Odisha Link
Bridging the Missing Links in Odisha
Daily Archives

April 26, 2023

ଇଭି ସବସିଡି ବଢ଼ାଇଲେ ରାଜ୍ୟ ସରକାର

ଭୁବନେଶ୍ବର: ବର୍ତ୍ତମାନ ବ୍ୟାଟେରି ଚାଳିତ ଯାନର ଚାହିଦା ଅଧିକ ଦେଖିବାକୁ ମିଳିଛି। ଆଉ ବ୍ୟାଟେରି ଚାଳିତ ଯାନର ବିକ୍ରି ମଧ୍ୟ ଆସ୍ତେ ଆସ୍ତେ ବଢ଼ିବାରେ ଲାଗିଛି। ଏସବୁ ମଧ୍ୟରେ ରାଜ୍ୟ ସରକାର କରିଛନ୍ତି ବଡ଼ ଘୋଷଣା। ବ୍ୟାଟେରି ଚାଳିତ ଯାନ ବିକ୍ରି ବୃଦ୍ଧି ପାଇଁ ସବସିଡି ବଢ଼ାଇଛନ୍ତି ରାଜ୍ୟ ସରକାର। ଏନେଇ…

ପ୍ରତିବର୍ଷ ଭଳି ଜୁନ୍ ୧୮ ଓ ୧୯ରେ ବାତ୍ୟା…

ଓଏଲ୍‌ ବ୍ୟୁରୋ: ଆଜି ଗ୍ରୀଷ୍ମକାଳୀନ ବାତ୍ୟା ମୁକାବିଲା ପାଇଁ ପୂର୍ବ ପ୍ରସ୍ତୁତି ବୈଠକ ହୋଇଛି। ଲୋକସେବା ଭବନରେ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଛି। ବାତ୍ୟା ସୂଚନା, ଓଡ୍ରାଫ, ଏନଡିଆରଏଫ, ଅଗ୍ନିଶମର ପ୍ରସ୍ତୁତି ନେଇ ଆଲୋଚନା ହୋଇଛି। ଖରାଦିନେ ବାତ୍ୟା ତାଣ୍ଡବ ସୃଷ୍ଟି…

ଯାଜପୁରର ଏକ ଘରୋଇ ନର୍ସିଂ କଲେଜରୁ…

ଓଏଲ୍‌ ବ୍ୟୁରୋ: ଯାଜପୁରରେ ଘଟିଥିବା ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ନର୍ସିଂ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତ ଛାତ୍ରୀ ଜଣକ ଯାଜପୁର ରୋଡ ସ୍ଥିତ ଘରୋଇ ନର୍ସିଂ କଲେଜର ୨ୟ ବର୍ଷ ଛାତ୍ରୀ। କଲେଜ ହଷ୍ଟେଲ ରୁମରୁ ମିଳିଲା ମୃତଦେହ। ଛାତ୍ରୀ ଜଣକ ଆତ୍ମହତ୍ୟା କରିଥିବା କୁହାଯାଉଛି।…

ଛତିଶଗଡ଼ରେ ନକ୍ସଲ ହମଲା, ଓଡ଼ିଶାର ୩…

ଓଏଲ୍‌ ବ୍ୟୁରୋ: ଛତିଶଗଡ଼ ଦନ୍ତେୱାଡ଼ାରେ ଘଟିଥିବା ଏକ ଦୁଖଦଃ ଖବର ସାମ୍ନାକୁ ଆସିଛି। ଛତିଶଗଡରେ ବଡ ଧରଣର ନକ୍ସଲ ଆକ୍ରମଣ। ଆଇଇଡି ବିସ୍ଫୋରଣରେ ୧୧ ଜଣ ଯବାନ ସହିଦ ହୋଇଛନ୍ତି। ଦାନ୍ତେୱାଡାର ଅରନପୁର ଅଞ୍ଚଳର ଘଟଣା ଘଟିଛି। ୧୦ ଜଣ ଡିଆରଜି ଯବାନଙ୍କ ସହ ଜଣେ ଡ୍ରାଇଭର ସହିଦ ହୋଇଛନ୍ତି। ବିସ୍ଫୋରଣ କରି…

ପୁରୀରେ ରଥ ନିର୍ମାଣ ସେବକଙ୍କ ପାଇଁ…

ଓଏଲ୍‌ ବ୍ୟୁରୋ: ଘୋଷଯାତ୍ରା ପାଇଁ ଆରମ୍ଭ ହୋଇଛି ରଥ ନିର୍ମାଣ କାର୍ଯ୍ୟ। ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ ସେବକଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରଥ ଖଳାରେ କାର୍ଯ୍ୟରତ ସେବକଙ୍କ ପାଇଁ ବୀମା ଘୋଷଣା କରାଯାଇଛି। ୫ ଲକ୍ଷ ଟଙ୍କାର ଦୁର୍ଘଟଣା ବୀମା ଘୋଷଣା କରାଯାଇଛି। ଅକ୍ଷୟ…

