Odisha Link
Bridging the Missing Links in Odisha
Daily Archives

April 26, 2023

ଛତିଶଗଡ଼ କଲ୍‌ମା ବ୍ୟାରେଜର ଆଉ ୨୦ଟି…

ଓଏଲ୍‌ ବ୍ୟୁରୋ: ମହାନଦୀ ଜଳକୁ ନେଇ ଲାଗି ରହିଛି ବିବାଦ। କଲମା ବ୍ୟାରେଜର ୨୦ଟି ଗେଟ୍ ଖୋଲିଲା ଛତିଶଗଡ଼। ଜଳସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ମହାନ୍ତି ଏନେଇ ସୂଚନା ଦେଇଛନ୍ତି। ଗତକାଲି ୧୭ଟି ଗେଟ୍ ଖୋଲିଥିଲା, ଆଜି ୨୦ଟି ଖୋଲିଛି। ଟ୍ରିବ୍ୟୁନାଲ ଟିମ୍ ଓଡ଼ିଶା ଆସୁଥିବାରୁ ଛତିଶଗଡ଼ ଖୋଲି…

ରାଜ୍ୟରେ ଆସନ୍ତା ୨୯ ଯାଏଁ କୁଆପଥର…

ଓଏଲ୍‌ ବ୍ୟୁରୋ: ଅସହ୍ୟ ତାତିରୁ ମିଳିଲା ତ୍ରାହି। କାଳବୈଶାଖୀ ପ୍ରଭାବରେ ମୟୂରଭଞ୍ଜ, କେନ୍ଦୁଝର, କନ୍ଧମାଳ ଓ ଦେବଗଡ଼ ଆଦି ଜିଲ୍ଲାର କିଛି ସ୍ଥାନରେ କୁଆପଥର ବର୍ଷା ମଧ୍ୟ ହୋଇଯାଇଛି। ରାଜ୍ୟର ବିଭିନ୍ନ ଜିଲ୍ଲାରେ ପୁଣି କାଳବୈଶାଖୀ ବର୍ଷା ହେବାର ଆଶଙ୍କା। ଆସନ୍ତା ୨୯ ତାରିଖ ଯାଏ ତାପମାତ୍ରା ରହିବ…

ବିଜ୍ଞାନ ବହିରୁ ହଟିଲା ଡାରୱିନ୍‌ ଥିଓରୀ,…

ଓଏଲ୍‌ ବ୍ୟୁରୋ: ଏନ୍‌ସିଇଆର୍‌ଟି ବିଜ୍ଞାନ ବହିରୁ ହଟିଲା ଚାର୍ଲ୍ସ ଡାରୱିନଙ୍କ ଇଭୋଲ୍ୟୁସନ ଥିଓରୀ ବା କ୍ରମ ବିବର୍ତ୍ତନ ବାଦ। ଯାହାକୁ ନେଇ ଭାରତର ବୈଜ୍ଞାନିକମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହ ଏନ୍‌ସିଇଆର୍‌ଟିକୁ ଚିଠି ଲେଖିଛନ୍ତି। ତେବେ ଏହି କଥାକୁ ନେଇ କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ…

ଭୟ ବଢ଼ାଇଲାଣି କରୋନା; ରାଜ୍ୟରେ ୫୪୨ ନୂଆ…

ଓଏଲ୍‌ ବ୍ୟୁରୋ: ପୁଣି ଭୟ ବଢ଼ାଇଲାଣି କରୋନା ମହାମାରୀ। ରାଜ୍ୟରେ ଗତ ୨୪ ଘଣ୍ଟାରେ ୫୪୨ ସଂକ୍ରମିତ ଚିହ୍ନଟ କରାଯାଇଛି। ଗତକାଲି ସୁନ୍ଦରଗଡ଼ରେ ସର୍ବାଧିକ ୧୨୫ ଆକ୍ରାନ୍ତ ଚିହ୍ନଟ କରାଯାଇଥିଲା। ସମ୍ବଲପୁରରେ ୭୧ଜଣ, କଟକରେ ୬୫ଜଣ ଚିହ୍ନଟ ହୋଇଥିବାବେଳେ ମୟୂରଭଞ୍ଜରେ ୨୮ଜଣ, ଖୋର୍ଦ୍ଧାରେ ୨୭ଜଣ ଚିହ୍ନଟ…

ମହାନଦୀ ଟ୍ରିବ୍ୟୁନାଲ ଗସ୍ତ ପୂର୍ବରୁ…

ଓଏଲ୍‌ ବ୍ୟୁରୋ: ମହାନଦୀ ଜଳକୁ ନେଇ ଲାଗି ରହିଛି ବିବାଦ। ତେବେ ଏଇ ଜଳ ବିବାଦ ନେଇ ଟ୍ରିବ୍ୟୁନାଲଙ୍କ ଗସ୍ତ ପୂର୍ବରୁ ଖୋଲିଲା କଲ୍‌ମାର ୧୭ ଗେଟ୍‌। ଆସନ୍ତା ୨୯ ତାରିଖରେ ଛତିଶଗଡ଼ ଗସ୍ତ କରିବେ ଟ୍ରିବ୍ୟୁନାଲ। କଲମାରେ ସର୍ବାଧିକ ଜଳ ଧାରଣ କ୍ଷମତା ୧୯୭ ମିଟର ଛୁଇଁ ଯାଇଥିବାରୁ ନିଜ ଛବିକୁ ସ୍ୱଚ୍ଛ ରଖିବା…

କରୋନା ଭୟ, ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ…

ଓଏଲ୍‌ ବ୍ୟୁରୋ: ମୁଣ୍ଡ ଟେକିଲାଣି କରୋନା ସଂକ୍ରମଣ। ଦେଶରେ ଗତ ୨୪ ଘଣ୍ଟାରେ ୯,୬୨୯ କୋଭିଡ ଆକ୍ରାନ୍ତ ଚିହ୍ନଟ କରାଯାଇଛି। ଦିନକରେ ସୁସ୍ଥ ହୋଇଛନ୍ତି ୧୧,୯୬୭ ଆକ୍ରାନ୍ତ। ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୬୧,୦୧୩କୁ ବୃଦ୍ଧି ପାଇଛି। ଏହାକୁ ଦେଖି ରାଜ୍ୟ ସରକାର ସତର୍କତା ମୂଳକ ପଦକ୍ଷେପ ଗ୍ରହଣ…

ପରଲୋକରେ ପ୍ରକାଶ ସିଂ ବାଦଲ,…

ଓଏଲ୍‌ ବ୍ୟୁରୋ: ପରଲୋକରେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂ ବାଦଲ। ତାଙ୍କ ମୃତ୍ୟୁ ପରେ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି। ଏଥିସହିତ ୨ଦିନିଆ ରାଷ୍ଟ୍ରୀୟ ଶୋକ ମଧ୍ୟ ପାଳନ କରାଯାଉଛି। ତେବେ ପ୍ରକାଶ ସିଂହ ବାଦଲଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ଆଜି ଗ୍ରୀଷ୍ମକାଳୀନ ବାତ୍ୟା ମୁକାବିଲା…

ଓଏଲ୍‌ ବ୍ୟୁରୋ: ଆଜି ବସିବ ଗ୍ରୀଷ୍ମକାଳୀନ ବାତ୍ୟା ମୁକାବିଲା ପାଇଁ ପୂର୍ବ ପ୍ରସ୍ତୁତି ବୈଠକ। ଲୋକସେବା ଭବନରେ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ହେବ ଏହି ବୈଠକ। ଖରାଦିନେ ବାତ୍ୟା ତାଣ୍ଡବ ସୃଷ୍ଟି କରୁଥିବାରୁ ପ୍ରସ୍ତୁତି ବୈଠକ ହେବ ବୋଲି ସୂଚନା ରହିଛି। ବାତ୍ୟା ସୂଚନା, ଓଡ୍ରାଫ, ଏନଡିଆରଏଫ, ଅଗ୍ନିଶମର…

ସୁଦାନରେ ‘ଅପରେସନ କାବେରୀ’ ଜୋରଦାର,…

ଓଏଲ୍‌ ବ୍ୟୁରୋ: ଆଫ୍ରିକୀୟ ଦେଶ ସୁଦାନରେ ଫସିଥିବା ଭାରତୀୟଙ୍କୁ ଉଦ୍ଧାର ଲାଗି ଅପରେସନ କାବେରୀ ଆରମ୍ଭ କରାଯାଇଛି। ବର୍ତ୍ତମାନ ସୁଦ୍ଧା ୫୦୦ରୁ ଅଧିକ ଭାରତୀୟଙ୍କୁ ଉଦ୍ଧାର କରାଯାଇଛି। ପ୍ରଥମ ବ୍ୟାଚରେ ୨୭୮ ଯାତ୍ରୀଙ୍କୁ ଧରି ସୁଦାନ ଛାଡ଼ିଥିଲା ଜାହାଜ ସୁମେଧା। ୨ୟ ପର୍ଯ୍ୟାୟରେ ୧୪୮ ଉଦ୍ଧାର ହୋଇଥିଲେ।…