Odisha Link
Bridging the Missing Links in Odisha
Daily Archives

April 27, 2023

୫ ବର୍ଷ ହେଲା ରତ୍ନଭଣ୍ଡାର କାହିଁକି ଖୋଲା…

ଓଏଲ୍‌ ବ୍ୟୁରୋ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ନେଇ ଆଲୋଚନା ଥମି ନଥିବା ବେଳେ ଏବେ ଶ୍ରୀମନ୍ଦିର ପ୍ରଶାସନର ଫାଇଲକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ହଜିଯାଇଥିବା ଫାଇଲ ମିଳି ସାରିଥିବା କୁହାଯାଉଛି। ତେବେ ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ଭାରତୀୟ ଜନତା ପାର୍ଟି। ଶ୍ରୀମନ୍ଦିର…

ଛତିଶଗଡ଼ରେ ସହିଦ ଯବାନଙ୍କୁ…

ଓଏଲ୍‌ ବ୍ୟୁରୋ: ଛତିଶଗଡ଼ ଦନ୍ତେୱାଡ଼ାରେ ଘଟିଥିବା ଏକ ଦୁଖଦଃ ଖବର ସାମ୍ନାକୁ ଆସିଥିଲା। ଛତିଶଗଡରେ ବଡ ଧରଣର ନକ୍ସଲ ଆକ୍ରମଣ ହୋଇଥିଲା। ଆଇଇଡି ବିସ୍ଫୋରଣରେ ୧୧ ଜଣ ଯବାନ ସହିଦ ହୋଇଛନ୍ତି। ଅପରେସନରେ ଯାଉଥିବା ଯବାନଙ୍କୁ ଆମ୍ବୁସ ଲଗାଇ ଆକ୍ରମଣ ହୋଇଥିଲା। ଛତିଶଗଡ଼ରେ ନକ୍ସଲ ଆକ୍ରମଣରେ ସହିଦ ଯବାନଙ୍କୁ…

ସୁଦାନରେ ଅପେରସନ କାବେରୀ ଜାରି,…

ଓଏଲ୍‌ ବ୍ୟୁରୋ: ଆଫ୍ରିକୀୟ ଦେଶ ସୁଦାନରେ ଫସିଥିବା ଭାରତୀୟଙ୍କୁ ଉଦ୍ଧାର ଲାଗି ଅପରେସନ କାବେରୀ ଆରମ୍ଭ କରାଯାଇଛି। ବର୍ତ୍ତମାନ ସୁଦ୍ଧା ୫୦୦ରୁ ଅଧିକ ଭାରତୀୟଙ୍କୁ ଉଦ୍ଧାର କରାଯାଇଛି। ପ୍ରଥମ ବ୍ୟାଚରେ ୨୭୮ ଯାତ୍ରୀଙ୍କୁ ଧରି ସୁଦାନ ଛାଡ଼ିଥିଲା ଜାହାଜ ସୁମେଧା। ୨ୟ ପର୍ଯ୍ୟାୟରେ ୧୪୮ ଉଦ୍ଧାର ହୋଇଥିଲେ।…

ହାଇୱା ଧକ୍କାରେ ଚାଲିଗଲା ୨ ବାଇକ୍…

ଓଏଲ୍‌ ବ୍ୟୁରୋ: କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ନିକଟସ୍ଥ ଓଳାଭର-ସିଂହପୁର ରାସ୍ତାରେ ଘଟିଥିବା ଏକ ଅଭାବନୀୟ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି। ରାସ୍ତାରେ ଯିବା ସମୟରେ ହାଇୱା ଧକ୍କାରେ ୨ ବାଇକ୍ ଆରୋହୀ ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି। ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା…

ଛତିଶଗଡରେ ନକ୍ସଲ ହମଲା; ଭାଇରାଲ ହେଉଥିବା…

ଓଏଲ୍‌ ବ୍ୟୁରୋ: ଛତିଶଗଡ଼ ଦନ୍ତେୱାଡ଼ାରେ ଘଟିଥିବା ଏକ ଦୁଖଦଃ ଖବର ସାମ୍ନାକୁ ଆସିଥିଲା। ଛତିଶଗଡରେ ବଡ ଧରଣର ନକ୍ସଲ ଆକ୍ରମଣ ହୋଇଥିଲା। ଆଇଇଡି ବିସ୍ଫୋରଣରେ ୧୧ ଜଣ ଯବାନ ସହିଦ ହୋଇଛନ୍ତି। ଛତିଶଗଡ଼ ନକ୍ସଲ ହିଂସା ପରେ ଏକ ଭାଇରାଲ ଭିଡିଓକୁ ନେଇ ଚର୍ଚ୍ଚା ଜୋର ଧରିଛି। ଭିଡିଓରେ କିଛି ସନ୍ଦିଗ୍ଧଙ୍କ…