ଛତିଶଗଡ଼ରେ ବଡ଼ ଧରଣର ନକ୍ସଲ ଆକ୍ରମଣ,…

ଓଏଲ୍‌ ବ୍ୟୁରୋ: ଛତିଶଗଡ଼ ଦନ୍ତେୱାଡ଼ାରେ ଘଟିଥିବା ଏକ ଦୁଖଦଃ ଖବର ସାମ୍ନାକୁ ଆସିଛି। ଛତିଶଗଡରେ ବଡ ଧରଣର ନକ୍ସଲ ଆକ୍ରମଣ। ଆଇଇଡି ବିସ୍ଫୋରଣରେ ୧୧ ଜଣ ଯବାନ ସହିଦ। ଦାନ୍ତେୱାଡାର ଅରନପୁର ଅଞ୍ଚଳର ଘଟଣା। ୧୦ ଜଣ ଡିଆରଜି ଯବାନଙ୍କ ସହ ଜଣେ ଡ୍ରାଇଭର ସହିଦ ହୋଇଛନ୍ତି। ବିସ୍ଫୋରଣ କରି ଯବାନଙ୍କ ଗାଡ଼ି…

ବିବାଦରେ ଡବ୍ଲୁଏଫଆଇ ସଭାପତି, ଗତ ୪ ଦିନ…

ଓଏଲ୍‌ ବ୍ୟୁରୋ: ପୁଣି ଥରେ ବିବାଦରେ କୁସ୍ତି ସଂଘ ସଭାପତି। ଡବ୍ଲୁଏଫଆଇ ସଭାପତିଙ୍କ ନାଁରେ ଥାନାରେ ଅଭିଯୋଗ ଆଣିଛନ୍ତି କୁସ୍ତି ଯୋଦ୍ଧା। ଧାରଣାରେ ବସିବା ପରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ଧାରଣାରତ ୭ କୁସ୍ତି ଯୋଦ୍ଧା। ଭିନେଶ ଫୋଗଟ୍‌ଙ୍କ ସମେତ ୭ କୁସ୍ତି ଯୋଦ୍ଧା ସର୍ବୋଚ୍ଚ କୋର୍ଟଙ୍କ…

ବ୍ୟାଙ୍କ କର୍ମଚାରୀଙ୍କୁ ତାଲା ପକାଇ…

ଓଏଲ୍‌ ବ୍ୟୁରୋ: ଲୋକମାନେ ଯେତେ ସତର୍କତା ଅବଲମ୍ବନ କରୁଛନ୍ତି ଲୁଟେରା ମାନେ ବିଭିନ୍ନ ଉପାୟ ଅବଲମ୍ବନ କରି ଲୁଟିବାରେ ଲାଗିଛନ୍ତି। ବାଲେଶ୍ୱର ସ୍ଥିତ ଚନ୍ଦନେଶ୍ୱର ୟୁନିୟନ ବ୍ୟାଙ୍କରୁ ବଡ଼ ଧରଣର ଲୁଟ୍ ହୋଇଥିବା ଖବର ସାମ୍ନାକୁ ଆସିଛି। ପ୍ରଥମେ ଲୁଟେରା ବ୍ୟାଙ୍କ କର୍ମଚାରୀଙ୍କୁ ତାଲା ପକାଇଥିଲେ। ପରେ…

ବିଜେବି କଲେଜରେ ଗଣ୍ଡଗୋଳ ଘଟଣା:…

ଓଏଲ୍‌ ବ୍ୟୁରୋ: କ୍ରିକେଟ ଖେଳକୁ ନେଇ ବିଜେବି କଲେଜ ପରିସରରେ ମହାଭାରତ ଦେଖିବାକୁ ମିଳିଥିଲା। ବିଜେବି କଲେଜ କ୍ୟାମ୍ପସରେ ଛାତ୍ରଙ୍କୁ ଆକ୍ରମଣ ହୋଇଥିଲା। ଛାତ୍ରଙ୍କୁ ଅଣଛାତ୍ର ଆକ୍ରମଣ କରଥିବା ଅଭିଯୋଗ ହୋଇଥିଲା। ବିଜେବି କଲେଜରେ ଅଣଛାତ୍ର ପ୍ରବେଶ ଘଟଣାକୁ ନେଇ ବଡ଼ ନିଷ୍ପତି ହୋଇଛି। ଅଣଛାତ୍ର ପ୍ରବେଶ…

ଫେକ୍‌ ସାର୍ଟିଫିକେଟକୁ ରୋକିବ ୟୁନିକ…

ଓଏଲ୍‌ ବ୍ୟୁରୋ: ନକଲି ସାର୍ଟିଫିକେଟ ଦେଇ ଚାକିରୀ କରିବା ଘଟଣା ସାମ୍ନାକୁ ଆସିଥିଲା। ପ୍ରଥମେ ବଲାଙ୍ଗୀରରୁ ଧରାପଡିଥିବା ନକଲି ସାର୍ଟିଫିକେଟ ରାକେଟ ଏବେ ସାରା ରାଜ୍ୟରେ ବ୍ୟାପିଥିବା, ଧିରେ ଧିରେ ସାମ୍ନାକୁ ଆସିବାରେ ଲାଗିଛି। ନକଲି ସାର୍ଟିଫିକେଟ ମାମଲାରେ କ୍ରାଇମବ୍ରାଞ୍ଚ ଟିମ ବଲାଙ୍ଗୀର ଯାଇ ତଦନ୍ତ…