ଛେନାପୋଡ଼କୁ ଜିଆଇ ମାନ୍ୟତା, ପଠାଣି…
ଭୁବନେଶ୍ବର: ନୟାଗଡ଼ ଜିଲ୍ଲାର ସାମାଜିକ-ସାଂସ୍କୃତିକ-ସାମୂହିକ ବିକାଶ ପାଇଁ ସର୍ବଦା କାର୍ଯ୍ୟ କରିଆସିଛି ନୟାଗଡ଼ ବିକାଶ ମଞ୍ଚ। ଆଜି ନୟାଗଡ଼ ବିକାଶ ମଞ୍ଚର ସଦସ୍ୟମାନେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ରାଜଭବନରେ ସାକ୍ଷାତ କରିବା ସହିତ ଜିଲ୍ଲାର ବିକାଶ ପାଇଁ ଗୁରୁତ୍ବପୂର୍ଣ୍ଣ ଦାବି ରଖିଛନ୍ତି।…