ବାଲୁକା କଳାରେ ସଚିନ ତେନ୍ଦୁଲକରଙ୍କୁ…
ଓଏଲ୍ ବ୍ୟୁରୋ: ଭାରତର କିମ୍ବଦନ୍ତୀ କ୍ରିକେଟ ଖେଳାଳି ମାଷ୍ଟର ବ୍ଲାଷ୍ଟର ସଚିନ୍ ତେନ୍ଦୁଲକରଙ୍କ ଆଜି ଜନ୍ମଦିନ। ଆଜି ୫୦ ବର୍ଷରେ ପାଦ ଥାପିଛନ୍ତି ଗଡ୍ ଅଫ୍ କ୍ରିକେଟ ସଚିନ ତେନ୍ଦୁଲକର। ସେ ୧୯୭୩ ଏପ୍ରିଲ୍ ୨୪ରେ ମୁମ୍ବାଇଠାରେ ଜନ୍ମ ଗ୍ରହଣ କରିଥିଲେ। ମୈଦାନରୁ ଆଉଟ, ଫ୍ୟାନସଙ୍କ ହୃଦୟରେ ସେ ସର୍ବଦା…