୨୦୨୧ରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ,…
ଭୁବନେଶ୍ବର: କ୍ରୀଡ଼ାର ବିକାଶକୁ ଅଧିକ ଗୁରୁତ୍ବ ଦେଉଥିବା ଓଡ଼ିଶା ସରକାର ନେଲେ ଆଉ ଏକ ବଡ଼ ପଦକ୍ଷେପ। ଆଗାମୀ ୧୦ ବର୍ଷ ପାଇଁ ଭାରତୀୟ ହକି ଟିମର ପ୍ରାୟୋଜକ ଭାବେ ଓଡ଼ିଶା ରହିବା ନେଇ କ୍ୟାବିନେଟରେ ଅନୁମୋଦନ ମିଳିଛି। ଅର୍ଥାତ ୨୦୩୩ ପର୍ଯ୍ୟନ୍ତ ଭାରତୀୟ ହକି ଟିମର ପ୍ରାୟୋଜକ ହୋଇ ରହିବ ଓଡ଼ିଶା। ଏହି…