ଓଡ଼ିଶାରେ ଏବେ ଖାମଖିଆଲ ସରକାର ଚାଲିଛି:…
ଓଏଲ୍ ବ୍ୟୁରୋ: ପରିବାର ନିର୍ଦ୍ଦେଶାଳୟ ଗଠନ ନେଇ କ୍ୟାବିନେଟ ମୋହର ବାଜି ସାରିଛି। ଏହାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହେଉଥିବାବେଳେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିଜେପି ସାଂସଦ ଜୁଏଲ ଓରାମ। ଜୁଏଲ ଓରାମ କହିଛନ୍ତି, ଯେଉଁ ନିଷ୍ପତ୍ତି ହେଉଛି ମୁଖ୍ୟମନ୍ତ୍ରୀ ସେ ବାବଦରେ ସବିଶେଷ ତଥ୍ୟ…