Odisha Link
Bridging the Missing Links in Odisha
Daily Archives

April 25, 2023

ଭୂକମ୍ପରେ ଥରିଲା ଇଣ୍ଡୋନେସିଆ, ୨ଘଣ୍ଟା…

ଓଏଲ୍‌ ବ୍ୟୁରୋ: ଭୂମିକମ୍ପରେ ଥରିଲା ଇଣ୍ଡୋନେସିଆ। ରିକ୍ଟର ସ୍କେଲ୍‌ରେ ଭୂମିକମ୍ପର ତୀବ୍ରତା ୭.୩ ରେକର୍ଡ କରାଯାଇଛି। ସୁମାତ୍ରା ଦ୍ବୀପର ପଶ୍ଚିମରେ ଭୂମିକମ୍ପର କେନ୍ଦ୍ରସ୍ଥଳ। ସେଠାରେ ଦୁଇ ଘଣ୍ଟା ପାଇଁ ସୁନାମି ଚେତାବନୀ ଜାରି କରାଯାଇଛି। ଏହି ବଡଧରଣର ଭୂକଂପରେ କେତେ ପରିମାଣରେ କ୍ଷୟକ୍ଷତି ହୋଇଛି…

ସମ୍ବଲପୁରରେ ସ୍ୱାଭାବିକ ହେଉଛି…

ଓଏଲ୍‌ ବ୍ୟୁରୋ: ସମ୍ବଲପୁରରେ ପୁଣି କୋହଳ ହେଲା କର୍ଫ୍ୟୁ। ଧୀରେ ଧୀରେ ସ୍ୱାଭାବିକ ହେଉଛି ସମ୍ବଲପୁର ସହରରେ ଜୀବନଯାତ୍ରା। ଲୋକମାନେ ନିଜ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ କିଣିବା ପାଇଁ ବାହାରକୁ ଆସୁଛନ୍ତି। ଦୀର୍ଘ ଦିନର ବ୍ୟବଧାନ ସମ୍ବଲପୁରରେ ମୋବାଇଲ ଇଣ୍ଟରନେଟ ସେବା ଉପଲବ୍ଧ ହୋଇଛି। ସମ୍ବଲପୁରରେ…

ବିସ୍ଫୋରଣରେ ଉଡ଼ିଗଲା ପୁଲିସ ଷ୍ଟେସନ, ୧୨…

ଓଏଲ୍‌ ବ୍ୟୁରୋ: ପାକିସ୍ତାନରେ ଭୟଙ୍କର ବିସ୍ଫୋରଣ। ଉଡ଼ିଗଲା ପୁଲିସ ଷ୍ଟେସନ। ଚାଲିଗଲା ୧୨ରୁ ଉର୍ଦ୍ଧ୍ବ ପୁଲିସଙ୍କ ଜୀବନ। ଏଥିସହିତ ୪୦ରୁ ଅଧିକ ଆହତ ହୋଇଛନ୍ତି। ଏଭଳି ଘଟଣା ଗତକାଲି ରାତିରେ ପାକିସ୍ତାନର ସ୍ବାତରେ ଘଟିଛି। ଯାହାଫଳରେ ସେହି ଅଞ୍ଚଳରେ ଆତଙ୍କ ଖେଳି ଯାଇଛି। ଗତକାଲି ସୋମବାର ଦିନ…

କରୋନା ଭୟ; ରାଜ୍ୟକୁ ଫେରିଲା ମାସ୍କ,…

ଓଏଲ୍‌ ବ୍ୟୁରୋ: ପୁଣି ଭୟ ବଢ଼ାଇଲାଣି କରୋନା ମହାମାରୀ। ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁଥିବାରୁ ପୁଣି ଫେରିଲା ମାସ୍କ। ସମସ୍ତ ସ୍ୱାସ୍ଥ୍ୟ ପ୍ରତିଷ୍ଠାନରେ ମାସ୍କକୁ ବାଧ୍ୟତାମୂଳକ କଲେ ସରକାର। ଚିକିତ୍ସାଳୟରେ ଡ୍ୟୁଟିରେ ଥିବା ବେଳେ ସମସ୍ତେ ବାଧ୍ୟତାମୂଳକ ଭାବେ ମାସ୍କ ପିନ୍ଧିବେ। ନିବୁଜ ଘରେ ଏକାଧିକ…

ଭିସୁଟ ଛାତ୍ରୀ ଚିନ୍ମୟୀ ସାହୁ ମୃତ୍ୟୁ…

ଓଏଲ୍‌ ବ୍ୟୁରୋ: ଭିସୁଟର ପୂର୍ବତନ ଛାତ୍ରୀ ଚିନ୍ମୟୀ ସାହୁଙ୍କ ମୃତ୍ୟୁ ଘଟଣାରେ ନୂଆ ମୋଡ଼। ଚିନ୍ମୟୀ ସାହୁଙ୍କ ଭିସେରା ରିପୋର୍ଟରେ ଇଥାଇଲ ଆଲକହଲ ସେବନ କରିଥିବା ସୂଚନା ରହିଛି। ରିପୋର୍ଟ ଅନୁସାରେ ମୃତ୍ୟୁ ପୂର୍ବରୁ ସେ ଆଲକହଲ ସେବନ କରିଥିବା ସ୍ପଷ୍ଟ ହୋଇଛି ବୋଲି ସମ୍ବଲପୁର ଏସ୍‌ପି ବି. ଗଙ୍ଗାଧର…