ସେନାବାହିନୀରେ ନିଯୁକ୍ତି ପାଇଁ ହେବ…
ଓଏଲ୍ ବ୍ୟୁରୋ: ସେନାବାହିନୀ ନିଯୁକ୍ତିକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି। ଏଣିକି ଅନଲାଇନରେ ହେବ ସେନାବାହିନୀ ନିଯୁକ୍ତି ପରୀକ୍ଷା। ଉଭୟ ଅଗ୍ନିବୀର ଓ ଅଣଅଗ୍ନିବୀର ସୈନିକ ନିଯୁକ୍ତି ପାଇଁ ଅନଲାଇନ ଟେଷ୍ଟ ହେବ ବୋଲି ସୂଚନା ରହିଛି। ଅନଲାଇନ ଜରିଆରେ ପ୍ରବେଶିକା ପରୀକ୍ଷା ଦେଇପାରିବେ ଇଚ୍ଛୁକ…