Odisha Link
Bridging the Missing Links in Odisha
Daily Archives

April 12, 2023

ମୁଁ ପ୍ରତିଶ୍ରୁତି ଦେଉଛି, ଏ ବର୍ଷ ପାୱାର…

ଓଏଲ୍‌ ବ୍ୟୁରୋ: ଓଡ଼ିଶାରେ ଅସମ୍ଭାଳ ହେଲାଣି ତାତି। ରାଜ୍ୟରେ ଶୁଷ୍କ ଉଷ୍ମ ବାୟୁ ପ୍ରବାହ ବଢିବା ଯୋଗୁ ତାପାମାତ୍ରାରେ ମଧ୍ୟ ବୃଦ୍ଧି ପାଉଛି। ଉପକୂଳ ଓଡ଼ିଶା ସମେତ ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ତାପମାତ୍ରା ବଢିବାରେ ଲାଗିଛି। ସକାଳୁ ପ୍ରବଳ ତାତି ଅନୁଭୁତ ହେଉଛି। ଏମିତି ଗୁଳୁଗୁଳି ହେଉଛି, ଘରୁ ବାହାରିବାକୁ…

ଗିରଫ ହେଲେ ସଲମାନଙ୍କୁ ହତ୍ୟା ଧମକ…

ଓଏଲ୍‌ ବ୍ୟୁରୋ: ବଲିଉଡ ଜଗତର ଲୋକପ୍ରିୟ ଅଭିନେତା ସଲମାନ ଖାନଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଥିଲା। ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କୁ ଧମକ ପରେ ଧମକ ମିଳିବାରେ ଲାଗିଛି। କେହି ଜଣେ ଫୋନ କରି ସଲମାନଙ୍କୁ ହତ୍ୟା ଧମକ ଦେଇଛି। ତେବେ ଏହି କଲଟି ସଲମାନ ଖାନଙ୍କ ପାଖକୁ ନୁହେଁ ବରଂ ମୁମ୍ବାଇ ପୁଲିସ୍‌…

ସର୍ବାଧିକ ସମ୍ପତ୍ତି ଥିବା ୩…

ଓଏଲ୍‌ ବ୍ୟୁରୋ: ଧନୀ ତାଲିକାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଡିଆର୍ ରିପୋର୍ଟ ଦ୍ୱାରା ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁସାରେ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଂଚଳର ମୁଖ୍ୟମନ୍ତ୍ରୀଙ୍କ ହାରାହାରି ସମ୍ପତି ପ୍ରାୟ ୩୩କୋଟିରୁ ଅଧିକ। ସେହିଭଳି ୩୦ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଂଚଳରେ କାର୍ଯ୍ୟରତ ୩୦ ଜଣ…

ମୋଦୀଙ୍କୁ ଚିଠି ଲେଖିଲେ ୟୁକ୍ରେନ…

ଓଏଲ୍‌ ବ୍ୟୁରୋ: ଯୁଦ୍ଧରେ କ୍ଷତିଗ୍ରସ୍ତ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ସହାୟତା ପାଇଁ ଅନୁରୋଧ କରିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭ୍ଲୋଦମିର ଜେଲେନସ୍କି। ଏହି ଚିଠିକୁ ୟୁକ୍ରେନର ଡେପୁଟି ବୈଦେଶିକ ମନ୍ତ୍ରୀ ଇମିନେ ଡଜାଫାରଭା ଭାରତର ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ମୀନାକ୍ଷୀଙ୍କ…

ନୂଆ ଶିକ୍ଷାବର୍ଷ ପାଇଁ ପ୍ରକାଶ ପାଇଲା…

ଓଏଲ୍‌ ବ୍ୟୁରୋ: ନୂଆ ଶିକ୍ଷାବର୍ଷ (୨୦୨୩-୨୪) ପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ଶିକ୍ଷା କ୍ୟାଲେଣ୍ଡର ପ୍ରକାଶ ପାଇଥିବା ଜଣା ପଡିଛି। ଶିକ୍ଷା କ୍ୟାଲେଣ୍ଡର ଅନୁସାରେ ୨୩୨ ଦିନ ପାଠପଢ଼ା ହେବା ସହ ୧୩୩ ଦିନ ଛୁଟି ରହିଛି। ପ୍ରଥମରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୨୩୨ ଦିନ ପାଠପଢ଼ା ହେବାକୁ ଥିବା ବେଳେ ୮୦ଟି…