‘ସ୍କୁଲରେ କୋଠରୀ ନାହିଁ, କାନ୍ଥ…

ଓଏଲ୍‌ ବ୍ୟୁରୋ: ରାଜ୍ୟ ସରକାରଙ୍କ ୫-ଟିକୁ କଡ଼ା ସମାଲୋଚନା କରିଛନ୍ତି କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ। କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ କହିଛନ୍ତି, ରାଜ୍ୟ ସରକାର ଟ୍ରାନ୍ସପରେନ୍ସି କଥା କହୁଛନ୍ତି, ହେଲେ କୌଣସି ଖର୍ଚ୍ଚର ଉତ୍ତର ଦେଉନାହାନ୍ତି। ୧୮ ମାସରେ…

ପିସିସି କମିଟିରେ ବହୁ ଅନୁପଯୁକ୍ତ…

ଓଏଲ୍‌ ବ୍ୟୁରୋ: ଗଠନ ହୋଇଛି ନୂତନ ପିସିସି କମିଟି। ନବଗଠିତ ପିସିସିକୁ ନେଇ ଅସନ୍ତୋଷ ଝାଡ଼ିଲେ ସୁର ରାଉତରାୟ। ପୂର୍ବରୁ ତାରା ବାହିନୀପତି ଅସନ୍ତୋଷ ହୋଇଥିବାବେଳେ ଏବେ ସୁରା ରାଉତରାୟ ମଧ୍ୟ ଅସନ୍ତୋଷ ଥିବା ଜଣା ପଡିଛି। ସୁର ରାଉତରାୟ କହିଛନ୍ତି, କମିଟିରେ ବହୁ ଅନୁପଯୁକ୍ତ ଅଛନ୍ତି, ଯାହାକୁ ନେଇ ମୁଁ…

ଆନେମିଆ ମୁକ୍ତ ଓଡ଼ିଶା ପାଇଁ ଅମ୍ଳାନ…

ଓଏଲ୍‌ ବ୍ୟୁରୋ: ଅତ୍ୟଧିକ ଖରା ଯୋଗୁଁ ରାଜ୍ୟ ସରକାର ଜୁନ ୧୬ଯାଏଁ ଖରାଛୁଟି ଘୋଷଣା କରିଛନ୍ତି। ଛାତ୍ରଛାତ୍ରୀଙ୍କୁ ରକ୍ତ ହୀନତାରୁ ମୁକ୍ତି ଦେବା ତଥା ଆନେମିଆ ମୁକ୍ତ ଓଡ଼ିଶା ପାଇଁ ଅମ୍ଳାନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ସ୍କୁଲ ଛୁଟି ଘୋଷଣା ପରେ ମଧ୍ୟ ଖରାଛୁଟିରେ ଛାତ୍ରଛାତ୍ରୀଙ୍କୁ ମିଳିବ ଆଇରନ ଓ…

ଜାରି ହେଲା ବିଜ୍ଞପ୍ତି, ଜୁନ ୨୩ରୁ ପିଜି…

ଓଏଲ୍‌ ବ୍ୟୁରୋ: ବିଭିନ୍ନ ବିଶ୍ୱବିଦ୍ୟାଳୟରେ ପିଜି ନାମଲେଖା ପ୍ରକ୍ରିୟା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ବୁଧବାର ପ୍ରକାଶ ପାଇଛି। ଚଳିତ ଶିକ୍ଷାବର୍ଷ ୨୦୨୩-୨୪ ଏକକ ପିଜି ନାମଲେଖା ପ୍ରକ୍ରିୟାରେ ବ୍ୟାପକ ପରିବର୍ତ୍ତନ କରାଯାଇଛି। ଚଳିତ ବର୍ଷର ଏକକ ପିଜି ପ୍ରବେଶିକା ଜୁନ୍ ୨୩ରୁ ଆରମ୍ଭ…

ଲାଞ୍ଚ ନେଲାବେଳେ ବ୍ଲକ ନିର୍ବାହୀ…

ଓଏଲ୍‌ ବ୍ୟୁରୋ: ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ବଡ ବଡ଼ିଆ ବାବୁ ମାନେ ଧରାପଡ଼ିବା ଅନେକ ଖବର ସାମ୍ନାକୁ ଆସିଥିଲା। ଏବେ ଭିଜିଲାନ୍ସ ପଞ୍ଝାରେ ଆଉ ଜଣେ ସରକାରୀ ବାବୁ ଧରାପଡ଼ିଛନ୍ତି।  ଭିଜିଲାନ୍ସ ଜାଲରେ ଧରାପଡିଥିବା ବ୍ୟକ୍ତି ହେଲେ ବଡ଼ମ୍ବା ବ୍ଲକ ନିର୍ବାହୀ ଯନ୍ତ୍ରୀ ବାଉରୀବନ୍ଧୁ ପରିଡ଼ା। ବିଲ୍‌ ପାସ…