଓଡ଼ିଶା ବିଜନେସ୍ ମିଟରେ ଯୋଗଦାନ କରିଥିଲେ ମୁଖ୍ୟମନ୍ତ୍ରୀ। ବିଭିନ୍ନ ଶିଳ୍ପପତିଙ୍କୁ ଭେଟି ଆଲୋଚନା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ପୂର୍ବରୁ ନିପନ୍ ଷ୍ଟିଲ୍ କର୍ପୋରେସନ୍…

କରୋନା ଭୟ, ଦେଶରେ ୬ ହଜାର ଟପିଲା ଦୈନିକ…

ଓଏଲ୍‌ ବ୍ୟୁରୋ: ପୁଣି କାୟା ବିସ୍ତାର କଲାଣି କରୋନା ମହାମାରୀ। କରୋନା ଭୂତାଣୁକୁ ନେଇ ବଢ଼ିଲା ଦେଶବାସୀଙ୍କ ଚିନ୍ତା। କିଛି ମାସର ବ୍ୟବଧାନ ପରେ ଦେଶରେ କରୋନା ସଂକ୍ରମଣ ସଂଖ୍ୟା ଲଗାତର ଭାବେ ବୃଦ୍ଧି ପାଇଛି। ଆଜି ଦେଶରେ ୬ ହଜାର ୫୦ କରୋନା ପଜିଟିଭ ଚିହ୍ନଟ କରାଯାଇଛି। ସକ୍ରିୟ ରୋଗୀ ସଂଖ୍ୟା ୨୮ ହଜାର…

ବଲାଙ୍ଗିର ନକଲି ସାର୍ଟିଫିକେଟ ମାମଲା:…

ଓଏଲ୍‌ ବ୍ୟୁରୋ: ନକଲି ସାର୍ଟିଫିକେଟ ଦେଇ ଚାକିରୀ କରିବା ଘଟଣା ସାମ୍ନାକୁ ଆସିଥିଲା। ପ୍ରଥମେ ବଲାଙ୍ଗୀରରୁ ଧରାପଡିଥିବା ନକଲି ସାର୍ଟିଫିକେଟ ରାକେଟ ଏବେ ସାରା ରାଜ୍ୟରେ ବ୍ୟାପିଥିବା, ଧିରେ ଧିରେ ସାମ୍ନାକୁ ଆସିବାରେ ଲାଗିଛି। ନକଲି ସାର୍ଟିଫିକେଟ ମାମଲାରେ କ୍ରାଇମବ୍ରାଞ୍ଚ ଟିମ ବଲାଙ୍ଗୀର ଯାଇ ତଦନ୍ତ…

କୋଟିଏରୁ ଅଧିକ ଟଙ୍କା ଠକେଇ ଅଭିଯୋଗ, ଜଣେ…

ଓଏଲ୍‌ ବ୍ୟୁରୋ: ଜଣେ ମହିଳା କୋଟିଏରୁ ଅଧିକ ଟଙ୍କା ଠକେଇ କରିଥିବା ଅଭିଯୋଗ ସାମ୍ନାକୁ ଆସିଥିଲା। ଡାକ ବିଭାଗରେ କାର୍ଯ୍ୟରତ ଜଣେ ମହିଳା ଜମା ଟଙ୍କା ଲାକଙ୍କ ଠାରୁ ହଡପ କରୁଥିଲେ। ୨ ବର୍ଷ ହେବ ଠକ ମହିଳା ଜଣଙ୍କ ଜମାକାରୀଙ୍କ ଡିପୋଜିଟ ଟଙ୍କାକୁ ଧୂଳିସାତ କରିଚାଲିଥିଲେ। ତେବେ ଏନେଇ ଜମାକାରୀ ମାନେ…

ଓଡ଼ିଶାର ସମସ୍ତ ଦୋକାନ ଓ ବ୍ୟବସାୟିକ…

ଓଏଲ୍‌ ବ୍ୟୁରୋ: ଓଡ଼ିଶାରେ ଥିବା ସମସ୍ତ ଦୋକାନ ଓ ବ୍ୟବସାୟୀକ ଅନୁଷ୍ଠାନର ନାମଫଳକକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଓଡ଼ିଶାର ସମସ୍ତ ଦୋକାନ ଓ ବ୍ୟବସାୟୀକ ଅନୁଷ୍ଠାନରେ ଓଡ଼ିଆରେ ନାମଫଳକ ଲେଖିବା ବାଧ୍ୟତାମୂଳକ ହୋଇଥିବା ଜଣା ପଡିଛି। ପୂର୍ବରୁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁସାରେ ସମସ୍ତ…

ଆଜି କରୋନା ସମୀକ୍ଷା କରିବେ କେନ୍ଦ୍ର…

ଓଏଲ୍‌ ବ୍ୟୁରୋ: କରୋନା ଭୂତାଣୁକୁ ନେଇ ବଢ଼ିଲା ଚିନ୍ତା। ପୁଣି ଡ଼ରାଇଲାଣି କରୋନା ମହାମାରୀ। କିଛି ମାସର ବ୍ୟବଧାନ ପରେ ଦେଶରେ କରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇଛି। ଗତକାଲି ଦେଶରେ ୫ ହଜାର ଟପିଥିଲା ଦୈନିକ କରୋନା ସଂକ୍ରମଣ। ଗତକାଲି ୨୪ଘଣ୍ଟା ମଧ୍ୟରେ ୫ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ…