Odisha Link
Bridging the Missing Links in Odisha
Daily Archives

April 20, 2023

ଅସହ୍ୟ ଗ୍ରୀଷ୍ମ ପ୍ରବାହ, ଏକ ସରକାରୀ…

ଓଏଲ୍‌ ବ୍ୟୁରୋ: କୋଇଡାର ଏକ ସରକାରୀ ଛାତ୍ରୀନିବାସରେ ଘଟିଥିବା ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ୩୦ରୁ ଅଧିକ ଛାତ୍ରୀ ଅସୁସ୍ଥ ହୋଇ କେ. ବଲାଙ୍ଗ ମେଡିକାଲ୍‌ରେ ଭର୍ତ୍ତି ହୋଇଥିବା ଜଣା ପଡିଛି। ସ୍ୱଏମ୍ବା ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀମାନେ ଅସୁସ୍ଥ ହୋଇଛନ୍ତି। ୩୦ରୁ ଅଧିକ ଛାତ୍ରୀ ଅସୁସ୍ଥ…

ସମ୍ବଲପୁରରେ ଆଉ ୨ଦିନ ଇଣ୍ଟରନେଟ୍‌ ବନ୍ଦ,…

ଓଏଲ୍‌ ବ୍ୟୁରୋ: ସମ୍ବଲପୁରରେ ହନୁମାନ ଜୟନ୍ତୀ ରାଲି ସମୟରେ ହୋଇଥିବା ହିଂସାକାଣ୍ଡକୁ ନେଇ ଅନେକ ଘଟଣା ସାମ୍ନାକୁ ଆସିଛି। ସମ୍ବଲପୁର ଜିଲ୍ଲାରେ ୧୪୪ ଧାରା ଜାରି ରହିଛି। ଅନେକ ସ୍ଥାନରେ ପୁଲିସ ଛାଉଣୀ ରହିଥିବା ଦେଖିବାକୁ ମିଳିଛି। ଆଜିକୁ ୭ଦିନ ହେବ ସହରରେ ଇଣ୍ଟରନେଟ୍‌ ସେବା ବନ୍ଦ ରହିଛି। ବର୍ତ୍ତମାନ…

୨୫ ଲକ୍ଷ ଲାଞ୍ଚ ଅଭିଯୋଗରେ ନୟାଗଡ଼…

ନୟାଗଡ଼: ହରଡ଼ଘଣାରେ ନୟାଗଡ଼ ଜିଲ୍ଲାପାଳ ରବୀନ୍ଦ୍ରନାଥ ସାହୁ। ୨୫ ଲକ୍ଷ ଲାଞ୍ଚ ଅଭିଯୋଗରେ ଜିଲ୍ଲାପାଳଙ୍କ ନାମରେ ରୁଜୁ ହୋଇଛି ମାମଲା। ଯାହାକୁ ନେଇ ନୟାଗଡ଼ରେ ହଟଚମଟ ସୃଷ୍ଟି ହୋଇଛି। ଅନ୍ୟପଟେ ସଫେଇ ରଖିଛନ୍ତି ଜିଲ୍ଲାପାଳ। ଖବର ମୁତାବକ, ଏପ୍ରିଲ ୧୧ ତାରିଖରେ ଖଣିମାଲିକ ଚମ୍ପାଗଡ଼ର ସୁଶାନ୍ତ କୁମାର…

ବଢ଼ୁଛି ତାତି, କାଲିଠୁ ଖରା ଛୁଟି

ଭୁବନେଶ୍ବର: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ଏହାକୁ ନଜରରେ ରଖି ବଡ଼ ନିଷ୍ପତ୍ତି ନେଲେ ରାଜ୍ୟ ସରକାର। ବଢ଼ିଚାଲିିଥିବା ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆସନ୍ତାକାଲିଠୁ ରାଜ୍ୟର ସବୁ ସ୍କୁଲ ଛୁଟି ଘୋଷଣା କରାଯାଇଛି। ଓଡ଼ିଶାରରେ ଥିବା ଯୁକ୍ତ୨ ପର୍ଯ୍ୟନ୍ତ ଶିକ୍ଷା ପ୍ରଦାନ କରୁଥିବା ସମସ୍ତ…