ସମ୍ବଲପୁରରେ ରାଷ୍ଟ୍ରବିରୋଧୀ ଶକ୍ତି…
ଓଏଲ୍ ବ୍ୟୁରୋ: ଗୁଡୁ ମୁସଲିମକୁ ନେଇ ସାରା ରାଜ୍ୟରେ ଜୋର ଚର୍ଚ୍ଚା ହେଉଛି। ଗୁଡୁ ମୁସଲିମର ବରଗଡ଼ ଆସିବା ନେଇ ସାଂସଦ ସୁରେଶ ପୂଜାରୀ ନିଜର ମନ୍ତବ୍ୟ ରଖିଛନ୍ତି। ସେ ଗଣମାଧ୍ୟମ ଆଗରେ କହିଛନ୍ତି ଯେ, ସମ୍ବଲପୁରରେ ରାଷ୍ଟ୍ରବିରୋଧୀ ଶକ୍ତି ଉପସ୍ଥିତ ଥିବା ସ୍ପଷ୍ଟ ହୋଇଛି। ୧୨ ତାରିଖ ସମ୍ବଲପୁର ହିଂସାରେ…