ଫେକ୍‌ ସାର୍ଟିଫିକେଟ ମାମଲାରେ ଗିରଫଦାରୀ…

ଓଏଲ୍‌ ବ୍ୟୁରୋ: ନକଲି ସାର୍ଟିଫିକେଟ ଦେଇ ଚାକିରୀ କରିବା ଘଟଣା ସାମ୍ନାକୁ ଆସିଥିଲା। ପ୍ରଥମେ ବଲାଙ୍ଗୀରରୁ ଧରାପଡିଥିବା ନକଲି ସାର୍ଟିଫିକେଟ ରାକେଟ ଏବେ ସାରା ରାଜ୍ୟରେ ବ୍ୟାପିଥିବା, ଧିରେ ଧିରେ ସାମ୍ନାକୁ ଆସିବାରେ ଲାଗିଛି। ନକଲି ସାର୍ଟିଫିକେଟ ମାମଲାରେ କ୍ରାଇମବ୍ରାଞ୍ଚ ଟିମ ବଲାଙ୍ଗୀର ଯାଇ ତଦନ୍ତ…

ଲକ୍ଷାଧିକ ଟଙ୍କାର ଚୋରି ସାମଗ୍ରୀ ଜବତ, ୪…

ଓଏଲ୍‌ ବ୍ୟୁରୋ: ନୀଳଗିରିରେ ବାରମ୍ବାର ଅନେକ ଚୋରି ହେଉଥିବା ଅଭିଯୋଗ ସାମ୍ନାକୁ ଆସୁଥିଲା। ଅଭିଯୋଗ କ୍ରମେ ନୀଳଗିରି ପୁଲିସ ତଦନ୍ତ ଜାରି କରିଥିଲା। ପୁଲିସ ୪ କୁଖ୍ୟାତ ଚୋରକୁ ଗିରଫ କରିବା ସହିତ ଲକ୍ଷାଧିକ ଟଙ୍କାର ଚୋରି ସାମଗ୍ରୀ ଜବତ କରିଥିବା ଜଣା ପଡିଛି। ଖବର ମୁତାବିକ, ଲକ୍ଷାଧିକ ଟଙ୍କାର ସାମଗ୍ରୀ…

ମିଲିଟାରୀ ଷ୍ଟେସନରେ ଗୁଳିମାଡ଼, ସର୍ଚ୍ଚ…

ଓଏଲ୍‌ ବ୍ୟୁରୋ: ପଞ୍ଜାବ ଭଟିଣ୍ଡା ମିଲିଟାରୀ ଷ୍ଟେସନରେ ଗୁଳିମାଡ଼ ହୋଇଥିବା ଖବର ସାମ୍ନାକୁ ଆସିଛି। ସକାଳ ପ୍ରାୟ ସାଢ଼େ ୪ଟାରେ ଗୁଳିମାଡ଼ ହୋଇଛି। ଏହି ଗୁଳିମାଡରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। ଗୁଳିକାଣ୍ଡ ପରେ ସର୍ଚ୍ଚ ଅପରେସନ ଜୋରଦାର କରାଯାଇଛି। କୁଇକ୍ ରିଆକସନ୍ ଟିମ୍ ଘଟଣାର ତଦନ୍ତ…

ଚିନ୍ତା ବଢ଼ାଇଲାଣି କରୋନା ମହାମାରୀ,…

ଓଏଲ୍‌ ବ୍ୟୁରୋ: ପୁଣି କାୟା ବିସ୍ତାର କଲାଣି କରୋନା ମହାମାରୀ। କରୋନା ଭୂତାଣୁକୁ ନେଇ ବଢ଼ିଲା ଦେଶବାସୀଙ୍କ ଚିନ୍ତା। ଗତ ୨୪ ଘଣ୍ଟାରେ ୭ ହଜାର ୮୩୦ ନୂଆ ମାମଲା ଚିହ୍ନଟ। ଦୈନିକ ପଜିଟିଭ ରେଟ୍ ରହିଛି ୩.୬%। ଆକ୍ଟିଭ କେସ୍ ସଂଖ୍ୟା ୪୦ ହଜାର ୨୧୫ଜଣ। କିଛି ମାସର ବ୍ୟବଧାନ ପରେ ଦେଶରେ କରୋନା ସଂକ୍ରମଣ…

ଅସହ୍ୟ ହେଲାଣି ତାତି, ମୁକାବିଲା ପାଇଁ…

ଓଏଲ୍‌ ବ୍ୟୁରୋ: ଓଡ଼ିଶାରେ ଅସମ୍ଭାଳ ହେଲାଣି ତାତି। ରାଜ୍ୟରେ ଶୁଷ୍କ ଉଷ୍ମ ବାୟୁ ପ୍ରବାହ ବଢିବା ଯୋଗୁ ତାପାମାତ୍ରାରେ ମଧ୍ୟ ବୃଦ୍ଧି ପାଉଛି। ଉପକୂଳ ଓଡ଼ିଶା ସମେତ ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ତାପମାତ୍ରା ବଢିବାରେ ଲାଗିଛି। ସକାଳୁ ପ୍ରବଳ ତାତି ଅନୁଭୁତ ହେଉଛି। ଏମିତି ଗୁଳୁଗୁଳି ହେଉଛି, ଘରୁ ବାହାରିବାକୁ…